ପ୍ରଥମ ସ୍ତ୍ରୀଙ୍କ ସହ ରହିବାକୁ କାହିଁକି ଚାହୁଁନଥିଲେ Monoj Mishra, ଏମିତି ସତ ଆସିଲା ସାମ୍ନାକୁ ଦେଖନ୍ତୁ |

ପ୍ରଥମ ସ୍ତ୍ରୀ ଙ୍କ ସହିତ ରହିବାକୁ କାହିଁକି ଚାହୁଁନାହାନ୍ତି ମନୋଜ ମିଶ୍ର | ଆସନ୍ତୁ ଜାଣିବା | ତାଙ୍କ ସ୍ତ୍ରୀ ପଚାରୁଛନ୍ତି ମତେ କଣ ଗୁଣା କରୁଛ ? ମନୋଜ ମିଶ୍ର କହୁଛନ୍ତି ମୁ ରହି ପାରିବିନି ତୋ ସହିତତୁ ମତେ ଯାହା ଟଚର କରୁଛୁ ଭୋଗବାନ ଜାଣନ୍ତି ଯାହା କରିବା କଥା କର ମୁ ପଳେଇବି ତମେ ରହିବନି | ତାଙ୍କ ସ୍ତ୍ରୀ କହୁଛନ୍ତି ମୁ ତ ଜାଣିନଥିଲି |

ମୋନଜ ମିଶ୍ର କହୁଛନ୍ତି ତମେ ତା ଭୋଲି ଭାଲି କିଛି ଜାଣିନା ତମର କାହା ସହିତ ସମ୍ପର୍କ ଥିଲା ସେ କଲିକତା ର ପିଲା ଘରେ ରହୁଥିଲା ସେ ରାଉଲକେଲା ର ପିଲା ତମେ ତା କିଛି ଜାଣିନ ଭହୁତ ଭଲ ତମେ ତା କିଛି ଜାଣିନା ବୋଲି କହିଲି| ୟୁ ବେଷ୍ଟ ପେରସନ ଇଂ ଦ ୱଲଡ|ଟିଭି ଝିଅ ଦେଖିଲେ ଖୁସି ହେବ ମୁ ଆସିଛି ଝିଅ କୁ ଧରିକି ରହିବି |

ମନୋଜ ମିଶ୍ର କହୁଛନ୍ତି ମୁ ତୋ ସହିତ ରହିଁବିନି | ମୁ ତୋ ସହ ରହିଲେ ମରିଯିବି | ତାଙ୍କ ସ୍ତ୍ରୀ ମୁ ତମକୁ ଟଚର କରୁନି ଏମିତି କାହିଁକି କହୁଛ ଝିଅ ତା ରହିବନି ଏକୁଟିଆ ତମ ଛଡା କୌଆଡେ ଯିବନି | ମନୋଜ ମିଶ୍ର କହୁଛନ୍ତି ସେ ମରୁ ସେ ଯେତେ ସମୟ ରହିବ ରହିବ|

ତାଙ୍କ ସ୍ତ୍ରୀ କହୁଛନ୍ତି କାହିଁକି ଏମିତି ହୋଉଛ କଣ ପାଇଁ ଝିଅ ଭଳି ଝିଅ ଟିଏ କଣ ପାଇଯିବ ତାକୁ ଛାଡିଦେଲେ ଆଉ ଅନ୍ୟ ପାଇଯିବ | ମନୋଜ ମିଶ୍ର କହୁଛନ୍ତି ତତେ ଛାଡିକି ଖୁସି ରେ ରହିବି | ତାଙ୍କ ସ୍ତ୍ରୀ କହୁଛନ୍ତି ଝିଅ ଟିଭି ଖୋଜୁଥିଲା ସେ ଟିଭି ଦେଖିଲେ ଭହୁତ ଖୁସି ହେବ | ବିଡ଼ିଓ ଟି ଦେଖିଲେ ଜାଣିପାରିବେ ନିହାତି |

Leave a Reply

Your email address will not be published. Required fields are marked *