ବାଛନ୍ତୁ ଗୋଟିଏ ହାତୀ ଓ ଜାଣନ୍ତୁ କିଏ ଆପଣଙ୍କୁ କିଏ ଅଧିକ Miss କରୁଛନ୍ତି ଓ ଆପଣଙ୍କ ଆଗାମୀ ଭବିଷ୍ୟ ବିଷୟରେ |

ବନ୍ଧୁଗଣ ଆଜି ଆମର ବିଷୟ ବସ୍ତୁ ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି । ପଜେଟିଭ ନା ନେଗେଟିଭ ଭାବନା ତାଙ୍କ ମନରେ ଆପଣଙ୍କ ପାଇଁ ଚାଲିଛି ଆସନ୍ତୁ ଜାଣିବା । ସେ ଆପଣଙ୍କର ଲଭର ହୁଅନ୍ତୁ କି ପରିବାରର କୌଣସି ସଦସ୍ୟ ହୁଅନ୍ତୁ କି ଶତ୍ରୁ ହୁଅନ୍ତୁ ଆପଣ କାହାର ବି ନାଁ ଭାବି ବାଛନ୍ତୁ ୩ଟି ହାତୀ ମଧ୍ୟରୁ ଯେ କୌଣସି ଗୋଟିଏ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ ନିଶ୍ଚୟ କନେକ୍ଟ ହେବ ବୋଲି ଆମେ ଆଶା କରୁଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ହାତୀ ଆପଣ ଯାହା ପାଇଁ ପ୍ରଥମ ନମ୍ବର ହାତୀକୁ ପସନ୍ଦ କରିଛନ୍ତି ସେ ଭାବୁଛନ୍ତି ଆପଣ ଦୁଖୀ ବ୍ୟକ୍ତି ଅଟନ୍ତି ବହୁତ ନିରା ଅଛନ୍ତି । ଆପଣ ସମ୍ପର୍କର କଦର କରିଥାନ୍ତି । ଆପଣ ଚାହୁଁଛନ୍ତି ଲୋକେ ଆପଣଙ୍କ ସହ କଥା ହୁଅନ୍ତୁ ଭଲ ପାଆନ୍ତୁ । ଆପଣ ଯାହାକୁ ଭଲ ପାଉଛନ୍ତି ସେ ଧୋକା ଦେଉଛନ୍ତି । ଆପଣ ଲୋକଙ୍କ ପାଇଁ ଭଲ କରୁଥିଲେ ବି ଖରାପ କହୁଛନ୍ତି । ଆପଣ ଲୋକଙ୍କର କେୟାର କରୁଥିଲେ ବି ଆପଣଙ୍କର ସମ୍ମାନ କେହି କରନ୍ତି ନାହି ।

୨- ଦ୍ଵିତୀୟ ହାତୀ ଆପଣ ଯାହା ପାଇଁ ଦ୍ଵିତୀୟ ହାତୀ ପସନ୍ଦ କରିଛନ୍ତି ଆପଣ ତାଙ୍କ ସହ ସମ୍ପର୍କରେ ଅଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ଏମିତି ମଣିଷ ଯିଏ ପ୍ରତେକ ସ୍ଥିତିରେ ଲୋଙ୍କର ସହଯୋଗ କରିଥାନ୍ତି । ଯେତେ ସମ୍ଭବ ଆପଣ ସାହାଜ୍ଯ କରିଥାନ୍ତି । ସମସ୍ତଙ୍କୁ ସାଥିରେ ନେଇ ଚଳାଇଥାନ୍ତି । ଆପଣ କାହାର ଖରାପ ଭାବନ୍ତି ନାହି ।

୩- ତୃତୀୟ ହାତୀ ଆପଣ ଯାହା ପାଇଁ ତୃତୀୟ ହାତୀ ପସନ୍ଦ କରିଛନ୍ତି ସେ ଆପଣଙ୍କ ବିଷୟରେ ପଜେଟିଭ ଭାବୁଛନ୍ତି । ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣଙ୍କ ସହ । ଆପଣ ନିଜ ପାଇଁ ଚିନ୍ତା କରୁଛନ୍ତି । ଆପଣ କାହାର କ୍ଷତି କି ଦୁଖ ବିଷୟରେ ଚିନ୍ତା କରନ୍ତି ନାହି । ଆପଣଙ୍କ ଲଭ ପାର୍ଟନର ବା ବନ୍ଧୁ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *