ଏବେ ଏବେ ସରକାର କଲେ ବଡ଼ ଘୋଷଣା ଚାଷୀ ଭାଇ ମାନଙ୍କୁ ମିଳିବ କିଷାନ ଯୋଜନାର 17 ତମ କିସ୍ତିର ଟଙ୍କା ,ଏହି ଦିନ ମିଳିବି ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପିଏମ କିଷାନ ଯୋଜନା ଟଙ୍କା ନେଇ ଆସିଲା ବହୁତ ବଡ଼ ଖୁସି ଖବର ଯାହାକି ଚାଷୀ ମାନଙ୍କୁ ମିଳିବାକୁ ଯାଉଅଛି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଆଉ ଏକ କିସ୍ତି 2,000 ଟଙ୍କା କେବେ ମିଳିବ କଣ ଆସିଛି ଅପଡେଟ ସମ୍ପୂର୍ଣ୍ଣ ଖବର ଆମେ ଆପଣଙ୍କୁ ଆଜି ଜଣାଇ ଦେବୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର 2018 ଡିସେମ୍ବର 1 ରେ ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନାର ଆରମ୍ଭ କରିଥିଲେ |

ଯେଉଁଥିରେ ପ୍ରତି ଚାରି ମାସରେ ଚାଷୀ ମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ ଜମା କରନ୍ତି |ଏହା ଦ୍ୱାରା ଚାଷୀଙ୍କ ଆର୍ଥକ ସମସ୍ୟା ପାଇଁ କିଛି ମାତ୍ରାରେ ଦୂର ହୋଇଥାଏ |ଏହା ମଧ୍ୟରେ ବହୁତ ଜଲ୍ଦି କିଷାନ ଯୋଜନାର 17 ତମ କିସ୍ତି ଟଙ୍କା ଆସିବାକୁ ଯାଉଛି |କେନ୍ଦ୍ର ସରକାରଙ୍କ ବାର୍ଷିକ ପ୍ରାୟ ସାତ କୋଟି କୋଡ଼ିଏ ଲକ୍ଷ ଟଙ୍କା ବଜେଟ ପ୍ରସ୍ତୁତ କରିଛନ୍ତି |

ବହୁତ ଜଲ୍ଦି କିଷାନ ଯୋଜନାର 17 ତମ କିସ୍ତି ଟଙ୍କା ଆସିବାକୁ ଯାଉଅଛି |ଯେଉଁ ଚାଷୀ ଭାଇ ମାନେ 17 ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଏହି ଖବର ସେମାନଙ୍କୁ ଖୁସି କରାଇପାରେ କିନ୍ତୁ ଏମିତି ଅନେକ ଚାଷୀ ଅଛନ୍ତି ଯେଉଁ ମାନେ ଏହି ଲାଭରୁ ବଞ୍ଚିତ ହୋଇ ପାରୁଛନ୍ତି |ଯାହାକି ବର୍ତ୍ତମାନ ସୂଚନା ମିଳୁଛି ଏହି ଏପ୍ରିଲ ମାସ ଶେଷ ସପ୍ତାହ |

ନଚେତ ମେ ମାସର ପ୍ରଥମ ସପ୍ତାହରେ କିଷାନ ଯୋଜନାର ଟଙ୍କା ମିଳିବା ପାଇଁ ବ୍ୟବସ୍ଥା କରାଯାଉଛି |ଇଲେକ୍ସନ ପାଇଁ ଏହାର ତାରିକ ପଛକୁ ନେବାକୁ ଯୋଜନା ଚାଲିଛି ଏବଂ ଯଦି ସେହି ଯୋଜନା ସଫଳ ହୁଏ ତେବେ ଆପଣ ଏହି ଏପ୍ରିଲ ମାସ ଶେଷରେ ମେ ମାସ ପ୍ରଥମ ସପ୍ତାହରେ କିଷାନ ଯୋଜନାର 2,000 ଟଙ୍କା ପାଇପାରିବେ

Leave a Reply

Your email address will not be published. Required fields are marked *