ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଏହି ଦିନ ସରିବ ମୂଲ୍ୟାଙ୍କନ ପ୍ରକ୍ରିୟା ,Student ମାନେ ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଏକ ବହୁତ୍ ବଡ଼ ଖବର ଯାହାକି +2 ଫଳ ପ୍ରକାଶକୁ ନେଇ ଆସିଛି , କଣ ସେହି ବଡ଼ ଖବର ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବେ। ଦର୍ଶକ ବନ୍ଧୁ ଆଜି ସମ୍ପୂର୍ଣ୍ଣ ଭାବରେ ଶେଷ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ମୁଖ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟ ଖାତାର ମୂଲ୍ୟାଙ୍କନ ପ୍ରକ୍ରିୟା |

ଆଜି ଶେଷ ହେବାକୁ ଯାଉଛି ଖାତା ଦେଖିବାକୁ ମୋଟ ୬୦୦୯ ଶିକ୍ଷକ ନିଓଜୀତ ହୋଇଥିଲେ ଅନଲାଇନରେ ୨୮୦୦ ଶିକ୍ଷକ ଖାତା ଦେଖୁଥିବା ବେଳେ ଅଫ୍ ଲାଇନରେ ୩୨୦୯ ଖାତା ଦେଖୁଛନ୍ତି ସେପଟେ ଆସନ୍ତା ୪ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ |

ଏଥିରେ ପ୍ରାୟ ୪୦୦୦ ଶିକ୍ଷକ ଖାତା ଦେଖିବା ପାଇଁ ମଧ୍ୟ ନୀଓଜିତ ହେବେ । ଆଜି ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଶେଷ ହୋଇଥିବ ବେଳେ ଆସନ୍ତା ୪ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହୋଇ ଚଳିତ ବର୍ଷ ୩୦୦୦୦୦ ପିଲା ପରୀକ୍ଷା ଦେଇଥାଏ |

ବେଳେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନଲାଇନ ଓ କଳା ଓ ଧନ୍ଦା ବିଭାଗର ଖାତା ଅଫଲାଇନ୍ ମାଧ୍ୟମରେ ଦେଖାଯିବ ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାଙ୍କନ ଶେଷ ହେବା ନେଇ ବୋର୍ଡ ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *