+2 ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ପ୍ରକାଶିତ ପାଇବ ରେଜଲ୍ଟ ସବୁ Student ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଙ୍କ ଫଳ କେବେ ବାହାରିବ ଏନେଇ ବର୍ତ୍ତମାନ ଗୋଟିଏ ଡେଟ ସାମ୍ନାକୁ ଆସି ସରିଛି ସମ୍ବାଦ ନିୟୁଜ ଏବଂ ଆର୍ଟିକିଲରେ ଅଲେରେଡି ଏହି ଆର୍ଟିକିଲ ପବ୍ଲିସ ହୋଇସାରିଲାଣି ଯାହାକି କେବେ ବାହାରିବ ପ୍ଲସ ଟୁ ପିଲାଙ୍କ ପରୀକ୍ଷା ଫଳ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲାଗିଛି ଯେ କେମିତି ଶୀଘ୍ର ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ |

ହାତରେ ଆଉ ଏକ ମାସ ସମୟ ରହି ଥିବାରୁ ପରିଷଦ ପକ୍ଷରୁ ଖାତା ମୂଲ୍ୟାୟନ କୁ ନେଇ ତ୍ଵରାନିତ କରାଯାଇଛି ।ଏପ୍ରିଲ 4 ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ ହେବାକୁ ଲକ୍ଷ ହୋଇଥିଲା କିନ୍ତୁ ଏଥିରେ ସାମାନ୍ୟ ବିଳମ୍ବ ମଧ୍ୟ ଦେଖିବାକୁ ମିଳିଥିଲା ଆଉ ଏବେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ମୂଲ୍ୟାୟନ ଶେଷ ହୋଇସାରିଛି ।ଏହା ଭିତରେ ରାଜ୍ୟର 69 ଟି ଅ ଫ୍ଲାଇନ ଏବଂ 41 ଟି ମୂଲ୍ୟାୟାନ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହୋଇ ସାରିଛି।

ସାତ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ଅଫ ଲାଇନ ଏବଂ ଅନଲାଇନରେ ମୂଲ୍ୟାୟନରେ ସାମିଲ ହୋଇଛନ୍ତି ।ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଅଧିକାଂଶ ବିଷୟରେ ଉତ୍ତର ଖାତା ମୂଲ୍ୟାୟନ ଶେଷ ପର୍ଯ୍ୟାୟରେ ପହଁଚି ସାରିଲାଣି । କଳା ଏବଂ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଏବେ ଜାରି ରହିଛି |ହାତରେ କମ ସମୟ ରହିଥିବାରୁ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ଉପସ୍ଥାନ କୁ ସୁନିଶ୍ଚିତ କରାଯାଇଛି

।ଚଳିତ ବର୍ଷର ସମସ୍ତ ବିଭାଗର ପରୀକ୍ଷାର ଫଳ ଗୋଟିଏ ଦିନରେ ପ୍ରକାଶ ପାଇବାକୁ ପରିଷଦ ପକ୍ଷରୁ ଲକ୍ଷ ରଖାଯାଇଛି ଯେଉଁଥିପାଇଁ ପରୀକ୍ଷା ମାର୍ଚ୍ଚ 20 ରେ ଶେଷ ହେବା ପରେ ମାର୍ଚ୍ଚ 22 ରେ ମୂଲ୍ୟାୟନ ଆରମ୍ଭ ହୋଇଥିଲା ।ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ କଢ଼ାକଢ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *