ଜି ସାର୍ଥକରେ ଅଭିନୟ କରୁଥିବା ଏହି ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ,ମାଟ୍ରିକ ଫେଲ ଏହି Heroine

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚୟ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ଲିଡ ହିରୋଇନ ଭାବରେ ନଜର ଆସୁଥିବା ଏହି ସୁନ୍ଦରୀ ହିରୋଇନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆପଣମାନେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କଣ ଜାଣିଛନ୍ତି ଯଦି ଜାଣି ନାହାଁନ୍ତି ତେବେ ଆଜିର ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ପ୍ରଥମରେ ଆସୁଛନ୍ତି ଦେବୀକା ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି ତେବେ ଦେବୀକା ଏସଲିମ କଲେଜ ଜଗତସିଂହ ପୁରରୁ ଗ୍ରାଜୁଏସନ କମ୍ପ୍ଲିଟି କରିଛନ୍ତି

ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ରାଧିକା ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ସେକେଣ୍ଡ ଲିଡର ସିପ ଭୂମିକାରେ ନଜର ଆସୁଛନ୍ତି ତେବେ ରାଧିକାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି 12 ପାସ |

ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ଝିଲ୍ଲୀ ଯିଏ କି ଝିଲ୍ଲୀ ସିରିଏଲରେ ଲିଡ ହିରୋଇନ ଭୂମିକାରେ ନଜର ଆସୁଛନ୍ତି ତେବେ ଝିଲ୍ଲୀ ଇନ୍ଦିରା ଗାନ୍ଧୀ ୱମେନ୍ସ କଲେଜରୁ ଗ୍ରାଜୁଏସନ କମ୍ପ୍ଲିଟି କରିଛନ୍ତି |

ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ମାନିନୀ ଯିଏ କି ତୁ ଖରା ମୁଁ ଛାଇ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦମଦାର ଆକ୍ଟିଙ୍ଗ କରୁଥିବାର ଆପଣମାନେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ମାନିନୀ ଏଗ୍ରିକଲଚର ସାଇନ୍ସର ସେକେଣ୍ଡ ଇୟର ଛାତ୍ରୀ ଅଟନ୍ତି |

ଏହି ଲିଷ୍ଟର ପଞ୍ଚମରେ ଆସୁଛନ୍ତି ଖୁସିର ଛୁଙ୍କ ସିରିଏଲର ମୁଖ୍ୟ ଅଭିନେତ୍ରୀ ଖୁସି ତେବେ ଖୁସିଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ |

ଏହି ଲିଷ୍ଟର ଷଷ୍ଠରେ ଆସୁଛନ୍ତି ସାଥୀର ସିରିଏଲର ମୁଖ୍ୟ ଅଭିନେତ୍ରୀ ଧାରା ତେବେ ଧାରା ପ୍ଲସ ଥ୍ରୀ ଫାଇନାଲ ଇୟର ଛାତ୍ରୀ ଅଟନ୍ତି |

Leave a Reply

Your email address will not be published. Required fields are marked *