ନାମର ପ୍ରଥମ ଅକ୍ଷର B ଥିଲେ ଥରେ ନିଶ୍ଚୟ ଦେଖନ୍ତୁ ,ଆପଣ କେତେ ଅଧିକ ଧନୀ ,ଚତୁର ,ଶିକ୍ଷିତ ଏବଂ ଆପଣଙ୍କ ବିଷୟରେ କିଛି ରହସ୍ୟ

ନମସ୍କାର ବନ୍ଧୁଗଣ ଆଜି ଆମେ ସେହି ଝିଅ ଓ ପୁଅଙ୍କ ସ୍ଵଭାବ ବିଷୟରେ ଜାଣିବା ଯାହାଙ୍କର ନାମ ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଥାଏ। ସମସ୍ତଙ୍କ ଜୀବନରେ ପ୍ରାୟତଃ ତାଙ୍କର ନାମରେ ମହତ୍ତ୍ଵ ଅଧିକ ରହିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପ୍ରଥମ ଅକ୍ଷର ତାଙ୍କ ଜୀବନରେ ବୋହୁତ ପ୍ରଭାବ ପକାଇଥାଏ ନାମରେ ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ଵଭାବ ବିଷୟରେ ବୋହୁତ କିଛି ଜଣା ପଡ଼ିଥାଏ। ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ନିଜର ଭାଗ୍ୟ ଜାଣିବାକୁ ଚାହିଁଥାନ୍ତି ଏବଂ ଏହା ମଧ୍ୟ ସତ୍ୟ ଯେ ନିଜ ନାମର ପ୍ରଥମ ଅକ୍ଷରରୁ ସମସ୍ତେ ନିଜ ବିଷୟରେ ଜାଣିପାରିବେ।

ଦର୍ଶକ ବନ୍ଧୁ ଯାହାଙ୍କର ନାମ ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବୋହୁତ ସୁନ୍ଦର ହୋଇଥାନ୍ତି ଏମାନଙ୍କ ଆଖି ମୁନିଆଁ ହୋଇଥାଏ। ଏମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି। B ନାମଧାରୀ ବ୍ୟକ୍ତି କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ରହିନଥାନ୍ତି ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ ଲାଗିଥାଏ ଏମାନେ ନିଜ ରାସ୍ତା ନିଜେ ହିଁ ତିଆରି କରନ୍ତି ଏମାନେ କୌଣସି ବ୍ୟକ୍ତିଙ୍କୁ ସହଜରେ ବିଶ୍ୱାସ କରନ୍ତି ନାହିଁ ଏଥିପାଇଁ ଏମାନଙ୍କ ସାଙ୍ଗମାନଙ୍କ ସଂଖ୍ୟା ବି ବୋହୁତ କମ୍ ରହିଥାଏ। ଏମାନେ ବୋହୁତ କମ୍ ଲୋକଙ୍କ ଉପରେ ବିଶ୍ୱାସ କରିଥାନ୍ତି ଓ ଯାହାଙ୍କୁ ଏମାନେ ବିଶ୍ୱାସ କରିଥାନ୍ତି ସେମାନଙ୍କ ସେଥିରେ ହିଁ ସାଙ୍ଗସାଥୀ ହୋଇଥାନ୍ତି।

B ଅକ୍ଷରରୁ ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତି ସୋନ୍ଦର୍ଯ୍ୟ ପ୍ରତି ଆକର୍ଷିତ ରହିଥାନ୍ତି ଏମାନଙ୍କୁ ପ୍ରକୃତି ସହିତ ରହିବାକୁ ଖୁବ୍ ଭଲ ଲାଗିଥାଏ ଏଥିପାଇଁ ଏହି ଲୋକମାନଙ୍କୁ ଏପରି ଜାଗା ବୁଲିବାକୁ ପସନ୍ଦ ଲାଗିଥାଏ ଯେଉଁଠାରେ ପ୍ରାକୃତିକ ପରିବେଶ ବୋହୁତ ସୁନ୍ଦର ହୋଇଥାଏ। ଏମାନେ ନିଜ ବିଚାରକୁ ସର୍ବଦା ନିଜ ଭିତରେ ହିଁ ସିକ୍ରେଟ୍ କରି ରଖିଥାନ୍ତି ତାହା ସହିତ ଏମାନେ ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରିଥାନ୍ତି। B ଅକ୍ଷରରୁ ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତିମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି କିନ୍ତୁ ଯେବେ ଏମାନଙ୍କୁ କ୍ରୋଧ ଆସିଥାଏ ତେବେ ଏମାନେ କାହାର କଥା ଶୁଣନ୍ତି ନାହିଁ।

ଏମାନେ ନିଜ କ୍ୟାରିୟରକୁ ନେଇ ବୋହୁତ ଚିନ୍ତା କରିଥାନ୍ତି ପରନ୍ତୁ ତାକୁ ପୂରଣ କରିବାକୁ ପ୍ରାୟତଃ ପଛରେ ରହିଯାଇଥାନ୍ତି। ଏପରି ଲୋକ ନିଜର ପ୍ରତ୍ୟେକ କାର୍ଯ୍ୟ ଚୁପ୍ ଚାପ୍ ହିଁ କରିଥାନ୍ତି ନିଜ କାମ କାହାକୁ ଜାଣିବାକୁ ଦିଅନ୍ତି ନାହିଁ ଓ ଏମାନଙ୍କର ଏହି ଗୁଣ ଏମାନଙ୍କୁ ସଫଳତା ଆଡ଼କୁ ନେଇଥାଏ। ଏପରି ଲୋକମାନେ ବୋହୁତ ଅଧିକ ଭାବୁକ ସ୍ୱଭାବର ହୋଇଥାନ୍ତି ଏଥିପାଇଁ ଏମାନେ ଶୀଘ୍ର ହିଁ ଭଲପାଇ ବସନ୍ତି କିନ୍ତୁ ଭଲ ପାଇବା ପୂର୍ବରୁ ଏମାନେ ନିଜ ସାଥିର ସମସ୍ତ ସ୍ଵଭାବ ଓ ଅଭ୍ୟାସକୁ ଭଲ ଭାବରେ ପରୀକ୍ଷା କରିଥାନ୍ତି। ଏମାନେ ସମ୍ପର୍କକୁ ବୋହୁତ ଗୁରୁତ୍ଵ ଦେଇଥାନ୍ତି ଏଥିପାଇଁ ଏମାନେ ଜଣଙ୍କୁ ହିଁ ଭଲ ପାଇଥାନ୍ତି ଓ ତାଙ୍କୁ ଜୀବନସାଥି ରୂପରେ ପାଇବା ପାଇଁ ଇଚ୍ଛା ରଖିଥାନ୍ତି। ଭଲ ପାଇବା କ୍ଷେତ୍ରରେ ଏମାନେ ଉଚ୍ଚକୋଟିର ହୋଇଥାନ୍ତି କିନ୍ତୁ ଭଲ ପାଇବାର ଧୋକା ମଧ୍ୟ ଅଧିକ ପାଇଥାନ୍ତି।

Leave a Reply

Your email address will not be published. Required fields are marked *