ନମସ୍କାର ଦର୍ଶକବନ୍ଧୁ ପ୍ରେମରେ ଧୋକା ଖାଇଛନ୍ତି ରାଣୀ ପଣ୍ଡା ଆପଣମାନେ ଜାଣିଥିବେ ଦୀର୍ଘ ଧରି ବିକ୍ରମକୁ ଭଲ ପାଇଥିଲେ ରାଣୀ ଦୀର୍ଘ 8 ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ଏବେ ବିକ୍ରମ ରାଣୀ ପଣ୍ଡାଙ୍କୁ ଛାଡ଼ି ଅନ୍ୟ ଜାଗାରେ ବିବାହ କରିବାକୁ ଯାଉଛନ୍ତି ଆଉ ଏହି କାରଣରୁ ରାଣୀ ପଣ୍ଡା ଓଡିଶା ଛାଡିବେ ବୋଲି ସୋସିଆଲ ମେଡିଆରେ କହିଛନ୍ତି |ତାହେଲେ ଯାହାଙ୍କୁ ଶେଷ ସବୁଠାରୁ ଅଧିକ ଭଲ ପାଇଥିଲେ ତାହା ଠାରୁ ମାଡ଼ ଗାଳି ସବୁ ସହିଥିଲେ
ସେ ଆଜି ତାଙ୍କୁ ଧୋକା ଦେଇ ଅନ୍ୟ ଜାଗାରେ ବିବାହ କରିବାକୁ ଯାଉଛନ୍ତି |ଏହି କଥା ରାଣୀ ପଣ୍ଡାଙ୍କ ହୃଦୟକୁ ପୁରା ଭାଙ୍ଗି ଦେଇଛି |ବିକ୍ରମ ଏବଂ ରାଣୀ ପଣ୍ଡା ଦୀର୍ଘଦିନ ଧରି ପରସ୍ପରକୁ ଭଲ ପାଉଥିଲେ ନୂଆ ନୂଆ ସ୍ଥାନ ବୁଲିବା ସହିତ ବହୁତ ଭଲ ପାଇବା ଦୁହେଁଙ୍କ ମଧ୍ୟରେ ରହିଥିଲା ବିକ୍ରମ ରାଣୀ ପଣ୍ଡାଙ୍କୁ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ |
ହେଲେ ଏବେ ବିକ୍ରମ ସବୁ କିଛି ଭୁଲି ଅନ୍ୟ ଜାଗାରେ ବିବାହ କରିବାକୁ ଯାଉଛନ୍ତି |ଏହି କାରଣରୁ ରାଣୀ ପଣ୍ଡା ନିଜ ଦୁଃଖ ସୋସିଆଲ ମେଡିଆରେ ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଆଉ ଏବେ ତାଙ୍କ ହୃଦୟ ଭାଙ୍ଗିଲା ପରେ ଦୁଃଖରେ କାନ୍ଦୁ ଥିବାର ନଜର ଆସିଛନ୍ତି |
ଆପଣମାନେ ରାଣୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟ ଯାତ୍ରା ଜଗତରେ ନିଶ୍ଚୟ ଦେଖିଥିବେ ସବୁବେଳେ ବିବାଦ ମଧ୍ୟରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପ୍ରେମ କାହାଣୀ ସୋସିଆଲ ମେଡିଆରେ ପ୍ରକାଶିତ ହେଉଛି ପୂର୍ବରୁ ରାଣୀ ଏ ବିଷୟରେ କାହାକୁ କିଛି ମଧ୍ୟ ଜଣାଇ ନଥିଲେ