Anuchinta:ସ୍ବାମୀ ସ୍ତ୍ରୀ ନିଜ ଘରେ ଏହି ଦିଗରେ ଭୁଲରେ ବି ଦର୍ପଣ ଲଗାନ୍ତୁ ନାହିଁ ନଚେତ୍ ସ୍ୱାମୀର ହେବ ମୃ-ତ୍ୟୁ,ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ସ୍ବାମୀ – ସ୍ତ୍ରୀ ନିଜ ରୂମରେ ପୂର୍ବ ଦିଗରେ ଭୁଲରେ ବି ଦର୍ପଣ ଲଗାନ୍ତୁ ନାହିଁ,ସବୁବେଳେ ଲାଗିରହିବ ଝ-ଗଡା ଆଜିର ଭିଡିଓରେ ଆମେ ଆପଣମାନଙ୍କୁ କହିବୁ ସ୍ବାମୀ ସ୍ତ୍ରୀ ନିଜ ରୁମରେ ଏହି ଦିଗରେ ଲଗାନ୍ତୁ ନାହିଁ ଦର୍ପଣ ଝ-ଗଢା ଲାଗି ରହିବ ।

୨. ଛିଡ଼ା ହୋଇ କେବେବି ପରିସ୍ରା କରିବା ଉଚିତ୍ ନୁହେଁ ଏହା ଦ୍ବାରା ଅଣ୍ଡକୋଷ ଉପରେ ପ୍ରଭାବ ପଡିଥାଏ ।

୩. ସକାଳୁ ଉଠିଲା ପରେ ସର୍ବପ୍ରଥମେ ନିଜ ଦୁଇ ହାତ ପାପୁଲିକୁ ଚାହିଁବା ଉଚିତ୍ ଏହା ଶୁଭ ହୋଇଥାଏ ଏବଂ ମଙ୍ଗଳକାରୀ ହୋଇଥାଏ ।

୪. ମହିଳା ମାନେ ସକାଳୁ ଡେରିରେ ଉଠିବା ଉଚିତ୍ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

୫. ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠାଖାଦ୍ୟଖାଇବା ଉଚିତ୍ ଏହାଦ୍ବାରା ଦାମ୍ପତ୍ୟ ଜୀବନ। ସୁଖମୟ ହୋଇଥାଏ ।

୬. ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଏବଂ ବେଡ଼ରୁମ୍ ଭଲଭାବେ ସଫାକରିବା ଉଚିତ୍ ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂରହୋଇଥାଏ ।

୭. ସ୍ତ୍ରୀଲୋକ ମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳା ମାନେ ଶିବଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେ ।

୮. ମହିଳାମାନେ କେବେବି ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତୁ ନାହିଁ ଏହାଦ୍ବାରା ଦାରିଦ୍ର୍ୟତା ଆସେ ।

୯. ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୧୦. ମହିଳାମାନେ କେବେବି ସନ୍ଧ୍ୟା ପୂଜା ସମୟରେ କାହାରିକୁ ଥଟ୍ଟା କିମ୍ବା ଅପମାନିତ କରନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

Leave a Reply

Your email address will not be published. Required fields are marked *