ଜି ସାର୍ଥକରେ ଅଭିନୟ କରୁଥିବା ହିରୋ ମାନଙ୍କ ପ୍ରକୃତ ସ୍ତ୍ରୀ (wife) ଙ୍କୁ ଆପଣମାନେ କେବେ ଦେଖିନଥିବେ ,ସବୁଠୁ ବେଶୀ ସୁନ୍ଦରୀ ଏହି ହିରୋଙ୍କ ସ୍ତ୍ରୀ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକ ନିଶ୍ଚିୟ ଦେଖୁଥିବେ ଏବଂ ଏହି ସବୁ ସିରିଏଲ ମାନଙ୍କରେ ହିରୋ ଭୂମିକାରେ ଦମଦାର ଆକ୍ଟିଙ୍ଗ କରୁଥିବା ସବୁ କଳାକାର ମାନଙ୍କୁ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଏମାନଙ୍କ ରିଏଲ ଲାଇଫ ପାର୍ଟନରଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ନମ୍ବର 1 ଏହି ଲିଷ୍ଟର ପ୍ରଥମେ ଆସୁଛନ୍ତି ଶ୍ରୀଜିତ ମହାପାତ୍ର ଯିଏ କି ତୁ ମୋ ସାଥିରେ ସିରିଏଲରେ ଲିଡ ହିରୋ ଅମ୍ବର ଭୂମିକାରେ ନଜର ଆସୁଛନ୍ତି ତେବେ ଶ୍ରୀଜିତ ମହାପାତ୍ର ରିଏଲ ଲାଇଫରେ ବିବାହ କରି ସାରିଛନ୍ତି ଏବଂ ଇଏ ହେଉଛନ୍ତି ଶ୍ରୀଜିତଙ୍କ ସ୍ତ୍ରୀ ଯାହାଙ୍କ ପ୍ରକୃତ ନାଁ ହେଉଛି ନିହାରିକା ଦାସ |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ଲୋକପ୍ରିୟ ଅଭିନେତା ଜ୍ୟୋତି ପ୍ରକାଶ ତେବେ ଜ୍ୟୋତିଙ୍କ ଦମଦାର ଆକ୍ଟିଙ୍ଗ ଆପଣମାନେ ସନ୍ଧ୍ୟା ରାଗିଣୀ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଉଥିବେ ତେବେ ଜ୍ୟୋତି ପ୍ରକାଶ ରିଏଲ ଲାଇଫରେ ସିଙ୍ଗଲ ଅଛନ୍ତି |

ଏହା ପରେ ତୃତୀୟରେ ଆସୁଛନ୍ତି ଶ୍ରୀ ସିରିଏଲର ମୁଖ୍ୟ ଅଭିନେତା ରାଜ ଏବଂ ତାଙ୍କ ପ୍ରକୃତ ନାଁ ହେଉଛି ହରିହର ଦାସ ତାଙ୍କ ଆକ୍ଟିଙ୍ଗ ମଧ୍ୟ ଆପଣମାନେ ନିଶ୍ଚୟ ଦେଖିବାକୁ ପାଉଥିବେ ତେବେ ଇଏ ହେଉଛନ୍ତି ତାଙ୍କ ସ୍ତ୍ରୀ |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଲୋକପ୍ରିୟ ଧାରାବାହିକ ସୁନା ଝିଅ ସିରିଏଲର ମୁଖ୍ୟ ହିରୋ ବିଷ୍ନୁ ବା ମାନସ ମହାପାତ୍ର ମାନସ ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ସେ କାହାକୁ ଡେଟ କରୁ ନାହାଁନ୍ତି |

ଏହା ପରେ ପଞ୍ଚମରେ ଆସୁଛନ୍ତି ଆପଣ ମାନଙ୍କ ଅତିପ୍ରିୟ ହିରୋ ଏଜେ ତେବେ ଏଜେଙ୍କର ଦମଦାର ଆକ୍ଟିଙ୍ଗ ଆପଣମାନେ ତୁ ଖରା ମୁଁ ଛାଇ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଉଥିବେ |ତେବେ ଇଏ ହେଉଛନ୍ତି ଏଜେଙ୍କର ଗାର୍ଲ ଫ୍ରେଣ୍ଡ ଯାହାଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା |

ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ମଧୁର ସଂସାର ସିରିଏଲର ମୁଖ୍ୟ ହିରୋ ମାନସ ଏବଂ ତାଙ୍କ ପ୍ରକୃତ ନାମ ହେଉଛି ନିଲ ପଣ୍ଡା ତେବେ ନିଲ ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ସେ କାହାକୁ ମଧ୍ୟ ଡେଟ କରୁ ନାହାଁନ୍ତି |

Leave a Reply

Your email address will not be published. Required fields are marked *