ଭୂତମାନେ ଗୋଟିଏ ରାତିରେ ତିଆରି କରିଥିଲେ ମନ୍ଦିର,ପ୍ରକୃତ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଦର୍ଶକ ବନ୍ଧୁ ଆପଣମାନେ ମନ୍ଦିର ତ ବହୁତ୍ ଦେଖି ଥିବେ ହେଲେ କଣ ଆପଣ ଏପରି ଏକ ମନ୍ଦିର ଦେଖି ଛନ୍ତି ଯାହାକୁ ଲୋକମାନେ ନୁହଁ କିନ୍ତୁ ଭୂତ ପିଶାଚ ମାନେ ତୋଳିଛନ୍ତି ଦର୍ଶକ ବନ୍ଧୁ ଆଜି ପର୍ଯ୍ୟନ୍ତ ଜଣା ପଡିଲା ନାହିଁ ଯେ ଏତେ ବିଶାଳ ମନ୍ଦିର ଗୋଟେ ରାତିରେ କିପରି ତୋଳା ହୋଇ ପାରିଲା । ହଁ ଦର୍ଶକ ବନ୍ଧୁ ଏହି ମନ୍ଦିରଟି ଅକହା ପାଖରେ ଥିବା ସବୁ ଛୋଟ ଛୋଟ ମନ୍ଦିର ନଷ୍ଟ ହୋଇ ଯାଇଛି ହେଲେ ଏହି ବିଶାଳ ମନ୍ଦିର ଟି ଛିଡା ହୋଇ ରହିଛି |

ଏହି ମନ୍ଦିରଟି ମଧ୍ୟପ୍ରଦେଶରେ ଅବସ୍ତିତ ଯାହାର ନାମ ହେଉଛି କକାନ ମଠ ମନ୍ଦିର ଏହି ମନ୍ଦିରଟି ଭାରତର ସବୁଠାରୁ ରହସ୍ୟମୟ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଓ ଏହି ସତନକୁ ବୈଜ୍ଞାନିକ ମାନେ ଯିବାକୁ ମଧ୍ୟ ଭୟ କରିଥାନ୍ତି ହେଲେ ଏତେ ବାତ୍ୟା ଝଡ଼ ହେବା ସତ୍ତ୍ୱେ ଏହି ମନ୍ଦିରଟିର ବିଶେଷ କିଛି କ୍ଷତି ହୋଇ ନାହିଁ |

ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ଏହି ମନ୍ଦିରଟି ଯେଉଁ ପଥରରେ ନିର୍ମିତ ସେ ଭଳି ପଥର ମଧ୍ୟପ୍ରଦେଶ କି ତାର ଆଖ ପାଖ ଅଞ୍ଚଳରେ ନାହିଁ ଏହି ମନ୍ଦିରକୁ କୌଣସି କଣ୍ଟା , ଅଠା କିମ୍ବା ସିମେଣ୍ଟ ପ୍ରୟୋଗ ନକରି ପ୍ରସ୍ତୁତ କାର ଯାଇଛି ଓ ସୁନ୍ୟରେ ହିଁ ଏହି ମନ୍ଦିରଟି ସନ୍ତୁଳନ ରକ୍ଷା କରି ହଜାର ହଜାର ବର୍ଷ ଧରି ଠିଆ ହୋଇ ରହିଛି ।

ଲୋକ ମାନ୍ୟତା ରହିଛି ଯେ କିଛି ଅଦୃଶ୍ୟ ଶକ୍ତି ବା ଭୂତ ମାନେ ଏହି ମନ୍ଦିରଟିକୁ ଏକ ରାତି ମଧ୍ୟରେ ପ୍ରସ୍ତୁତ କରିଥିଲେ ମାତ୍ର ସକଳ ହୋଇଯିବାରୁ ମନ୍ଦିର କାମ ଶେଷ ନକରି ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମନ୍ଦିରର ଗର୍ଭଗୃହ ରେ ଏକ ଶିବଲିଙ୍ଗ ସତପିତ ହୋଇଥିଲା ଯାହା ଆଜିଯାଏଁ ସୁରକ୍ଷିତ ଅଛି ।

Leave a Reply

Your email address will not be published. Required fields are marked *