Samudrikasastra :ମହିଳାମାନଙ୍କର ଏହି ପାଞ୍ଚୋଟି ଅଙ୍ଗରେ ଏପରି ଥିଲେ ଚିହ୍ନ ଥିଲେ ଭୟଙ୍କର ଅର୍ଥ ଜାଣି ରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି କିଛି ସଙ୍କେତ ବିଷୟରେ କହିବି ଯାହା ଦ୍ୱାରା ଆପଣମାନେ ସୌଭାଗ୍ୟଶାଳୀ ମହିଳା ମାନଙ୍କୁ ସହଜରେ ଚିହ୍ନି ପାରିବେ ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମନା ଯାଇଥାଏ ଏବଂ ମହିଳା ମାନଙ୍କ ପୂଜା ମଧ୍ୟ କରା ଯାଇଥାଏ ଯଦି ଗୋଟିଏ ହିନ୍ଦୁ ପରିବାରରେ ଝିଅଟିଏ ଜନ୍ମ ହୋଇଛି ଲୋକ କୁହନ୍ତି କି ଘରକୁ ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଛି ଗୋଟେ ଝିଅ ଯେବେ ବିବାହ କରି ଶାଶୁ ଘରକୁ ପ୍ରଥମ ଥର ଯାଏ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଛି ଅର୍ଥାତ ମହିଳା ମାନଙ୍କୁ ଦେବୀଙ୍କର ଆଜ୍ଞା ଦିଆ ଯାଇଥାଏ ବନ୍ଧୁଗଣ ଏମିତିରେ ସବୁ ଝିଅ ବାପା ମା ମାନଙ୍କ ପାଇଁ ସୌଭାଗ୍ୟ ନେଇ ଆସିଥାଆନ୍ତି କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସୌଭାଗ୍ୟଶାଳୀ ମହିଳାଙ୍କ ବିଷୟରେ କିଛି ବିଶେଷ କଥା ଉଲେଖ ରହିଛି କାରଣ ତାଙ୍କ ଉପରେ ନୂଆ ଜୀବନର ମୂଳ ଆଧାର କରୁଛି |ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ସଙ୍କେତ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଜାଣିପାରିବେ କେଉଁ ମହିଳା ନିଜ ସ୍ୱାମୀ ତଥା ପରିବାର ପାଇଁ ଶୁଭ ହୋଇଥାଏ

ନମ୍ବର 1 ଚମକୁଥିବା ନଖ ବନ୍ଧୁଗଣ ପ୍ରାୟ ମହିଳା ମାନଙ୍କ ନଖ ବହୁତ ଭଲ ଏବଂ ସୁନ୍ଦର ଦେଖାଯାଏ କିନ୍ତୁ ଗୋଲାପୀ ରଙ୍ଗର ଚମକୁଥିବା ନଖ ଯେଉଁ ମହିଳାଙ୍କର ଥାଏ ସେହି ମହିଳା ଭଲ ଚରିତ୍ରର ହୋଇଥାଆନ୍ତି |ନିଜ ସ୍ୱାମୀ ଏବଂ ପରିବାରର ସୁଖ ଦୁଃଖର ସାଥ ଦେଇଥାଆନ୍ତି |

ନମ୍ବର 2 ଯେଉଁ ମହିଳା ମାନଙ୍କ ମଧ୍ୟମା ଆଙ୍ଗୁଳି ଆବଶ୍ୟକତା ଠାରୁ ବଡ଼ ହୋଇଥାଏ ସେ ମହିଳା ଦୁର୍ଭାଗ୍ୟଶାଳୀ ମହିଳା ହୋଇଥାଆନ୍ତି ଏହି ମହିଳାଙ୍କୁ ବିବାହ କରିବା ପୂର୍ବରୁ ଟିକେ ଭାବି ଚିନ୍ତି ବିବାହ କରନ୍ତୁ |

ନମ୍ବର 3 ବାମ ଗାଲରେ କଳାଯାଇ ଏବଂ ତିଳ ଚିହ୍ନ ରହିବା ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ବାମ ଗାଲରେ କଳାଜାଇ ଥାଏ ସେପରି ମହିଳା ମାନଙ୍କ ଖାଇବାରେ ବହୁତ ସଉକ ରଖି ଥାଆନ୍ତି |ଏପରି ମହିଳା ନିଜ ପରିବାର ତଥା ସ୍ୱାମୀଙ୍କର ଭଲ ସେ ଧ୍ୟାନ ରଖିଥାଆନ୍ତି ଏହି ମହିଳା ମାନେ ବହୁତ ଭଲ ଖାଇବା ମଧ୍ୟ ବନାଇ ଥାଆନ୍ତି |ଯାହା ଦ୍ୱାରା ପରିବାର ଲୋକେ ଏମାନଙ୍କ ଉପରେ ଖୁସି ରହିଥାଆନ୍ତି |

ନମ୍ବର 4 ବଡ଼ ନାକ ଥିବା ମହିଳା ମାନେ ଯେଉଁ ମହିଳା ମାନଙ୍କ ଏପରି ନାକ ଥାଏ ସେହି ମହିଳା କିଛିବି ଅସୁବିଧାର ସାମ୍ନା କରି ନିଜ ପରିବାରକୁ ବଞ୍ଚାଇ ଥାଆନ୍ତି ଏହି ମହିଳା ମାନଙ୍କ ପଇସା ଖର୍ଚ୍ଚ କରିବାର ବହୁତ ସଉକ ଥାଏ କିନ୍ତୁ ଏମାନେ କୌଣସି ବେକାର କାର୍ଯ୍ୟରେ ପଇସା ବର୍ବାଦ କରନ୍ତି ନାହିଁ |

ନମ୍ବର 5 ପ୍ରାୟ ସମସ୍ତଙ୍କୁ ବଡ଼ ବଡ଼ ଆଖି ଥିବା ମହିଳା ମାନେ ପସନ୍ଦ ଆସିଥାଆନ୍ତି ଯେଉଁ ମହିଳା ମାନଙ୍କ ଆଖି ବଡ଼ ବଡ଼ ଦେଖାଯାଏ ସେହି ମହିଳା ମାନଙ୍କୁ ହରିଣୀ ଆଖିର ସଂଜ୍ଞା କୁହାଯାଏ |ଏପରି ମହିଳା ମାନଙ୍କ ଜୀବନରେ କୌଣସି ଜିନିଷର କମି ନଥାଏ ଯେମିତିକି ସ୍ନେହ ଶ୍ରଦ୍ଧା ,ଭଲ ପାଇବା ଏବଂ ସୁଖ ଶାନ୍ତି |

Leave a Reply

Your email address will not be published. Required fields are marked *