ଶୁକ୍ରବାର ଦିନ ନଦୀରେ ଗୁଜୁରାତି ସହିତ ମିଠା ଖାଦ୍ୟ ପତ୍ରରରେ ବାନ୍ଧି ପ୍ରବାହିତ କଲେ କେଉଁ ଫଳ ମିଳିଥାଏ ଦେଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ମୟୂର ପାଙ୍ଖର ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ଧାନ ଓ ସୁଖ ଶାନ୍ତିରେ ଭରିଦେବ ।

୧. ବାସ୍ତୁଶାସ୍ତ୍ର ଅନୁସାରେ ମୟୁର ପଙ୍ଖ ଘରେ ରଖୁବା ଦ୍ବାରା ଚମତ୍କାରୀ ଲାଭ ହୋଇଥାଏ ଏବଂ ଘରେ ଧନଧାନ୍ୟ ପାଇବା ସହିତ ଅନେକ ବାସ୍ତୁଦୋଷ ମଧ୍ଯ ଦୂର ହୋଇଥାଏ ।

୨. ପଇସା ରଖୁଥୁବା ଆଲମାରୀ ଭିତରେ ମୟୁର ପଙ୍ଖ ଠିଆକରି ରଖୂବାଦ୍ବାରା ଥାଏ ଏବଂ ଅର୍ଥ ଅତ୍ୟନ୍ତ ଶୁଭପ୍ରଦ ହେ ହାଇଥା ଅଭାବ ଦେଖା ଦେଇନଥାଏ ।

୩. ศจิ ଜାତକରେ ରାହୁଙ୍କ ଖରାପ ପ୍ରଭାବ ରହିଥାଏ ତେବେ ଘରେ ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ମୟୁରପଙ୍ଖ ଶୁଭପ୍ରଦ ହେବାସହିତ ରଖୂବାଦ୍ବାରା ଶୁଭ ରାହୁଙ୍କ ଖରାପ୍ ପ୍ରଭାବ କମ୍ ହୋଇଥାଏ ।

୪. ମୟୂରପଙ୍ଖ ମାତା ସରସ୍ବତୀ ଏବଂ କାର୍ତ୍ତିକେୟଙ୍କର ଅତି ପ୍ରିୟ ହୋଇଥାଏ ତେବେ ପିଲାଙ୍କ ପଢ଼ିବା ଟେବୁଲ ପାଖରେ ଦୁଇଟି ମୟୁରପଙ୍ଖ ରଖୁବାଦ୍ବାରା ଶୁଭପ୍ରଦ ହେବା ସହିତ ବିଦ୍ୟା ଅର୍ଜନରେ ସୁଧାର ହୋଇଥାଏ ।

୫. ପାରିବାରିକ କଳ କଳହରୁ ମୁକ୍ତି ପାଇବା ପାଇଁ ବାସଗୃହର ପୂର୍ବ କାନ୍ଥରେ ସାତୋଟି ମୟୂରପଙ୍ଖ ରଖୁବାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ବୃଦ୍ଧି ସୁଖଶାନ୍ତି ମଧ୍ଯ ପାଇଥାଏ ଏବଂ ଘରେ ସୁଖ ବୃଦ୍ଧି ହୋଇଥାଏ ।

୬. ଶୋଇବା ଘରେ ଦୁଇଟି ମୟୁର ପଙ୍ଖ ଖୂବାଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ଜୀବନରେ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ଯ ମଜବୁତ୍ ହୋଇଥାଏ ଏବଂ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ବୃଦ୍ଧି ପାଇଥାଏ ।

୭. ଘରେ ଦକ୍ଷିଣପୂର୍ବ ଦିଗ ଅର୍ଥାତ୍ ଅଗ୍ନିକୋଣରେ ମୟୁର ପଙ୍ଖ ରଖୁବାଦ୍ବାରା ଅତ୍ୟନ୍ତ ଶୁଭପ୍ରଦ ହେବାସହିତ ଆର୍ଥକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିନଥାଏ ଏବଂ ବ୍ୟବସାୟରେ ମଧ୍ଯ ଉନ୍ନତି ହୋଇଥାଏ ।

୮. ଯଦି ଘରେ ପ୍ରତ୍ୟେକ ଦିନ କଳି ଝଗଡା ହେଉଥାଏ ତେବେ ଘର ମୁଖ୍ୟଦ୍ବାରରେ ତିନୋଟି ମୟୂରଚନ୍ଦ୍ରିକା ଲଗାଇବା ଦ୍ବାରା ଶୁଭପ୍ରଦ ହୋଇଥାଏ ଏବଂ ପରିବାରରେ କଳହ ଦୂର ହୋଇଥାଏ ।

୯. ଯଦି ଘର ଉପରେ କୁଦୃଷ୍ଟି ପଢିବା ହେତୁ ଅଶାନ୍ତି ଦେଖା ଦେଇଥାଏ ତେବେ ଘର ଐଶାନ୍ୟ କୋଣରେ କୃଷ୍ଣଙ୍କ ମୟୂର ଚନ୍ଦ୍ରିକା ଫଟୋ ଲଗାଇ ରଖୂବାଦ୍ବାରା ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ବାୟୁଦୋଷ ମଧ୍ଯ ଦୂର ହୋଇଥାଏ ।

୧୦. ଯଦି ଶତୃ ହଇରାଣ କରୁଥାନ୍ତି ତେବେ ଶତୃ ଉପରେ ବିଜୟ ପ୍ରାପ୍ତକରିବା ପାଇଁ ଶନିବାର ଏବଂ ମଙ୍ଗଳବାର ଦିନ ମନ୍ଦିରରେ ହନୁମାନଙ୍କ ମଥାରୁ ସିନ୍ଦୂରନେଇ ମୟୂରଚନ୍ଦ୍ରିକାରେ ଲଗାଇ ନଦୀରେ ପ୍ରବାହିତ କରିବାଦ୍ବାରା ଶତୃ ଦମନ ହୋଇଥାଏ ।

Leave a Reply

Your email address will not be published. Required fields are marked *