ଦର୍ଶକ ଅନ୍ଧୁ ଆଜି ଆମେ ଆପଣମାନଙ୍କୁ ମା ତାରିଣୀ ଙ୍କ ବିଷୟରେ ଏପରି କିଛି ଅଜଣା କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଅପମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣଙ୍କ ପାଦ ତଳୁ ମାଟି କସିଯିବ ।ଦର୍ଶକ ବନ୍ଧୁ କଣ ଆପଣ ଜାଣିଛନ୍ତି ମା ତାରିଣୀ ଙ୍କ ମୁହଁରେ କାହିଁକି ସିନ୍ଦୂର ବୋଳା ଯାଇଥାଏ କିଏ କରିଥିଲା ମା ତାରିଣୀ ଙ୍କୁ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ । ଲୋକ ମାନ୍ୟତା ଅଛି ଯେ ରାଜା ଗୋବିନ୍ଦ ପଛେ ପଛେ ପୁରୀରୁ କେନ୍ଦୁଝର ଆସିବା ସମୟରେ ହଠାତ୍ କେନ୍ଦୁଝର ଜଙ୍ଗଲର ପ୍ରାକୃତିକ ସ୍ଵନ୍ଦର୍ଯ୍ୟ ଓ ଝରଣା ଦେଖି ମା ତାରିଣୀ ମନ୍ତ୍ର ମୁଗ୍ଧ ହୋଇଗଲେ |
ଆଉ ମା ରହିଗଲେ ସେହି ଜଙ୍ଗଲରେ ସେବେ ଠାରୁ ମା ପୂଜା ପାଇଲେ ସେହି ଘଞ୍ଚ ଜଙ୍ଗଲରେ ମାଙ୍କର ଘଟ ଏହି ଠାରେ ସ୍ଥାପନା କରଯାଇଥିଲା ସେଥି ପାଇଁ ସେ ଜଙ୍ଗଲର ନାମ ଘଟଗାଁ ରଖା ଗଲା। ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ଜଣେ ଗରିବ ଶବର ସମ୍ପ୍ରଦାୟର ଲୋକର ଦୁଇଟି ପୁତ୍ର ଥିଲେ ବହୁତ୍ ଗରିବ ହୋଇଥିବାରୁ ସେମାନେ ଖାଇବାକୁ ମଧ୍ୟ ପାଉନଥିଲେ |
ହେଲେ ଦିନେ ଦୁଇପୁତ୍ର ତାଙ୍କ ବାପାଙ୍କୁ ବହୁତ୍ ଭୋକ ଲାଗିବାରୁ ଖାଇବାକୁ ମାଗିଲେ ହେଲେ ତାଙ୍କ ପାଖରେ ଖାଇବାକୁ ଦେବାକୁ କିଛି ନଥିଲେ ଶେଷରେ ସେମାନେ ସମସ୍ତେ ଜଙ୍ଗଲକୁ ଗଲେ । ବହୁତ୍ ବାଟ ଚାଲିବ ଆପରେ ସେମାନେ ଏକ କୁସୁମ ଗଛ ତଳେ ବସିଲେ ସେତେବେଳେ କୁସୁମ କୋଳି ପଚିଥାଏ |
ଶବର ଜଣଙ୍କ ଗଛରେ ଚଢି କୁସୁମ କୋଳି ପାରିଲା ଆଉ ତଳେ ଥିବା ତାର ଦୁଇ ପୁତ୍ରଙ୍କୁ ଦେଲା ଦୁଇ ପୁତ୍ର ଆନନ୍ଦରେ କୋଳି ଖାଇଥାନ୍ତି ଟଙ୍କାରୁ ଭୂତାଉ ଜଣେ କୋଳି ଖାଇ କୋଳି ଚୋପା ମା ତାରିଣୀଙ୍କ ଘଟ ଉପରେ ପକାଇ ଦେଲା ସେ ଠାରୁ ମା ତାରିଣୀଙ୍କ ମୁହଁ ଆଜି ଯାଏ ଲାଲ ଓ ତାଙ୍କ ମୁହଁରେ ଅଜିଯେ ସିନ୍ଦୂର ଲିପା ଯାଏ ।