ମାଳିକାରୁ ମିଳିଲା ବଡ ପ୍ରମାଣ କିଏ ଗଢ଼ିବ Sarakar, ସତ ହେବାକୁ ଯାଉଛି ମହାପୁରୁଷଙ୍କ ବାଣୀ ଏଥର ଏମାନେ ଗଢ଼ିବେ ସରକାର ଦେଖନ୍ତୁ …

ପାଖେଇ ଆସୁଛି ନିର୍ବାଚନ ମାଲିକରୁ ମିଳିଲା ବଡ଼ ପ୍ରମାଣ କିଏ ଜିତିବା ନିର୍ବାଚନ ମାଳିକରେ କଣ ରହିଛି ଲେଖା ? ନିର୍ବାଚନକୁ ନେଇ ଜୋରଦାର ହେଉଛି ଅଙ୍କ କଶା ସାରା ଦେଶରେ ବହୁଛି ନିର୍ବାଚନୀ ତାତି ନିର୍ବାଚନରେ କିଏ ଜିତିବ କିଏ ଦେଶକୁ ଶାସନ କରିବ ତାକୁ ନେଇ ଆରମ୍ଭ ହେବାରେ ଲାଗିଛି |

କଳ୍ପନା ଚଲ୍ପନା ଏହାରି ଭିତରେ ମାଳିକା ଭକ୍ତ ମନେ କରିଛନ୍ତି ବଡ଼ ଖିଲାସା ମାଳିକାରୁ ପାଇଛନ୍ତି ଏପରି କିଛି ସଂକେତ ଯାହାକୁ ବୁଝି କିଏ କରିବା ଦେଶରେ ଶାସନ କଣ ଫୁନିଥରେ କଂଗ୍ରେସ । ମାଳିକା ଭକ୍ତ କହୁଛନ୍ତି ମୋଦିଙ୍କ ଶାସନ କାଳ ମଧ୍ୟରେ ଭାଙ୍ଗିବା ହୀରାକୁଦ ବନ୍ଦ ଦେଶକୁ ଶତ୍ରୁ ପାସିବେ |

ନାନା ଅଘଟଣ ମାନ ଘଟିବ ଆଉ ଏହାରି ଭିତରେ ଅନେକ ଘଟଣା ମାନ ଘଟିବା ଆରମ୍ଭ ହୋଇଗଲାଣି ଆଉ କେତେବେଳେ ବିଦେଶୀ ମାନେ ଦେଶରେ ପସି ଶାସନ କରିବାକୁ ଲାଗିବ ସେତେବେଳେ ଅନେକ ଅଘଟଣ ମାନ ଘଟିବ।

Leave a Reply

Your email address will not be published. Required fields are marked *