କେଉଁ ଓଡ଼ିଆ ହିରୋ ମାନେ ମଦ, ଗଞ୍ଜେଇ, ସିଗାରେଟ ଖାଇଥାନ୍ତି, ସତ Janile ଆପଣଙ୍କର ବି ଉଡିଯିବ ହୋସ…ସବୁଠୁ ଅଧିକ ଏହି ହିରୋ…

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଶା ଦ୍ରବ୍ୟ ସେବନ କରୁଛନ୍ତି ଆସନ୍ତୁ ଜାଣିବା ।

ବାବୁଶାନ୍ – ସେ ମଦ ଏବଂ ସିଗାରେଟ ଆଦିର ସେବନ ବିପୁଳ ମାତ୍ରାରେ କରିଥାନ୍ତି ଯାହାର ଖବର ବହୁତ୍ ଆଗରୁ ମିଳିସାରିଛି ଓ ଅନେକ ଥର ତାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

ଅରିନ୍ଦମ – ସେ ମଦ ଏବଂ ଗଞ୍ଜେଇ ଆଦିର ସେବନ ବିପୁଳ ମାତ୍ରାରେ କରୁଥିଲେ ହେଲେ ସେ ରାଜନୀତି ଜଗତରେ ପ୍ରବେଶ କରିବା ପରେ ଆଉ କେବେ ହେଲେ ମଦ ନପିବାର ସପତ୍ ନିଛନ୍ତୀ ବୋଲି ସୂଚନା ମିଳିଛି ।

ସିଦ୍ଧାନ୍ତ – ସେ କବଳ ସଫଲ ଖାଆନ୍ତି ତା ଛଡା ସେ ମଦ , ଗଞ୍ଜେଇ ଆଦି କିଛି ବି ସେବନ କରିନଥାନ୍ତି ବୋଲି ସେ ଏକ ପ୍ରେସ ମିଟ ରେ କିହିଥିଲେ ।

ଆକାଶ ଦାସ – ସେ କିଛିବି ସେବନ କରି ନଥାନ୍ତି , ଓ ଆଗକୁ ବି ସେ କିଛି ବି ସେବନ କରିବେ ନାହିଁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ।

ବବି ମିଶ୍ର – ସେ ମଦ, ଗଞ୍ଜେଇ, ଦ୍ର୍ଗସ୍ ଆଦିର ସେବନ ବିପୁଳ ମାତ୍ରାରେ କରୁଥିଲେ ବୋଲି ଅତୀତରେ ବହୁତ୍ ଖବର ଆସୁଥିଲା ହେଲେ ଏବେ ସେ ସେବନ କରନ୍ତି ନାହିଁ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *