ଚେନ୍ନାଇକୁ ହରାଇ ପ୍ରଥମ ବିଜୟ ହାସଲ କଲା ଦିଲ୍ଲୀ, ବିସ୍ଫୋରକ ଇନିଂସ ଖେଳିଲେ ଧୋନୀ, ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ଦର୍ଶକ ବନ୍ଧୁ ଏକ ଲଢ଼ିଲେ ଧୋନି CSK ପାଇଁ ହେଲେ ହାରିଗଲା CSK ୪୨ ବର୍ଷର ବ୍ୟାଟ୍ସମ୍ୟାନ୍ ଆଗରେ ମୁଣ୍ଡ ନୁଆଇଲେ ଦିଲ୍ଲୀ ବୋଲର ୧୫୦ ଗତିରେ ବୋଲିଙ୍ଗ କରୁଥିବା ବୋଲର ଧୋନିଙ୍କ ଆଗରେ ମୁଣ୍ଡ ନୂଆଇଲେ ଦିଲ୍ଲୀ ନାକୁଆ କାନ୍ଦୁରା ହୋଇ ଖୋଲିଲା ନିଜର ଖାତା ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ପ୍ରଥମ ବିଜୟ ହାସଲ କରିଛି |

ଦିଲ୍ଲୀ ତେବେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା ଏହାର ଜବାବରେ CSK ୬ ୱିକେଟ ହରାଇ ୧୭୧ ରନ୍ କରିବାରେ ସଫଳ ହୋଇଥିଲା ଯେଉଁଥିରେ ଧୋନି ଏକ ବିସ୍ଫରକ ପରି ଖେଳି ୧୬ ବଲରେ ୩୭ ରନ୍ କରିଥିଲେ |

ହେଲେ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ ସବୁଠାରୁ ବଡ଼ କଥା ହେଉଛି ଧୋନି ପିଚକୁ ଗଲାବେଳକୁ ବହୁତ୍ ଡେରି ହୋଇ ସାରିଥିଲା ସେଥି ପାଇଁ ସେ ତାଙ୍କ ଟିମ୍ କୁ ଜିତାଇ ପାରିନଥିଲେ ।

Leave a Reply

Your email address will not be published. Required fields are marked *