ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ଅଭିନୟ କରୁଥିବା କମେଡିଆନ ମାନଙ୍କୁ ଆପଣମାନେ ନିହାତି ଭାବରେ ଜାଣିଥିବେ ତାହେଲେ ଆପଣମାନେ ଏହି କମେଡିଆନ ମାନଙ୍କ ପତ୍ନୀ ମାନଙ୍କୁ କେଉଁଠି ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଏହି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |
ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ପପୁ ପମପମ ପପୁଙ୍କୁ ଆପଣମାନେ ବିଭିନ୍ନ ଟିଭି ସୋ ଏବଂ ଫିଲ୍ମରେ ବିଭିନ୍ନ ଭାବରେ କମେଡି କରୁଥିବାର ନିଶ୍ଚିତ ଦେଖିଥିବେ ତେବେ ବନ୍ଧୁଗଣ ଇଏ ହେଉଛନ୍ତି ପପୁଙ୍କ ସ୍ତ୍ରୀ |
ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି କାଳିଚରଣ ଆପଣମାନେ କାଳିଙ୍କୁ ବିଭିନ୍ନ ଟିଭି ସୋରେ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଦେଖିଥିବେ ତେବେ ବନ୍ଧୁଗଣ ଇଏ ହେଉଛନ୍ତି କାଳିଙ୍କ ଧର୍ମ ପତ୍ନୀ |
ତେବେ ବନ୍ଧୁଗଣ ଏହା ପରେ ତିନି ନମ୍ବରରେ ଆସୁଛନ୍ତି ଅମର ଆପଣମାନେ ଅମରଙ୍କୁ ଅନେକ ଫିଲ୍ମ ଏବଂ ରିଆଲିଟି ସୋ ରେ କମେଡି କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇଏ ହେଉଛନ୍ତି ଅମରଙ୍କ ସ୍ତ୍ରୀ |
ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଜୟୀରାମ ସାମଲ ଆପଣମାନେ ଜୟୀଙ୍କୁ ଲବେ ଦଶକରୁ ବହୁତ ସାରା ଫିଲ୍ମରେ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ବର୍ତ୍ତମାନ ଜୟୀ କିଛି ଦିନ ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି |ତେବେ ଇଏ ହେଉଛନ୍ତି ଜୟୀଙ୍କ ପତ୍ନୀ |
ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ହରିହର ମହାପାତ୍ର ହରିଙ୍କ କମେଡି ଆପଣ ମାନେ ବିଭିନ୍ନ ସିନେମା ଏବଂ ରିଆଲିଟି ସୋ ମାଧ୍ୟମରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇଏ ହେଉଛନ୍ତି ହରିଙ୍କ ଧର୍ମ ପତ୍ନୀ |
ଏହା ପରେ ସାତ ନମ୍ବରରେ ଆସୁଛନ୍ତି ଯୋଗେଶ ଜୋଜୋ ଆପଣମାନେ ଯୋଗେଶଙ୍କୁ ଅନେକ ସିନେମାରେ ସୁନ୍ଦର କମେଡୀ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇଏ ହେଉଛନ୍ତି ଯୋଗେଶ ଜୋଜୋଙ୍କ ପତ୍ନୀ |
ଏହା ପରେ ଆଠ ନମ୍ବରରେ ଆସୁଛନ୍ତି ଗୁଡ଼ୁ ଆପଣମାନେ ଅନେକ ସାରା ଫିଲ୍ମରେ ଗୁଡ଼ୁଙ୍କ କମେଡି ନିଶ୍ଚିତ ଭାବରେ ଦେଖିଥିବେ ତେବେ ବନ୍ଧୁଗଣ ଇଏ ହେଉଛନ୍ତି ଗୁଡ଼ୁଙ୍କ ସ୍ତ୍ରୀ |
ଏହା ପରେ ନଅ ନମ୍ବରରେ ଆସୁଛନ୍ତି ଓଲିଉଡ଼ କମେଡୀ ହିରୋ ପ୍ରଜ୍ଞା ଆପଣମାନେ ପ୍ରଜ୍ଞାଙ୍କର ବହୁତ ସାରା ଟିଭି ସୋ ଏବଂ ସିନେମାରେ ସୁନ୍ଦର କମେଡି କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇଏ ହେଉଛନ୍ତି ପ୍ରଜ୍ଞାଙ୍କ ସ୍ତ୍ରୀ