ଆପଣଙ୍କ ଘରେ ଜଦି ଲେମ୍ବୁ ଗଛ ଅଛି – ସାବଧାନ, ଏହି ଉପାୟ ନିଶ୍ଚୟ କରନ୍ତୁ |

ନମସ୍କାର ବନ୍ଧୁଗଣ ଯଦି ଆପଣମାନଙ୍କ ବାଡ଼ିରେ ଲେମ୍ବୁ ଗଛଟିଏ ଅଛି ତାହେଲେ ଆପଣମାନଙ୍କୁ ଏମିତି କାମ କରିନେବା ଜରୁରୀ ଅଟେ ନହେଲେ ଆପଣଙ୍କ ଘର ପ୍ରତି ବୋହୁତ ବଡ ବିପଦ ମାଡ଼ି ଆସିବ। ଖାଲି ଲେମ୍ବୁ ଗଛଟିଏ ରହିଲେ ହେବନି ଯଦି ଲେମ୍ବୁ ଗଛଟିଏ ନିଜ ବାଡ଼ି ଅଗଣାରେ ଅଛି ତେବେ ନିଶ୍ଚିତ ଏହି ଉପାୟଟି କରିନେବା ଜରୁରୀ ଅଟେ। ନହେଲେ ଆପଣଙ୍କୁ ଘୋର୍ ବିପଦ ଆସିବ। ଉପାୟଟି କଣ ଆସନ୍ତୁ ଜାଣିବା।

ଆପଣମାନେ ମଧ୍ୟ ସମସ୍ତେ ଜାଣିଥିବେ ବଡ଼ ବଡ଼ ପଣ୍ଡିତମାନେ ତାଙ୍କ ଶାସ୍ତ୍ର ବିଦ୍ୟାରୁ ଜଣାଇଛନ୍ତି କି ନିଜ ବାଡ଼ିରେ କୌଣସି କଣ୍ଟା ଜାତୀୟ ବୃକ୍ଷ ରଖିବା କଥା ନୁହେଁ ବେଲ ଗଛକୁ ଛାଡିଦେଲା ପରେ କିନ୍ତୁ ଯଦିବି ଆପଣମାନେ ରଖୁଛନ୍ତି ବାସ୍ତୁ ମୁତାବକ ତାହାର କିଛି ଉପାୟ କରିନେବା ଜରୁରୀ ଅଟେ। ଯଦି ସେହି ଉପାୟ କରିନେଇଛନ୍ତି ତାହେଲେ ଆପଣଙ୍କ ଘର ପ୍ରତି କିଛି ବିପଦ ଆସିବ ନାହିଁ। କାହିଁକି ନା ସମସ୍ତେ ଘରେ ଲେମ୍ବୁ ଗଛଟିଏ ରଖୁଛନ୍ତି, ଲେମ୍ବୁ ହେଲେ କାମରେ ଲାଗୁଛି କିନ୍ତୁ ସେହି ଲେମ୍ବୁ ଗଛ ଖାଲି ରଖିଦେଲେ ହେବ ନାହିଁ ତାହାର ଯଦି କିଛି ଉପାୟ କରି ନେଉଛନ୍ତି ତେବେ ଆପଣମାନଙ୍କ ଘର ପ୍ରତି ସବୁ ବିପଦ ଟଳିଯିବ।

ପ୍ରଥମତଃ ଆପଣମାନେ ଜାଣିଛନ୍ତି ଶନିଦଶା ବିଷୟରେ। ଶନିଙ୍କ କୋପ ଦୃଷ୍ଟି ଯାହା ଉପରେ ପଡିଯାଇଥାଏ, ଯେଉଁ ବି ଘର ଉପରେ ପଡିଯାଇଥାଏ ସେ ଘର କେବେବି କିଛି ଆଗକୁ ଉଠି ପାରନ୍ତି ନାହିଁ। ସବୁବେଳେ କିଛି ନା କିଛି ଅଶାନ୍ତି ଲାଗି ରହିଥାଏ। କିନ୍ତୁ ଏହି ଶନି ଭଗଵାନଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଆପଣଙ୍କୁ କିଛି ଉପାୟ କରିବାକୁ ହେବ। ଯଦି ଶନି ଭଗଵାନ ସନ୍ତୁଷ୍ଟ ହେଉଛନ୍ତି ତାହେଲେ ଆପଣଙ୍କ ଘରେ ଧନର ବର୍ଷା ହେବ। କାହାର କେବେବି କିଛି ଅସୁବିଧା ହେବନାହିଁ।

ଯଦି ଘରେ ଲେମ୍ବୁ ଗଛଟିଏ ଅଛି ତାହେଲେ ସେହି ଲେମ୍ବୁ ଗଛର ଆପଣ ପ୍ରତ୍ୟେକ ମାସର ପ୍ରଥମ ଶନିବାରରେ ଗଛରୁ ଲେମ୍ବୁ ଆଣନ୍ତୁ। ଯଦି ବି ଗଛ ନଥିବ ଆପଣଙ୍କ ବାଡ଼ିରେ ତାହେଲେ ମାର୍କେଟରୁ ଲେମ୍ବୁଟିଏ ଆଣି ଏହି ଉପାୟ କରି ନେଉଛନ୍ତି ତାହେଲେ ମଧ୍ୟ ବୋହୁତ ଭଲ ହେବ। ଲେମ୍ବୁ ୩ ଟି ଆଣିବେ ୭ ଟି ଲଙ୍କା ନେବେ ଖଣ୍ଡେ ହଳଦୀ ନେବେ। ଆପଣମାନେ ତ ଜାଣନ୍ତି କେଉଁ ଭଳି ଭାବରେ ଲେମ୍ବୁ ଆଉ ଲଙ୍କାକୁ ଗୁନ୍ଥାଯାଏ। ଠିକ୍ ସେମିତି ଲେମ୍ବୁ ଲଙ୍କା ଗୁନ୍ଥି ଆପଣଙ୍କ ଘରର ମୁଖ୍ୟ ଦ୍ଵାରର ସାମ୍ନାରେ ଟାଙ୍ଗି ଦିଅନ୍ତୁ।

ପ୍ରତ୍ୟେକ ମାସର ପ୍ରଥମ ଶନିବାର ଦିନ ଯେମିତିକି ସବୁ ଲୋକଙ୍କ ନଜର ତାହା ଉପରେ ପଡୁଥିବ ଦେଖିବେ ଆପଣଙ୍କ ଘରର ସବୁ ଶନିଦାଶା କଟିଯିବ। ଶନିଙ୍କ ଭଲ ଦଶା ଆସିବ। କାହାରି ମଧ୍ୟ କୋପ ଦୃଷ୍ଟି ପଡ଼ିବ ନାହିଁ। ଯାହା ଫଳରେ ଆପଣଙ୍କ ଘର ଉପରେ କୌଣସି କୁ ପ୍ରଭାବ ଆସିବ ନାହିଁ। ଏହି ଉପାୟ କରିବା ଦ୍ବାରା ଆପଣ ମଧ୍ୟ ସୁଖରେ ରହିବେ। ଆପଣଙ୍କର କୌଣସି ଦୁଃଖ ଦଶା ଆସିବ ନାହିଁ କାହିଁକି ନା ଖାଲି ଘରେ ଲେମ୍ବୁ ଗଛଟିଏ ରଖିଲେ ଚଳିବନି। ଏହି ଉପାୟ ମଧ୍ୟ କରିନେବା ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *