ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପ୍ରକୃତ ପରିବାର ଏବଂ ତାଙ୍କ ବିଷୟରେ ଲୁଚି ରହିଥିବା କିଛି ଅଜଣା କଥା ,ଯାହା ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ପ୍ରଦ୍ୟୁମ୍ନ ଲେଙ୍କା ଙ୍କ ବିଷୟରେ ଯଦି କିଛି ଜାଣି ନାହାଁନ୍ତି ତେବେ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ ।ଆପଣ ମାନେ ପ୍ରଦ୍ୟୁମ୍ନ ଲେଙ୍କଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ବେଶ୍ ଭଲ ଭାବରେ ଦେଖିଥିବେ |

ପ୍ରଦ୍ୟୁମ୍ନ ଲେଙ୍କା ଙ୍କ ଜନ୍ମ 1953 ମସିହାରେ ହୋଇଥିଲା ।ତାଙ୍କ ଜନ୍ମ ସ୍ଥାନ ହେଉଛି କଟକର ନିଆଳି ଠାରେ ତାଙ୍କ ବାପାଙ୍କ ନାମ ହେଉଛି ଅନ୍ତର୍ଯ୍ୟାମୀ ଲେଙ୍କା ତାଙ୍କ ମା ହେଉଛନ୍ତି ଶୈଳବଳା ଲେଙ୍କା ସେ ରାଣୀ ହାଟ କଲେଜରୁ ଶିକ୍ଷା ଲାଭ କରିଥିଲେ ସେ ଏକାଧାରରେ ଆକ୍ଟର ପ୍ରଡ୍ୟୁସର ଏବଂ ପ୍ରଫେସର ମଧ୍ୟ ଅଟନ୍ତି ।

ତାରିଣୀ ମହା ବିଦ୍ୟାଳୟ ରୁ ଅଧ୍ୟାପକ ଜୀବନୀ ଆରମ୍ଭ କରିଥିଲେ ଏହା ପରେ 2013 ମସିହାରେ ଅଲଙ୍ଗ ବିଦ୍ୟାଳୟରୁ ଅବସର ନେଇଥିଲେ ।ପିଲା ଦିନରୁ ସେ ମଞ୍ଚରେ ଅଭିନୟ କରୁଥିଲେ ମଞ୍ଚରେ ଅଭିନୟ କରିବା ସହିତ ଅନେକ ସିନେମା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

1981 ମସିହାରେ ସରକାରୀ ପ୍ରଯୋଜକ ଭାବରେ ତାଙ୍କର ତାଙ୍କର ପ୍ରଥମ ଚଳଚିତ୍ର ପୂଜା ମୁକ୍ତି ଲାଭ କରିଥିଲା ସେ 100 ରୁ ଉର୍ଦ୍ଧ ଫିଲ୍ମ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ।ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

Leave a Reply

Your email address will not be published. Required fields are marked *