Puri ସମୁଦ୍ର ରେ ଘଟିଲା ଛାତିଥରା ଅଘଟଣ, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଦେଖନ୍ତୁ !!

ଦର୍ଶକ ବନ୍ଧୁ ପୁରୀ ସମୁଦ୍ରରେ ଘଟି ଯାଇଛି ଏକ ଛାତି ଥାରାଇଲା ଭଳି ଦୃଷ୍ୟ ଯାହାକୁ ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ ତାହେଲେ କଣ ସେହି ଦୃଶ୍ୟ କଣ ଘଟିଥିଲା ସେଦିନ ପୁରୀ ସମୁଦ୍ରରେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ପୁରୀର ଜଣେ ମାଛ ବେପାରୀ ହେଲେ ଅଭିରାମ ରାଉତ ସେ ଜାତିରେ ହେଲେ ଜଣେ କେଉଟ ତାଙ୍କର ପେଶା ମାଛ ଧରିବା ଓ ବଜାରରେ ନେଇ ତାକୁ ବିକ୍ରୀକରି ଦିପାଇସ ରୋଜଗାର କରିବା ଓ ସେହି ପଇସାରେ ସେ ତାଙ୍କ ପରିବାର ଭରଣ ପୋଷଣ କରନ୍ତି ପରିବାର କହିଲେ ତାଙ୍କ ପତ୍ନୀ ଗୋଟେ ପୁଅ ଆଉ ତାଙ୍କ ବାପା ।

ଅଭିରାମ ରାଉତଙ୍କୁ ବୟସ ପ୍ରାୟ ୪୭ ବର୍ଷ ହେବ ହେଲେ ତାଙ୍କ ସହସକୁ ଦେଖିଲେ ଲାଗେ ଯେପରି ତାଙ୍କ ବୟସ ୧୭ ବର୍ଷର ଜଣେ ଯୁବକ ପରି ବେଳେ ବେଳେ ସେ ଦଙ୍ଗା ଧରି ଏକୁଟିଆ ମଧ୍ୟ ମାଛ ଧରିବାକୁ ଯାଇଥାନ୍ତି ହେଲେ ସେହି ସମୁଦ୍ର ମଝିରେ ଦିନ ଘଟିଗଲା ଏପରି ଏକ ଅଘଟଣ ଘଟିଯିବ ବୋଲି ସେ ତାଙ୍କ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଅଭିରାମ ତାଙ୍କ ସହି ପିଲାଙ୍କୁ ଧରି ପ୍ରତିଦିନ ମାଛ ଧରିବାକୁ ସମୁଦ୍ରକୁ ତାଙ୍କ ଦଙ୍ଗା ଧରି ବାହାରି ଯାଇଥାନ୍ତି ପ୍ରାୟ ଦିନ ମାନଙ୍କରେ ସେ ସକାଳୁ ଯାଇ ସନ୍ଧ୍ୟା ସମୟରେ ଘଟକୁ ଫେରି ଆସିଥାନ୍ତି ଆଉ ବେଳେ ବେଳେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରେ ସେ ରହିଥାନ୍ତି ଦିନେ ପ୍ରତିଦିନ ପାରି ସେ ବାହାରିଥିଲେ ମାଛ ଧରିବାକୁ ହେଲେ ସେ ଦୁଇ ତିନିଦିନ ପର୍ଯ୍ୟନ୍ତ ସେଠାରେ ରହିବାକୁ ଯାଉଥିଲେ ସେଥି ପାଇଁ ସାଙ୍ଗରେ ଖାଇବା ପିଇବା ଜିନିଷ ସବୁ ନେଇକି ସାଙ୍ଗରେ ଯାଇଥିଲେ ।

ଅଭିରାମ ରାଉତ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବହୁତ୍ ମାନିଥାନ୍ତି ଯିବ ଆସିବ ସମୟରେ ସେ ମହାପ୍ରଭୁଙ୍କୁ ସବୁଦିନ ମୁଣ୍ଡିଆ ମଧ୍ୟ ମାରନ୍ତି ହେଲେ ଦିନ ଏହି ପରି ଭାବରେ ଭାରିଥିଲେ ସମୁଦ୍ରକୁ ହେଲେ ଘଟିଗଲା କିଛି ଏପରି ଅଘଟଣ ଯାହାକୁ ସେ ଆଜି ଯାଏ ଭୁଲି ନାହାନ୍ତି । ସେ ସନ୍ଧ୍ୟାରେ ବାହାରି ଜାଲ ପକାଇବ ଆରମ୍ଭ କରି ଦେଇଥିଲେ ଓ କାହିଁକି କେଜାଣି ସବୁଥର ଅପେକ୍ଷା ଏଥର ଅଧିକ ମ୍ୟାଚ୍ ପଡ଼ିଥିଲେ ଓ ସେହି ନିଶାରେ ବହୁତ୍ ଆଗକୁ ଆଗକୁ ଚାଲିଗଲେ କିଛି ବାଟ ଗଲାପରେ ଅଧା ଦଙ୍ଗା ମ୍ୟାଚରେ ଭର୍ତ୍ତି ହୋଇଗଲା |

ହେଲେ ହଟାଥ୍ ଆକାଶରେ ଘୋଟି ଆସିଲା କଳା ହାଣ୍ଡିଆ ମେଘ କୋଳକୁ ଯିବାକୁ ରଙ୍ଗକୁ ଜୋର୍ ଜୋର୍ ଚଳାଉଥାନ୍ତି ଅଭିରାମ ବାବୁ ହେଲେ ଠିକ୍ ସେହି ସମୟରେ ଏକ ଭୟଙ୍କର ଜନ୍ତୁ ପାଣିକୁ ଦୁଇ ଭାଗ କରି ଦଙ୍ଗା ଆଡ଼କୁ ମାଡ଼ି ଆସୁଥାଏ ସମସ୍ତଙ୍କୁ ଲାଗିଲା ଯେ ସେମାନେ ଆଉ ବଞ୍ଚିବେ ନାହିଁ ହେଲେ ସେହି ସମୟରେ ଅଭିରାମ ବାବୁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ଆମକୁ ଉଦ୍ଧାର କର ପ୍ରଭୁ ଆମେ ନବଞ୍ଚିଲେ ଆମ ପରିବାର ମଧ୍ୟ ବଞ୍ଚିବ ନାହିଁ ସତେ ଯେପରି ମହାପ୍ରଭୁ ତାଙ୍କ ଡାକ ଶୁଣିଲେ ଏକ ଘଡଘଡି ମାରିଲା ଓ ସେ ଜନ୍ତୁ ସେଠାରୁ ପଳାଇଗଲା ଓ ସେମାନେ ସୁରକ୍ଷିତ ଭାବରେ ଆସି ଘରେ ପହଁଚିଗଲେ ।

Leave a Reply

Your email address will not be published. Required fields are marked *