କାଳିଆ ଯୋଜନାକୁ ବନ୍ଦ କରି ଆମ ମୁଖ୍ୟମନ୍ତ୍ରୀ ଲଞ୍ଚ କଲେ ସିଏମ କିଶାନ ଯୋଜନା ଆଉ ସିଏମ କିଶନ ଯୋଜନାରେ ନୂଆଖାଇ ଅବସରରେ ଆସିବାକୁ ଯାଉଅଛି ଟଙ୍କା ସେପ୍ଟେମ୍ବର 8 ତାରିକରେ ଟଙ୍କା ଆସିବ ଯାହାକି ନୂଆଖାଇ ପଡ଼ିବ ଏହି ଟଙ୍କା କେଉଁ ମାନଙ୍କୁ ମିଳିବ କଣ ଆସିଛି ଅପଡେଟ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।
ଯେମିତିକି ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ କାଳିଆ ଯୋଜନା ଯେମିତିକି ଏହି କାଳିଆ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ଦୁଇ ଦୁଇ ଚାରି ହଜାର ଟଙ୍କା ମିଳିଥାଏ ନୂଆଖାଇ ତଥା ଅକ୍ଷୟ ତୃତୀୟାରେ । ଏବେ କାଳିଆ ଯୋଜନା ବନ୍ଦ ଆରମ୍ଭ ସିଏମ କିଶନ ଯୋଜନା ଏହି ଯୋଜନାରେ ବର୍ଷକୁ ଚାରି ହଜାର ଟଙ୍କା ମିଳିବ ନୂଆ ଖାଇ ଅବସରରେ ଯେଉଁ ଟଙ୍କା ଆସିବ ଏହି ଟଙ୍କା କେଉଁ ମାନଙ୍କୁ ମିଳିବ ଯେଉଁ ମାନେ ଚାଷୀ ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ମିଳିବ ।
ଯୋଗ୍ୟ ଜଣେ କିଏ ତାହା ଏନେଇ ସରକାରଙ୍କ ତରଫରୁ କୌଣସି ଘୋଷଣା ହୋଇ ନାହିଁ କାଳିଆ ଯୋଜନା ନମିଳି ଯଦି ସିଏମ୍ କିସାନ ଯୋଜନାରେ ଟଙ୍କା ମିଳିବ । ସରକାର ଯେଉଁ ଟଙ୍କା ପଠାଇ ଥାଆନ୍ତି ଡିବିଟି ମାଧ୍ୟମରେ ପଠାଇ ଥାଆନ୍ତି ଯାହାକି ଆଧାର କାର୍ଡ ମାଧ୍ୟମରେ ଆସିଥାଏ ତେବେ ଆପଣ ଯାଏ ଚେକ କରି ଦିଅନ୍ତୁ ଆଧାର କାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି କି ନାହିଁ ବେଳେବେଳେ KYC ବିନା କଟି ଯାଇଥାଏ ଆଧାର କାର୍ଡ ବିନା କଟି ଯାଇଥାଏ ଯାହା ଫଳରେ ସରକାର ଯଦି ଆଧାର କାର୍ଡ ଜରିଆରେ ପଇସା ପଠେଇବେ ଆପଣଙ୍କ ଆକାଉଣ୍ଟ୍ ରେ ଜମା ହେବ ନାହିଁ ଯଦି ସରକାର ନୂଆଖାଇ ଅବସରରେ ଟଙ୍କା ପଠାନ୍ତି ତେବେ ଆପଣଙ୍କ ଖାତାରେ ଜମା ହେବ ।
ଏପର୍ଯ୍ୟନ୍ତ ସିଏମ କିଶନ ଯୋଜନାରେ କୌଣସି ପୋର୍ଟାଲ ଆସି ନାହିଁ କୌଣସି ଲିଷ୍ଟ ଆସି ନାହିଁ କିନ୍ତୁ ଟଙ୍କା ଆସିବ ବୋଲି ଘୋଷଣା ହୋଇ ସାରିଛି ରିଅଲ ରେ ଯେଉଁ ମାନେ ଚାଷୀ ସେମାନଙ୍କ ଆକାଉଣ୍ଟ ର ପଇସା ଯିବ ଅର୍ଥାତ୍ କିସାନ ଯୋଜନାର କିଛି ଲିଷ୍ଟ ଏବଂ କାଳିଆ ଯୋଜନାର କିଛି ଲିଷ୍ଟ ଦେଖି ସରକାର ଉପଯୁକ୍ତ ଚାଷୀ ମାନଙ୍କ ପଇସା ପଠେଇବେ।