ଆସନ୍ତୁ ଜାଣିବା ଠାକୁର ଘରେ ଏହି ଜିନିଷ ରଖିବା ଦ୍ୱାରା ଆପଣ ଙ୍କର କେବେ ବି ଧନ ର ଅଭାବ ଦେଖା ଦେବ ନାହିଁ | ବସ୍ତୁ ଶାସ୍ତ୍ର ଅନୁସାରେ ପ୍ରତେକ ପୂଜା ଘର ତିଆରି କରିବା ନିହାତି ଆବଶକ୍ୟ | ପୂଜା ସ୍ଥାନ ଆମ ଘର ପାଇଁ ଭହୁତ ମଙ୍ଗଳ ହୋଇଥାଏ |ସବୁ ନିୟମ ହିସାବରେ କରେ ଆମକୁ ଫଳ ପ୍ରାପ୍ତ ହୋଇଥାଏ | ଆସନ୍ତୁ ଜାଣିବା ଏହି ସବୁ ନିୟମ | ଘରେ ମୃତ୍ତି ରଖିବା ଉଚିତ ନୁହଁ | ସମସ୍ତ ଦେବତା ଙ୍କର ପୂଜା ତରିକା ଅଲଗା ହୋଇଥାଏ |
ଯୋଉଁ ଦେବତା ଙ୍କର ପୂଜା ଜାଣିଛନ୍ତି ସେହି ଦେବତା ଙ୍କର ମୃତ୍ତି ଘରେ ରଖନ୍ତୁ | କିଛି ଦେବତା ମାନଙ୍କୁ ଉଗ୍ରମନା ମନା ଯାଇଥାଏ ତାଙ୍କର ପୂଜା ମଧ୍ୟ ଅଥିକା କଠିନ ହୋଇଥାଏ | ପୂଜା ଘର କୁ ପରିଷ୍କାର ରଖିବା ଉଚିତ ଆମେ ମଧ୍ୟ ସର୍ମ୍ପନ ସ୍ଵଛ ହୋଇ ପୂଜା କରିବା ଉଚିତ | ପୂଜା ଘର ର କବାଟ କେବେ ବି ଦକ୍ଷିଣ ଦିଗକୁ ଖୋଲିବା ଉଚିତ ନୁହଁ | ଦକ୍ଷିଣ ଦିଗ କୁ ଯମରାଜ ଙ୍କର ଦିଗ ବୋଲି ମନା ଯାଇଥାଏ |
ଦେବୀ ଦେବା ଙ୍କର ମୁହଁ ଦକ୍ଷିଣ ଦିଗ କୁ ହେବା ନ ଉଚିତ | ପୂଜା ଘରେ କେବେ ବି ଛିଡା ହୋଇଥିବା ଗଣେଶ ଙ୍କ ମୃତ୍ତି କିମ୍ୱା ଫୋଟୋ ରଖନ୍ତୁ ନାହିଁ | ତାଣ୍ଡବ କରୁଥିବା ଭଗବାନ ଶଙ୍କରଙ୍କ ମୃତ୍ତି କିମ୍ବା ଫୋଟୋ ରଖନ୍ତୁ | ସବୁ ଭୋଗବାନ ଙ୍କର ବସିଥିବା ଫୋଟୋ ଶାନ୍ତ ଫୋଟୋ ରଖିପୂଜା କରନ୍ତୁ |ସାଧୁ ସନ୍ଥ ଙ୍କର ଫୋଟୋ କିମ୍ବା ମୃତ୍ତି ଭୋଗବାନ ଙ୍କ ପାଖରେ ରଖନ୍ତୁ | ଯଦି ଆପଣ ହନୁମାନ ଙ୍କ ଫୋଟୋ ରଖୁଛନ୍ତି ତାହାହେଲେ ତାଙ୍କର ବସିଥିବା ଫୋଟୋ ରଖନ୍ତୁ |
ଘରେ ରଖୁଛିବ ଠାକୁର ଙ୍କର ଫୋଟୋ ପଶ୍ଚିମ ଦିଗ ହୋଇଥିବା ଦରକାର | ମନ୍ଦିର ର ମୁଖ ପୂର୍ବ ଦିଗ ହୋଇଥିବା ଦରକାର |ଘରେ ମାତା କାଳୀ କିମ୍ବା ଶନି ଦେବ ଭୈରବ ଙ୍କର ଫୋଟୋ କିମ୍ୱା ମୃତ୍ତି ରଖନ୍ତୁ ନାହିଁ | ସୄଯ୍ୟ ଦେବ, ଗଣେଶ, ବିଷ୍ନୁ, ମହାଦେବ , ମାତା ପାର୍ବତୀ ଙ୍କ ଏହି 5 ଦେବା ଦେବୀ ଙ୍କର ଫୋଟୋ ନିହାତି ରଖନ୍ତୁ | ଘରର ମନ୍ଦିର କୁ ପୂର୍ବ ଦିଗ କୁ କରାଯାଏ ଏହାକୁ ଭଲ ବୋଲି ମନା ଯାଏ | ଘରର ମନ୍ଦିର ଘର ର ଶୌଚାଳୟ ଠାରୁ ଦୂର ରେ ରହିବା ଉଚିତ | ଆପଣ ଙ୍କ ପୂଜା ଘର ଶୟନ ଗୃହ ରେ ନ ହେବା ଉଚିତ |