Health : ଥରକରେ ଦାନ୍ତରେ କଷ୍ଟ ଏବଂ ପୋକ ବାହାର କରିବାର ଚମତ୍କାରୀ ଉପାୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାହା ଆପଣଙ୍କ ଦାନ୍ତ ଜନିତ ସମସ୍ତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ ଓ ରତିକ ଭିତରେ ଆପଣଙ୍କ ଦାନ୍ତରେ ଥିବା ପୋକକୁ ବାହାର କରିଦେବ । ବନ୍ଧୁଗଣ ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ୮ ରୁ ୧୦ଟି ଲବଙ୍ଗ ଆବଶ୍ୟକ |

ଏହା ପରେ ଆପଣଙ୍କୁ ଆବଶ୍ୟକ ସୋରିଷ ତେଲ ଏଥି ପାଇଁ ଆପଣ ଅଳ୍ପ ମାତ୍ରାରେ ସୋରିଷ ତେଲ ନିଅନ୍ତୁ ଶେଷରେ ଆପଣ ଏକ ଫିତିକିରିକୁ ଛେଚି ଗୁଣ୍ଡ କରି ଦିଅନ୍ତୁ ଏବେ ଆପଣ ପ୍ରଥମେ ସୋରିଷ ତେଲରେ ଫିତିକିରି ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ଏହା ପରେ ଆପଣ ଲବଙ୍ଗ ଗୁଡ଼ିକୁ ଗୁଣ୍ଡ କରି ସେହି ମିଶ୍ରଣ ମଧ୍ୟରେ ପକାଇ ଦିଅନ୍ତୁ |

ଏବେ ଆପଣ ଏହାକୁ ୨ ମିନିଟ୍ ପାଇଁ ଗ୍ୟାସ୍ ରେ ଗରମ୍ କରିଦିଅନ୍ତୁ ଏହା ପରେ ଆପଣ ଏହାକୁ ଥଣ୍ଡା କରି ଆପଣଙ୍କ ପୋକ ଲାଗୁଥିବ ଦାନ୍ତରେ ପ୍ରୟୋଗ କରି ପାରିବେ ଯାହା ଫଳରେ ଆପଣଙ୍କ ଦାନ୍ତରେ ଥିବା ପୋକ ଏକ ରାତ୍ରୀରେ ବାହାରି ଯିବ ଓ ଆପଣଙ୍କ ଦାନ୍ତ ପରିଷ୍କାର ହୋଇଯିବ ।

Leave a Reply

Your email address will not be published. Required fields are marked *