ନମସ୍କାର ବନ୍ଧୁଗଣ କିଛିବର୍ଷ ପୂର୍ବେ ଆମ ଓଡ଼ିଶାରେ ବୋହୁତ ଆରିଚୟ ପାଇଛନ୍ତି ମଣ୍ଟୁ ଛୁରୀୟା ମଣ୍ଟୁ ଛୁରୀୟା ସମ୍ବଲପୁର ଇଣ୍ଡଷ୍ଟ୍ରି ସହିତ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ବୋହୁତ ପ୍ରସିଦ୍ଧ ଅଟନ୍ତି ଆଉ ସେ ଯେଉଁ ଗୀତ ଗାଆନ୍ତି ଲୋକମାନଙ୍କୁ ବୋହୁତ ପସନ୍ଦ ଆସେ ଆଉ ଏହିସବୁ ତାଙ୍କ ପରିଶ୍ରମ ଦ୍ୱାରା ସଫଳତା ପାଇଛନ୍ତି ମଣ୍ଟୁ ଛୁରୀୟା ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ମଣ୍ଟୁ ଛୁରୀୟାଙ୍କ ଲାଇଫ ଷ୍ଟାଇଲ ବିଷୟରେ ଆଉ ତାଙ୍କ ଗାର୍ଲଫ୍ରେଣ୍ଡ୍ ବିଷୟରେ ଆଉ ଟାଣ ପରିବାର ବିଷୟରେ।
ଦର୍ଶକ ବନ୍ଧୁ ମଣ୍ଟୁ ଛୁରୀୟାଙ୍କ ପ୍ରକୃତ ନାଁ ହେଲା ଝର୍କେତନ୍ ଛୁରୀୟା ତାଙ୍କ ୭ ଅଗଷ୍ଟ ୧୯୯୭ ମସିହାରେ ସମ୍ବଲପୁର ଜିଲ୍ଲାରେ ହୋଇଥିଲା ଏବେ ତାଙ୍କର ବୟସ ହେଉଛି ୨୫ ବର୍ଷ ମଣ୍ଟୁ ଛୁରୀୟା ତାଙ୍କ ସ୍କୁଲ୍ ସମୟ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁରରେ କରିଛନ୍ତି ଆଉ GM କଲେଜ୍ ରେ ସେ ଗ୍ରାଯୁଏସନ୍ ଶେଷ କରିଛନ୍ତି ପେଶାରେ ସେ ଜଣେ ସିଙ୍ଗର ଆଉ ସେ ଛୋଟ ବେଳରୁ ଗୀତ ଗାଇବାକୁ ପସନ୍ଦ କରନ୍ତି ମଣ୍ଟୁ ଛୁରୀୟା ତାଙ୍କ ଦାଦାଙ୍କ ଠାରୁ ଗୀତ ଶିଖିବା ଆରମ୍ଭ କରିଥିଲେ ଆଉ ତାପରେ ସେ ୟୁଟ୍ୟୁବ ଚ୍ୟାନେଲରେ କାମ କରିବା ଆରମ୍ଭ କରିଥିଲେ।
ମଣ୍ଟୁ ଛୁରୀୟା ପ୍ରଥମେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ୨୦୧୬ ମସିହାରେ ଯାହାକି ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ଆଉ ତାଙ୍କର ୨୦୧୮ ମସିହାରେ ଏକ ଗୀତ ଫେମସ୍ ହୋଇ ଯାଇଥିଲା ଏହାପରେ ତାଙ୍କୁ ଓଲିଉଡ ଗୀତ ଗାଇବା ପାଇଁ ଅଫର୍ ଆସିଥିଲା ଆଉ ପରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଗୀତ ଗାଇଥିଲେ ତାଙ୍କୁ ତାଙ୍କର ଅନେକ ଗୀତ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା DJ ବାବୁ ଶେଲ୍ଫି ବେବୋ ଦେଶୀ ପିଲା ଏମିତି ତାଙ୍କର ବୋହୁତ ଗୁଡିଏ ଗୀତ ଅଛି ଯାହା ଭାଇରାଲ ହୋଇଥିଲା।
ମଣ୍ଟୁ ଛୁରୀୟାଙ୍କ ବାପାଙ୍କ ନାମ ହେଉଛି ଯୁଧିଷ୍ଠିର ଛୁରୀୟା ଆଉ ତାଙ୍କ ମାଆଙ୍କ ନାମ ହେଉଛି ସୁଭାଷିନୀ ଛୁରୀୟା ଆଉ ତାଙ୍କର ଜଣେ ଭାଇ ଅଛନ୍ତି ଯାହାଙ୍କ ନାମ ପିନ୍ଟୁ ଛୁରୀୟା ତେବେ ମଣ୍ଟୁ ଛୁରୀୟାଙ୍କର କେହି ଗାର୍ଲଫ୍ରେଣ୍ଡ୍ ନାହାଁନ୍ତି ଯାହା ତାଙ୍କ ସୋସିଆଲ ମିଡ଼ିଆରୁ ଜଣା ପଡିଛି ମଣ୍ଟୁ ଛୁରୀୟା ଗୋଟିଏ ଗୀତ ଗାଇବା ପାଇଁ ୧୫-୨୦ ହଜାର ଟଙ୍କା ନିଅନ୍ତି ତାଙ୍କର ମୋଟ ସମ୍ପତ୍ତି ହେଉଛି ୨ କୋଟି ଟଙ୍କା।