ଛାତ୍ର ଛାତ୍ରୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା, ପିଲାଙ୍କୁ ମିଳିବ ୫ ହଜାର ଟଙ୍କା, କେମିତି ପାଇବେ ଦେଖନ୍ତୁ |

ମାଧୋ ସିଂ ହାତ ଖଚ୍ଚ ଯୋଜନା ନବମ ଓ ଏକାଦଶ ଶ୍ରେଣୀରେ ନାମଲେଖେଇଥିବା ଛାତ୍ର ଛାତ୍ରୀ ମାନେ ବର୍ଷକୁ ପାଇବେ ୫ ହଜାର ଟଙ୍କା ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା | ଆପଣମାନେ ଜାଣିଛନ୍ତି କିଛିଦିନ ହେଲା ଯାଇଥିଲା ଆମ ରାଜ୍ୟ ବଜେଟ ଆଉ ରାଜ୍ୟ ବଜେଟରେ ଆମ ମୁଖ୍ୟ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ଅନଶୋଷିତ ଜାତି ଜନ ଜାତି ଓ ଅଛୁଆଁ ବର୍ଗଙ୍କ ହେବ ବିକାଶ |

ବିକଶିତ ହେବ ଓଡିଶା ବିକଶିତ ହେବ ଭାରତ ତେବେ ମାଧୋ ସିଂ ହାତ ଖର୍ଚ୍ଚ ପାଇଁ 156କୋଟି ଟଙ୍କା ମଧ୍ୟ ବେୟ ବରାଦ କରାଯାଇଛି ଯାହାକି ସ୍କିମ ରହିଛି ଏହି ରାଜ୍ୟ ବଜେଟରେ | ତେବେ କେଉଁ ମାନେ ପଇସା ପାଇବେ ଆସନ୍ତୁ ଜାଣିବା | ଅଦବସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିତିନ୍ତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି |

ମାଧୋ ସିଂ ହାତ ଖଚ୍ଚ ପାଇଁ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ | ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି | ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା | ଜନଜାତି ଛାତ୍ରୀଛାତ୍ରଙ୍କୁ ବାଷିକ ୫ ହଜାର ଟଙ୍କା ମିଳିବ | ତେବେ ଜାଣି ରଖନ୍ତୁ ନବମ ଓ ଦଶମ ପିଲାଙ୍କୁ ରେଗୁଲାଳୀ ସମସ୍ତ ଛାତ୍ରୀଛାତ୍ରଙ୍କୁ ମିଳିବ ନାହିଁ |

ଖାସ କରିକି ଆଦିବାସୀ ପିଲାଙ୍କୁ ଫୋକ୍ସ କରାଯାଇଛି, ବୋଉତ୍ତ ଜଣ ଛୁଆ କଣ କରୁଛନ୍ତି ନବମରୁ ପାଠ ଛାଡିଦଉଛନ୍ତି | କିଛି ଛୁଆ ଦଶମ ରୁ ଏକାଦଶ ଯାଉଛନ୍ତି କିନ୍ତୁ ନାମ ଲେଖଉ ନାହାନ୍ତି | ତେବେ ସେଇମାନଙ୍କୁ ଏକ ଆଗକୁ ପାଠ ପଡେଇବା ପାଇଁ ସେମାନେ କଲେଜ ବା ସ୍କୁଲ ଆସନ୍ତୁ ବୋଲି ସରକାର ଏଥିପାଇଁ ଏକ ସିକ୍ମ ଆଣିଛନ୍ତି | ମାଧୋସିଂ ହାତ ଖଚ୍ଚ ଯୋଜନା, ଯାହା ଅଦିନରେ ନବମ ଓ ଏକାଦଶ ଦଶମ ନୁହେଁ କି ପ୍ଲସ୍ତୁ ନୁହେଁ | ଆଦିବାସୀ ଛାତ୍ରଛାତ୍ରୀ ମାନଂକୁ ବ୍ରାସିକ ୫ ହଜାର ଟଙ୍କା ମିଳିବ ?

Leave a Reply

Your email address will not be published. Required fields are marked *