ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଶା ଦ୍ରବ୍ୟ ସେବନ କରୁଛନ୍ତି ଆସନ୍ତୁ ଜାଣିବା ।
ବାବୁଶାନ୍ – ସେ ମଦ ଏବଂ ସିଗାରେଟ ଆଦିର ସେବନ ବିପୁଳ ମାତ୍ରାରେ କରିଥାନ୍ତି ଯାହାର ଖବର ବହୁତ୍ ଆଗରୁ ମିଳିସାରିଛି ଓ ଅନେକ ଥର ତାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।
ଅରିନ୍ଦମ – ସେ ମଦ ଏବଂ ଗଞ୍ଜେଇ ଆଦିର ସେବନ ବିପୁଳ ମାତ୍ରାରେ କରୁଥିଲେ ହେଲେ ସେ ରାଜନୀତି ଜଗତରେ ପ୍ରବେଶ କରିବା ପରେ ଆଉ କେବେ ହେଲେ ମଦ ନପିବାର ସପତ୍ ନିଛନ୍ତୀ ବୋଲି ସୂଚନା ମିଳିଛି ।
ସିଦ୍ଧାନ୍ତ – ସେ କବଳ ସଫଲ ଖାଆନ୍ତି ତା ଛଡା ସେ ମଦ , ଗଞ୍ଜେଇ ଆଦି କିଛି ବି ସେବନ କରିନଥାନ୍ତି ବୋଲି ସେ ଏକ ପ୍ରେସ ମିଟ ରେ କିହିଥିଲେ ।
ଆକାଶ ଦାସ – ସେ କିଛିବି ସେବନ କରି ନଥାନ୍ତି , ଓ ଆଗକୁ ବି ସେ କିଛି ବି ସେବନ କରିବେ ନାହିଁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ।
ବବି ମିଶ୍ର – ସେ ମଦ, ଗଞ୍ଜେଇ, ଦ୍ର୍ଗସ୍ ଆଦିର ସେବନ ବିପୁଳ ମାତ୍ରାରେ କରୁଥିଲେ ବୋଲି ଅତୀତରେ ବହୁତ୍ ଖବର ଆସୁଥିଲା ହେଲେ ଏବେ ସେ ସେବନ କରନ୍ତି ନାହିଁ ବୋଲି ସୂଚନା ଦେଇଛନ୍ତି ।