ନମସ୍କାର ବନ୍ଧୁଗଣ ଆଜି ଏହି ତିନୋଟି ଫୁଲାରୁ ଗୋଟିଏ ଫୁଲ ବାଛନ୍ତୁ ଆଉ ଜାଣନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ଵ ଆଉ ଭବିଷ୍ୟତ ବିଷୟରେ। ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ୍ ସେହି ପ୍ରକାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପସନ୍ଦ ବି ଅଲଗା ଅଲଗା ପ୍ରକାରର ହୋଇଥାଏ। ଯେପରିକି କୌଣସି ବ୍ୟକ୍ତିକୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିକୁ ଗହଳି ମଧ୍ୟରେ ରହିବାକୁ ପସନ୍ଦ ହୋଇଥାଏ। ସେହି ପ୍ରକାରରେ ରଙ୍ଗ ବିଷୟରେ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ପ୍ରକାରର ହୋଇଥାଏ ଯେପରିକି କାହାକୁ ନାଲି ରଙ୍ଗର ଗୋଲାପ ପସନ୍ଦ ହୋଇଥାଏ ତ କାହାକୁ ଧଳା ରଙ୍ଗର ଗୋଲାପ ଭଲ ଲାଗିଥାଏ। ରଙ୍ଗର ଅଭାବରୁ ବ୍ୟକ୍ତିର ଜୀବନ ଫିକା ହୋଇଯାଇଥାଏ। ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଏହି ରଙ୍ଗ ଦ୍ୱାର ଆପଣ କୌଣସି ବ୍ୟକ୍ତି ବିଷୟରେ ବୋହୁତ କିଛି ଜାଣି ପାରିବେ। ଆପଣ ଏହି ତିନୋଟି ଫୁଲ ଦେଖନ୍ତୁ। ଆଜି ଆପଣଙ୍କୁ ଏହି ତିନୋଟି ଫୁଲରୁ କୌଣସି ଗୋଟିଏ ଫୁଲ ବାଛିବାର ଅଛି। ଏହି ରଙ୍ଗର ଆଧାରରେ ଏହି କଥାର ଉତ୍ତର ମିଳିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।
ପ୍ରଥମେ ଆପଣଙ୍କ ଗୋଟେ ଫୁଲକୁ ବାଛନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣ ଯେଉଁ ଫୁଲକୁ ଭାଛିଛନ୍ତି ତାହା କଣ କହିଥାଏ ଆପଣଙ୍କ ବିଷୟରେ।
୧. ସବୁଜ ରଙ୍ଗର ଫୁଲ – ଏହି ରଙ୍ଗଟି ଅଧିକ ସୁନ୍ଦର ଦେଖା ଯାଉଛି ଏଥିପାଇଁ ଯଦି ଆପଣ ଏହି ରଙ୍ଗର ବାଛିଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ଏକ ଆଶାବାଦୀ ଓ ସବୁବେଳେ ଖୁସିରେ ରହୁଥିବା ବ୍ୟକ୍ତି ଅଟନ୍ତି। ଆପଣ ଏକ ସ୍ଵାଭିମାନୀ ବ୍ୟକ୍ତି ଅଟନ୍ତି। କିନ୍ତୁ କେବେ ଏହା ହୋଇପାରେ କି ଆପଣ କିଛି ସ୍ଵାର୍ଥି ହୋଇପାରନ୍ତି। କାହାର ବି ସାହାଯ୍ୟ ନେବା ଆପଣଙ୍କୁ ଭଲ ଲାଗି ନଥାଏ। ଏହା ସହ ଆପଣ ଆପଣଙ୍କ ଜୀବନସାଥି ଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି। ଆପଣ ସଚ୍ଚୋଟ ଏବଂ ଅଳ୍ପ ଜିଦି ସ୍ୱଭାବର ହୋଇପାରନ୍ତି। ଆପଣଙ୍କୁ କେବଳ ନିଜ କାମ ଉପରେ ଧ୍ୟାନ ଦେବା ପସନ୍ଦ ହୋଇଥାଏ। ଅନ୍ୟର କଥାରେ ଆପଣଙ୍କୁ ମୁଣ୍ଡ ପୁରେଇବାକୁ ପସନ୍ଦ ଆସେ ନାହିଁ। ଆପଣ ନିଜ ପାଖରେ ଥିବା ଅର୍ଥକୁ କେବେ ଅଯଥା ଖର୍ଚ୍ଚ କରନ୍ତି ନାହିଁ। ଯେଉଁଥି ପାଇଁ ଲୋକମାନେ ଆପଣଙ୍କୁ କିଛି ପରିମାଣରେ ଲୋଭି ପ୍ରକୃତିର ଭାବି ପାରନ୍ତି। କିନ୍ତୁ ଆପଣ ଆପଣଙ୍କ ହୃଦୟରୁ ଖୁବ୍ ଭଲ ହୋଇଥାନ୍ତି।
୨. ନାଲି ରଙ୍ଗର ଫୁଲ ବା ଗୋଲାପି ରଙ୍ଗ – ନାଲି ରଙ୍ଗର ଫୁଲ ପ୍ରାୟତଃ ଭଲପାଇବାର ପ୍ରତୀକ ବୋଲି ବିଚାର କରାଯାଏ। ତେବେ ଯଦି ଆପଣ ଏହି ଫୁଲକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହା ଅଟେକି ଆପଣ ମେଳାପି ବ୍ୟକ୍ତି ଅଟନ୍ତି। କାହା ସହିତ ବି ଅତି ସହଜରେ ମିଶି ଯାଇଥାନ୍ତି। କିନ୍ତୁ ଆପଣ ଅଧିକ ଲୋଭି ପ୍ରକୃତିର ମଧ୍ୟ ହୋଇପାରନ୍ତି। ଆପଣ ଆପଣଙ୍କ ଜୀବନସାଥିଙ୍କ ଠାରୁ ସର୍ବଦା ସଚ୍ଚୋଟ ତାର ଆଶା ରଖିଥାନ୍ତି। ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ ଆପଣଙ୍କର ହୃଦୟ କୋମଳ ସ୍ୱଭାବର ହୋଇଥାଏ। ଯାହାଫଳରେ ଆପଣ ଟିକେ ଟିକେ କଥାରେ ଭାବୁକ ହୋଇ ବସନ୍ତି। ପ୍ରାୟତଃ ଏପରି ବ୍ୟକ୍ତି ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି। ଏମାନଙ୍କର ବୈବାହିକ ଜୀବନ ଖୁବ୍ ଭଲରେ କଟିଥାଏ। ଏମାନେ ସର୍ବଦା ଭଲ ଖାଇବା ଓ ଭଲ ପିନ୍ଧିବା ପ୍ରତି ଧ୍ୟାନ ରଖିଥାନ୍ତି।
୩. ହଳଦୀ ରଙ୍ଗର ଫୁଲ – ଯଦି ଆପଣମାନେ ହଳଦିଆ ରଙ୍ଗର ଫୁଲକୁ ବାଛିଛନ୍ତି ତେବେ ଏହି ରଙ୍ଗର ଫୁଲକୁ ବାଛିଛନ୍ତି ଏହାର ଅର୍ଥ ଏହା ଅଟେ କି ଆପଣ ନିଜେ ବି ସର୍ବଦା ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ ବି ଖୁସିରେ ରଖୁଛନ୍ତି। ଏହା ବ୍ୟତୀତ ଆପଣ ଅନ୍ୟକୁ ଗାଇଡ୍ କରିବାରେ ଏବଂ ସାହାଯ୍ୟ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି। ଏପରିବି ହୋଇପାରେ କି ଆପଣ କାହାକୁ ସାହାଯ୍ୟ କରିବା ସମୟରେ ଏହା ଭୁଲି ଯାଆନ୍ତି କି ସେ ଆପଣଙ୍କ ମିତ୍ର କି ଶତ୍ରୁ। କୌଣସି ବ୍ୟକ୍ତିକୁ ସାହାଯ୍ୟ କରିବାରେ ଆପଣ ସର୍ବଦା ଆଗରେ ରହିଥାନ୍ତି। ଏପରି ବ୍ୟକ୍ତି ଅତି ସହଜରେ କାହା ସାଥୀରେ ବି ମିତ୍ରତା କରିପାରନ୍ତି। ପ୍ରାୟତଃ ଏହି ବ୍ୟକ୍ତି ଧାର୍ମିକ ପ୍ରଭୃତିର ହୋଇଥାନ୍ତି। କାହା ବିଷୟରେ ବି ଖରାପ ଚିନ୍ତା କରି ନଥାନ୍ତି। ଏପରି ବ୍ୟକ୍ତି ସମାଜରେ କେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି ସେ ସେହି କାମରେ ସର୍ବଦା ଉଚ୍ଚ ସ୍ଥାନରେ ରହିଥାନ୍ତି