ହାତର ପାପୁଲିରେ M ଚିହ୍ନ ଅଛିକି ଆପଣଙ୍କ ବିଷୟରେ କିଛି ରହସ୍ୟମୟ କଥା ଭୟଙ୍କର ଅର୍ଥ ଜାଣି ରଖନ୍ତୁ

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ହାତରେ M ଚିହ୍ନ ଅଛି ତାହେଲେ ଆସନ୍ତୁ ଜାଣିବା M ଅକ୍ଷରର ବ୍ୟକ୍ତି ମାନଙ୍କ ବିଷୟରେ କିଛି ଏପରି ରୋଚକ ତଥ୍ୟ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଯଦି ଅପଙ୍କ ହାତ ପାପୁଲିରେ M ପକ୍ଷର ଚିହ୍ନ ଅଛି ତାହେଲେ ଏହି କଥା ଗୁଡ଼ିକ ନିହାତି ମାନେ ରଖନ୍ତୁ ଲୋକମାନଙ୍କ ପ୍ରକୃତି ସରଳ ହୋଇଥାଏ |

ଏମାନେ କାହାରି ଦୁଃଖ ସଜ୍ୟ କରି ପାରନ୍ତି ନାହିଁ , ସେଥି ଏମାନଙ୍କୁ କେହିବି ସହଜରେ ବୋକା ବନାଇ କାମ ହାସଲ କରି ପାରିଥାନ୍ତି , ଏମାନେ ବହୁତ୍ ଲାଜକୂଳା ହୋଇଥାନ୍ତି , ଏମାନଙ୍କ ମନ କାଚ ପରି ସଫା ହୋଇଥାଏ ଓ ଏମାନେ ଯାହାକୁ ନିଜର ଭାବି ଥାଆନ୍ତି ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ ।

ଏମାନେ ଏମାନଙ୍କ ଜୀବନରେ ବହୁତ୍ ଦୁଃଖ କଷ୍ଟର ସାମ୍ନା କରିଥାନ୍ତି ହେଲେ ଏହି ମାନେ ହିଁ ଶେଷରେ ତାଙ୍କ ଜୀବନରେ ସଫଳ ହୋଇଥାନ୍ତି , ଏମାନେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବହୁତ୍ ଚିନ୍ତା କରିଥାନ୍ତି ।

Leave a Reply

Your email address will not be published. Required fields are marked *