Health : ଦିନକୁ କେବଳ ଦୁଇ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳିଜିବ ,ଥରେ ନିଶ୍ଚୟ କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣ ଯଦି କାଶ ଏବଂ କଫ ଭଳି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣ ତିନି ଦିନ ଏହାର ସେବନ କରି ଦେଖନ୍ତୁ ଯଦି କଫ ଆପଣଙ୍କ ଛାତି ବା ଗଳାରେ ଜମି ଯାଇଛି ତେବେ ତାହା ସମ୍ପୂର୍ଣ୍ଣ ବାହାରିଯିବ |ଥଣ୍ଡା ଆଲର୍ଜି ଏବଂ ବଦଳୁ ଥିବା ଋତୁ କାରଣରୁ ଆମ ଛାତିରେ କଫ ଜମି ଯାଇଥାଏ ଯଦି ଆପଣଙ୍କ ଛାତିରେ କଫ ଜମିକି ରୁହେ ତେବେ ଆପଣ ବାରମ୍ବାର ରୋଗରେ ପଡ଼ି ଥାଆନ୍ତି |ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଛାତିରେ କଫ ବାହାରି ଯାଉ ଏବଂ ଛାତିରେ କେବେ କଫ ଜାକି ନରହୁ ତେବେ ମୁଁ ଆଜି ଆପଣଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ଉପଚାର ସେୟାର କରିବି ସେଥିପାଇଁ ବିଷୟଟିକୁ ନିହାତି ଭାବରେ ଶେଷ ଯାଏ ଦେଖନ୍ତୁ |

ଆଜିର ଏହି ରିମେଡୀ ବନାଇବା ପାଇଁ କିଛି ତୁଳସୀ ପତ୍ର ନେଇଅଛି ଏବଂ ଅଳ୍ପ ଅଦାର ପ୍ରୟୋଗ କରନ୍ତୁ ଏଥିପାଇଁ ଆଜିର ଏହି ରିମେଡୀର ଯେଉଁ ସବୁ ସାମଗ୍ରୀର ପ୍ରୟୋଗ ହେବ ତାହା ଆପଣଙ୍କ ରୋଷେଇ ଘରୁ ବହୁତ ସହଜରୁ ମିଳିଯିବ |ଯେପରି ଆମେ ଆପଣଙ୍କୁ ଏହା ବନାଇ ଦେଖାଇବି ଠିକ ଆପଣ ଏହାକୁ ବନାଇ ସେବନ କରି ଦେଖନ୍ତୁ ବହୁ ବର୍ଷର ପୁରୁଣା କଫ ଆପଣଙ୍କ ଶରୀରରୁ ବାହାରିଯିବ ଆପଣଙ୍କୁ ରିଲାକ୍ସ ମିଳିବ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ |ଏକ ପାତ୍ର ଗ୍ୟାସରେ ବସାଇ ଦୁଇ କପ ପାଣି ଢାଳନ୍ତୁ ଦୁଇ କପରୁ ଅଧିକ ପାଣି ନିଅନ୍ତୁ ନାହିଁ ଆପଣ ପ୍ରଥମ ସାମଗ୍ରୀର ପ୍ରୟୋଗ କରିବେ ତାହା ହେଉଛି ଅଦା ଏହା ଆପଣଙ୍କ ରୋଷେଇ ଘରୁ ବହୁତ ସହଜରୁ ମିଳିଯିବ |

ଏକ ଇଞ୍ଚରୁ ଟିକେ କମ ଅଦା ନିଅନ୍ତୁ ଏହାକୁ ଛୋଟ ଛୋଟ କରି କାଟି ଏଥିରେ ପକାଇ ଦିଅନ୍ତୁ |ଏବେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ତୁଳସୀ ପତ୍ର ଆପଣ ଏଥିରେ ଚାରିରୁ ପାଞ୍ଚୋଟି ତୁଳସୀ ପତ୍ର ପକାନ୍ତୁ |ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକ ତାହା ହେଉଛି ଲବଙ୍ଗ କେବଳ ଗୋଟିଏ ଲବଙ୍ଗ ଆପଣ ଏଥିରେ ପ୍ରୟୋଗ କରନ୍ତୁ ଲବଙ୍ଗରେ ଫୁଲ ଥିବା ଆବଶ୍ୟକ ବିନା ଫୁଲ ଵାଲା ଲବଙ୍ଗ ଆପଣ ଏଥିରେ ପ୍ରୟୋଗ କରନ୍ତୁ ନାହିଁ |ଏବେ ଆପଣ ଫୁଟୁଥିବା ପାଣିରେ ଗୋଟିଏ କିମ୍ବା ଦୁଇଟି ଗୋଲମରିଚ ପକାଇ ଦିଅନ୍ତୁ |

ଏହା ଆପଣଙ୍କ କଫ କାଢ଼ି ଦେବ ଆପଣଙ୍କ ପେଟ ଗରମ ହେବାକୁ ଦେବ ନାହିଁ ଏହା ଆପଣଙ୍କ ଇମ୍ୟୁନିଟିକୁ ଶକ୍ତିଶାଳୀ କରିଦେବ |ଆପଣ ଏହି ରିମେଡୀରେ ଏକ ତେଜ ପତ୍ରର ପ୍ରୟୋଗ କରନ୍ତୁ ଯଦି କେବଳ ଥଣ୍ଡା କାଶ ଅଛି ତେବେ ତେଜ ପତ୍ରର ହିଁ ଚମତ୍କାରୀ ଜିନିଷ ଅଟେ |ଏହାକୁ ଆପଣ ଲୋ ଫ୍ଲେମରେ ପକାନ୍ତୁ |ଦୁଇ କପ ପାଣି ନେଇଥିଲେ ଏକ କପ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ |

ତା ପରେ ପାଣି ଫୁଟି ଫୁଟି ଅଧା ହୋଇଗଲା ଏବେ ଆପଣ ଏହାକୁ ଏକ କପରେ ଛାଣି ନିଅନ୍ତୁ ଅଳ୍ପ ଉଷୁମ ଥିବା ବେଳେ ଆପଣ ଏହାର ସେବନ କରନ୍ତୁ |ଆପଣ ଚାହିଁଲେ ଏଥିରେ ଏକ ଚାମଚ ମହୁ ମିଶାଇ ଏହା ଆପଣଙ୍କ କଫ ତରଳିବାରେ ସାହାଯ୍ୟ କରିପାରିବ |ସକାଳୁ ଯେମିତି ଆପଣ ଚାହା ପିଅନ୍ତି ଠିକ ସେହିଭଳି ଆପଣ ଏହାକୁ ସେବନ କରିପାରିବେ ଦେଖିବେ ଯେତେ କଫ ଜମିଥିବ ତାହା ସବୁ ବାହାରିଯିବ |

Leave a Reply

Your email address will not be published. Required fields are marked *