ଜୁନ ମାସରେ ଧ୍ବଂସ ହୋଇଯିବ କି ବିଶ୍ଵ ,ମାଳିକାରେ ମିଳିଲା ବଡ଼ ସଙ୍କେତ ଏହି ସବୁ ଘଟଣା ହେଉଚୁ ସତ ,ଜାଣନ୍ତୁ କଣ କହୁଛି ମାଳିକା

ବନ୍ଧୁଗଣ ମହାପୁରୁଷ କହୁଛନ୍ତି ଭଗବାନଙ୍କ ବାଣୀକୁ ଶୁଣ ଭଗବାନ ବିଷ୍ନୁ କଳିର ରୂପ ନେବେ ମାନେ ଭଗବାନ ବିଷ୍ନୁ ଅବତାର ନେବେ ସେନା ମାନଙ୍କୁ ନେଇ ଭଗବାନ କଳ୍କୀ ବାହାରିବେ ରାମଚନ୍ଦ୍ର ଦେବ ପନ୍ଦର ଅଙ୍କ କାର୍ତ୍ତିକ ମାସ ମାନେ କାର୍ତ୍ତିକ ମାସର 15 ତାରିକ ଠାରୁ ବୈଶାଖ ମାସ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିବ |ଗଣନା ଅନୁସାରେ 2023 କାର୍ତ୍ତିକ ମାସ ଠାରୁ ଯୁଦ୍ଧ ଆରମ୍ଭ ହୋଇଛି ବୈଶାଖ ମାସ ପର୍ଯ୍ୟନ୍ତ ଲାଗି ରହିବ |ଭଗବାନ ବିଷ୍ନୁ ଖେଳ ଆରମ୍ଭ କରିବେ ତାଙ୍କର କଳ୍କୀ ଲୀଳା ଆରମ୍ଭ କରିବେ ଡାଁକିଣି ଚାରିପଟେ ବୁଲିବେ |

କେତେବେଳେ ଯେବେ କଳିର ଶେଷ ସମୟ ଆସିବ |କଳିଶେଷରେ ସବୁ ସାଧୁ ମାନେ ଏକାଠି ହେବେ ଆଉ ତାହା ସହିତ ମହିମା ଧର୍ମର ସାଧୁ ମାନେ ମଧ୍ୟ ଏକାଠି ହେବେ ଏବଂ ତାକୁ କଷ୍ଟ ମିଳିବ ସତକୁ ସତ ମହିମା ଗାଦିରେ ଥିବା ମନ୍ଦିର ଭଙ୍ଗା ଯାଇଛି ଆଉ ମହିମା ଧର୍ମୀ ମାନଙ୍କୁ କଷ୍ଟ ମିଳିଛି |କଳିର ଶେଷରେ ଭକ୍ତ ମାନେ ଏକାଠି ହେବେ |

ଆଉ ସେହି ସମୟରେ ଚୋର ଖଣ୍ଡ ମାନେ ଲୋକମାନଙ୍କ ଘରେ ପଶି ଧନ ଚୋରି କରିବେ |ଦର୍ଶକବନ୍ଧୁ ଚୋର ମାନେ କେହି ମାନଙ୍କ ଧନକୁ ଚୋରି କରିବେ ଯେଉଁ ମାନେ ଅନ୍ୟଙ୍କୁ ଅତ୍ୟାଚାର କରି ଲୁଣ୍ଠନ କରି ଧନ କମାଇଛନ୍ତି ସେମାନଙ୍କ ଠାରୁ ଚୋରି କରିବେ |ବଡ଼ ଲୋକଙ୍କ ଧନକୁ ବୋହିନେବେ ସକଳ ମହାନଦୀ ଜଳେ ପକାଇ ହେବେ|

ସେ କାଳେ ମେଳ ମହାପୁରୁଷ କହିଛନ୍ତି ଚୋର ମାନେ ପାପ ଅର୍ଜିତ ଧନକୁ ବୋହିନେବେ ମହାନଦୀ ଜଳରେ ପକାଇ ଦେବେ ପଶ୍ଚିମ ଦିଗରୁ ଦମନ ଧାଇଁ ଆସିବେ ପଶ୍ଚିମ ଦିଗରୁ ମାଡି ଆସିବେ ସୈନ ଯେତେବେଳେ ଦେଶକୁ ବିପଦ ମାଡ଼ି ଆସିବ ଏହି ସବୁ ଘଟଣା ଘଟିବ

Leave a Reply

Your email address will not be published. Required fields are marked *