ହାରିଲା ରାଜସ୍ତାନ ପଏଣ୍ଟ ଟେବୁଲ ଉପରକୁ ଗଲା ଚେନ୍ନାଇ ,ରସିଦ ଖାଁଙ୍କ ଧୁଆଧାର ବ୍ୟାଟିଙ୍ଗ ବଳରେ ଧରାଶାୟୀ ହେଲେ ଗୁଜୁରାଟ ବୋଲର

ରାଜସ୍ଥାନ ମୁହଁରୁ ବିଜୟ ଛଡ଼ାଇ ନେଲେ ଗୁଜୁରାଟ ଖେଳାଳି ରାଜସ୍ଥାନର ବିଜୟ ରଥରେ ଲାଗିଲା କମା ହାରିଲା ରାଜସ୍ଥାନ ଜିତିଲା ଗୁଜୁରାଟ ହେଲେ କାହିଁକି ଖୁସିହେଲା ଚେନ୍ନାଇ ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ହଁ ଦର୍ଶକ ବନ୍ଧୁ ରସିଦ ଖାଁ ଆଲ ରାଉଣ୍ଡର୍ ପ୍ରଦର୍ଶନ ଓ ବିସ୍ଫୋରକ ବ୍ୟାଟିଂ ରାଜସ୍ଥାନର ବିଜୟ ଯାତ୍ରାରେ ଲାଗିଲା ବ୍ରେକ |

ତେବେ ଗତକାଲି ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ ଗୁଜୁରାଟ ଘରୋଇ ଟିମ୍ ରାଜସ୍ଥାନ କୁ ତିନି ୱିକେଟ ରେ ପରାସ୍ତ କରିଛି କ୍ରମାଗତ ଭାବେ ୪ ଟି ମ୍ୟାଚ୍ ଜିତି ରାଜସ୍ଥାନ ଚଳିତ ଟୋର୍ଣାମେଣ୍ଟ ରେ ପ୍ରଥମ ପରାଜୟର ସ୍ଵାଦ ଚାଖିଛି ରସିଦ ଖାଁଙ୍କ ବିଷ୍ଫରାକ ବ୍ୟାଟିଂ ଓ ସୂମନ୍ ଗିଲଙ୍କ ଅଧିନାୟକ ଯୋଗୁ ଗତ କାଲିର ମ୍ୟାଚ୍ ଗୁଜୁରାଟ ନିଜ ନାମରେ କରିବାକୁ ସକ୍ଷମ ହୋଇଛି |

ଏହା ସହିତ ରାଜସ୍ଥାନ ମୁହଁରୁ ବିଜୟର ପଟକଚଦାଇ ନେଇଛି ଗୁଜୁରାଟ । ରାଜସ୍ଥାନ ଦେଏ ଧାର୍ଯ୍ୟ ୧୯୭ ରନ୍ ର ବଡ଼ ଲକ୍ଷକୁ ଗୁଜୁରାଟ ସୁମନ୍ ଙ୍କ ୭୨ ରନ୍ ଏଥି ସହିତ ରସିଦ ଖାଁ ଙ୍କ ଅବିଶ୍ଵସ୍ନୀୟ ୨୪ ରନ୍ ର ବିସ୍ଫୋରକ ବ୍ୟାଟିଂ ଯୋଗୁ ଭେଦ କରିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *