Anuchinta : ଶରୀରରେ ଅଚାନକ ପବନ ପଶିଗଲେ କଣ କରିବେ ,ଆପଣାନ୍ତୁ ଏହି ଉପାୟ ସବୁ ସମସ୍ୟା ଦୂର ହୋଇଯିବ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଏକ ବିଶେଷ ଅନୁଚିନ୍ତା ଜାଣିବା ଦର୍ଶକ ବନ୍ଧୁ ବର୍ଷରେ ୧୨ ମାସ ଏହି ୧୨ ମାସର ସବୁ ଦିନରେ ଆମେ ଗାଧେଇ ସାରିବା ପରେ ସୂର୍ଯ୍ୟଙ୍କୁ ପାଣି ବା ଅର୍ଘ୍ୟ ଦିଅନ୍ତି ତେବେ ମନେରଖିବେ ଜୀବନର ସୁଖ ସମୃଦ୍ଧି ଧନ ପ୍ରାପ୍ତି ଏସବୁ ପ୍ରାପ୍ତି ପାଇଁ ସୂର୍ଯ୍ୟ ନମସ୍କାର ନିହାତି ଆବଶ୍ୟକ ଏବଂ ୧୨ ମାସରେ ୧୨ ଟି ନାଁରେ ସୂର୍ଯ୍ୟଙ୍କୁ ନମସ୍କାର ହେବେ ପ୍ରତ୍ୟେକ ମାସରେ ସୂର୍ଯ୍ୟ ଦେବତାଙ୍କୁ ଗୋଟିଏ ଗୋଟିଏ ନାଁରେ ପୂଜା କରିବେ |

ପ୍ରଥମେ ବୈଶାକଖ ଜ୍ୟେଷ୍ଠ ଏବଂ ଆଷାଢ଼ ଏହି ୩ ମାସରେ କେଉଁ କେଉଁ ନାଁରେ ସୂର୍ଯ୍ୟଙ୍କୁ ପୂଜା କଲେ ଅଖଣ୍ଡ ସୁଖ ପ୍ରାପ୍ତି ହୋଇଥାଏ ତେବେ ବୈଶାଖ ମାସ ସାରା ଓମ୍ ନାମରେ ସୂର୍ଯ୍ୟଙ୍କୁ ନମସ୍କାର ହୁଅନ୍ତୁ ପୁରା ନାଁଟି ହେଉଛି ଓମ୍ ତପନ ନଥାୟ ନମଃ ଜ୍ୟେଷ୍ଠ ମାସରେ ଓମ୍ ମିତ୍ରାୟ ନମଃ ଆଷାଢ଼ ମାସରେ ଓମ୍ ରବୟେ ନମଃ |

ଅଧିକାଂଶ ଲୋକମାନଙ୍କର ପିଠିରେ ବେକରେ କିମ୍ବା ଅନ୍ୟ କେଉଁଠି ପବନ ଅଟକି ଯାଇଥାଏ ସେମାନେ ହଲଚଲ ହୋଇ ପାରନ୍ତି ନାହିଁ ଯାହାକୁ କୁହାଯାଏ ରକ୍କା ଧରିବା ଏହା ବୋହୁତ କଷ୍ଟ ଦାୟକ ହୋଇଥାଏ ତେବେ ଦର୍ଶକ ବନ୍ଧୁ ମନେରଖନ୍ତୁ ଯଦି କୌଣସି ଜାଗାରେ ପବନ ଅଟକିଥାଏ ବା ରକ୍କା ଧରିଥାଏ କିଛି ମେଡ଼ିସିନ୍ ଖାଆନ୍ତୁ ନାହିଁ ଗୋଟିଏ ରସୁଣ ଆଣି ତାକୁ ଛେଚି ଦେବେ ଆଉ ତାହା ସହିତ କିଛି ଶୈନ୍ଧବ୍ୟ ଲବଣ ମିଶାଇ ଦେବେ |

ମିଶେଇ ସାରି ତାକୁ ଗୋଳାଇ ଦେଇ ଏକ କପଡ଼ାରେ ବାନ୍ଧି ଦେବେ ଆଉ ସେହି କପଡ଼ାକୁ ନିଆଁରେ ଦେଖାଇ ଯେତେବେଳେ ଗରମ ହେବ ସେହି ଗରମଟିକୁ କେଉଁ ଜାଗାରେ ରକ୍କା ଧରିବ ସେହି ଜାଗାରେ ଜାଗାରେ ବାରମ୍ବାର ଶେକ ଦିଅନ୍ତୁ ସେହି ଜାଗାରେ ୮ ରୁ ୧୦ ଥର ସେକ ଦେଇ ସାରିବା ପରେ ରକ୍କା ଧରିବା ସ୍ଥାନଟି ଆପେ ଆପେ ଭଲ ହୋଇଯିବ |

Leave a Reply

Your email address will not be published. Required fields are marked *