Anuchinta :ଯଦି କୁକୁର ଗାଡ଼ି ଉପରେ ଗୋଡ଼ ଉଠାଇ ମୂତ୍ର ତ୍ୟାଗ କଲେ ଏହା କେଉଁ ସଂକେତ ମିଳିଥାଏ ,ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ ଓ ଧନର ଅଭାବ ଅସୁବିଧା ହେବାକୁ ଦେବ ନାହିଁ ।

୧. ଯଦି ଘର ପାଖରେ ବିଲେଇ ଉଚ୍ଚ ସ୍ବରରେ କାନ୍ଦିବାର ଶୁଣାଯାଏ ତେବେ ଅଶୁଭ ହୋଇଥାଏ ଏବଂ ଆଗାମୀ ଦିନରେ କୌଣସି ଦୁଃଖଦାୟକ ଘଟଣା ଘଟିବାର ସଙ୍କେତ ହୋଇଥାଏ ।

୨. ଯଦି ଘରେ ଠାକୁରଙ୍କ ଆରତି କରିବା ସମୟରେ ଅଚାନକ ବିନା କାରଣରେ ଆରତି ଲିଭିଯାଏ ତେବେ ଅଶୁଭ ହୋଇଥାଏ ଏବଂ ଆଗାମୀ Iମୀ ଦିନରେ ଖର ଖରାପ୍ ସମୟ ଆଗମନ ହେବାର ସଙ୍କେତ ହୋଇଥାଏ ।

୩. ଯଦି ଘରେ କାଚ ଜିନିଷ ବାରମ୍ବାର ଭାଙ୍ଗେ ତେବେ ଅଶୁଭ ହୋଇଥାଏ ଏବଂ ଘରେ କୌଣସି ଦୁଃଖଦାୟକ ଘଟଣା ଘଟିବା ସହିତ ପରିବାର ଲୋକଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେବାର ସଙ୍କେତ ହୋଇଥାଏ ।

୪. ଯଦି ଆ ଆପଣଙ୍କ କୌଣସି ସୁନା ଜିନିଷ ହଜିଯାଏ ଏବଂ ଯେତେ ଖୋଜିଲା ପରେବି ମିଳିନଥାଏ ତେବେ ଅଶୁଭ ହୋଇଥାଏ ତାସହିତ ଆଗାମୀ ଦିନରେ କୌଣସି ଆର୍ଥିକ ସମସ୍ୟା ଦେଖାଦେବାର ସଙ୍କେତ ହୋଇଥାଏ ।

୫. ଯଦି ଘରକୁ କୌଣସି ଦିନ ତେମେଣି ଚଡେଇ ପ୍ରବେଶ ବଶକରେ କିମ୍ବା କୌଣ ଲୋକଙ୍କ ମୁଣ୍ଡଉପ ଉପରେ ବୁଲିଯାଏ ତେବେ ଅଶୁଭ ହୋଇଥାଏ ଏବଂ ଆଗାମୀ ଦିନରେ କୌଣସି ବଡ଼ ସମସ୍ୟା ଦେଖାଦେବାର ସଙ୍କେତ ହୋଇଥାଏ ।

୬. ଯଦି ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ଶୁଖୁଯାଏ କିମ୍ବା ଝାଉଁଳିଯାଏ ତେବେ ଅଶୁଭ ହୋଇଥାଏ ଏବଂ ଅତିନିକଟରେ ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ ।

୭. ଘରେ ଲାଗିଥିବା ତୁଳସୀ ତୁଳସୀ ଗଛରେ ଯଦି ତୁଳସୀ ମଞ୍ଜି ଶୁଖୁଯ ମଞ୍ଜି ଶୁଖୂଯାଏ ତେବେ ତୁରନ୍ଧ ଗଛରୁ ତାହା ଅଲଗା କରିଦେବା ଉଚିତ୍ ଏହା ଶୁଭପ୍ରଦ ହୋଇଥାଏ ନଚେତ୍ ଘରର ମୁଖ୍ୟଲୋକଙ୍କ ଉପରେ କରଜ ଭାର ବୃଦ୍ଧି ହୋଇଥାଏ ।

୮. ଯଦି ଘରେ ଲାଗିଥିବା ତୁଳସୀ ଗଛର ପତ୍ର ହଳଦିଆ ପଡ଼ିଯାଏ ତେବେ ଅଶୁଭ ସଙ୍କେତ ହୋଇଥାଏ ଏବଂ ପରିବାରରେ କୌଣସି ସଦସ୍ୟ ଅଚାନକ ଗମ୍ଭୀର ଭାବେ ରୋଗଗ୍ରସ୍ଥ ହେବାର ସଙ୍କେତ ଦେଇଥାଏ ।

୯. ଯଦି ଘରେ ତୁଳସୀ ଗଛ ଯେତେ ଲଗାଇଲେବି ବାରମ୍ବାର ଶୁଖ୍ଯାଉଥାଏ ତେବେ ଏହା ଘରେ ପିତୃଦୋଷ ରହିଥ‌ିବାର ସଙ୍କେତ ହୋଇଥାଏ ତେବେ ଅଭାବ ଗ୍ରସ୍ତ ଲୋକଙ୍କୁ କୌଣସି ଜିନିଷ ଦାନକରିବା ଦ୍ବାରା ଶୁଭପ୍ରଦ ହୋଇଥାଏ ।

୧୦. ଯଦି କୁକୁର ଆପଣଙ୍କ ଗାଡ଼ି ଉପରେ ମୂତ୍ର ତ୍ୟାଗ କରେ ତାହେଲେ ଆପଣଙ୍କ ଜୀବନରେ କୌଣସି ଖରାପ ସମୟ ଆଗମନକୁ ଦର୍ଶାଇ ଥାଏ ।

Leave a Reply

Your email address will not be published. Required fields are marked *