ରାମ ନାମ ସତ୍ୟ ହେ କଣ ପାଇଁ କୁହା ଯାଇଥାଏ ,ଏହା ପଛର ରହସ୍ୟ ଜାଣିଲେ ଆପଣ ଚମକି ପଡ଼ିବେ ଭୟଙ୍କର କଥା ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଯେ ଏହି ପୃଥିବୀ ପୃଷ୍ଠରେ ଯେଉଁ ଜିନିଷ ଜନ୍ମ ନେଇଛି ତାହା ଦିନେ ନା ଦିନେ ମୃ-ତ୍ୟୁ ବରଣ କରିଛି ଆପଣମାନେ ନିହାତି ଜାଣିଥିବେ ଯେ ହିନ୍ଦୁ ଧର୍ମରେ ଯାହାର ମୃ-ତ୍ୟୁ ହୋଇଛି ତାହାର ସବ ଯାତ୍ରାରେ ସବ ପଛରେ ଚାଲୁଥିବା ଲୋକମାନେ ରାମ ରାମ ସତ୍ୟ ହେ କହୁଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କାହିଁକି କୁହା ଯାଇଥାଏ ଯଦି ଜାଣିନାହାନ୍ତି ଆଜି ଆମେ ଆପଣଙ୍କୁ କହିବୁ ଏହା ପଛର ରହସ୍ୟ ବିଷୟରେ ।

ବନ୍ଧୁ ଗଣ ଧର୍ମ ଗ୍ରନ୍ଥ ମହାଭାରତରେ ଯୁଧିଷ୍ଠିର ଙ୍କ ସବ ଯାତ୍ରାରେ ଉଚ୍ଚାରଣ ଉଚ୍ଚାରଣ ରାମ ନାମ ସତ୍ୟ ହେ ଏହା କାହିଁକି କୁହା ଯାଇ ଏହା ସହିତ ଯୋଡ଼ା ରହିଥିବା ରହସ୍ୟ ବିଷୟରେ କହିଲେ କି , ମୃ-ତ ଶରୀରକୁ ଶ୍ମଶାନକୁ ନିଆ ଯାଇଥାଏ ସେତେ ବେଳେ ସବ ପଛରେ ଚାଲୁଥିବା ଲୋକ ମାନେ ରାମ ନାମ ସତ୍ୟ ହେ କହି ଥାଆନ୍ତି |

ପରନ୍ତୁ ଯେତେବେଳେ ଶବର ସଂସ୍କାର ଶେଷ ହୋଇଯାଇଥାଏ ସେତେ ବେଳେ ସେହି ମୃ-ତ ଶରୀର ପଞ୍ଚ ତତ୍ଵରେ ବିଲିନ ହୋଇଯାଇ ଥାଏ ଏହା ପରେ ଯେବେ ସେଥିରେ ଯାଇଥିବା ଲୋକ ଫେରି ଥାନ୍ତି ସେମାନେ ରାମ ନାମକୁ ଭୁଲି ନିଜ ଜୀବନରେ ବ୍ୟସ୍ତ ହୋଇଥାନ୍ତି |

ତାପରେ ମୃ-ତ ବ୍ୟକ୍ତିର ଘରଲୋକ ତାର ସମ୍ପତ୍ତିକୁ ପ୍ରାପ୍ତ କରିବା ପାଇଁ ନିଜ ଭିତରେ ଲଢେଇ ଲାଗି ଥାଆନ୍ତି । ସେଥି ପାଇଁ ଜୀବନର ଶେଷରେ ରାମ ନାମ ମୃ-ତ ଶରୀର କାନରେ ବଜିଲ ତାହା ସ୍ୱର୍ଗକୁ ଯାଇଥାଏ ।

Leave a Reply

Your email address will not be published. Required fields are marked *