ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଦେଖନ୍ତୁ ଆପଣଙ୍କ ଜୀବନରେ ଏହି ସବୁ ଘଟଣା ଘଟୁଛି କି !

ଦର୍ଶକ ବନ୍ଧୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଉଥାନ ପତନ ଘଟିଥାଏ ବୋଲି ବିଶ୍ୱାସ କରାଯାଏ। ସମୟ ଠାରୁ କିଛି ବି ଅଧିକ ଶକ୍ତି ସଲି ନୁହଁ। ତେବେ ଯେତେବେଲେ ବି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ ତେବେ ସମୟ କାର୍ଡ ଲେଉଟାଇ ଭଳି କିଛି ସଂକେତ ହୁଏ ଯାହା କି କିଛି ଭୟ ସମ କୁ ସୂଚିତ କରେ। ଯଦି ବ୍ରହ୍ମା ମୁହୂର୍ତ୍ତରେ ଆପଣଙ୍କ ର ନିଦ ଭାଙ୍ଗିଯାଏ ଯଥା ସକାଳ ତିନି ତା ରୁ ପାଞ୍ଚ ତମଧ୍ୟା ରେ ଭାଙ୍ଗି ଯାଏ ତେବେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସୁଚି ବୋଲି ବୁଝିଯିବେ ଏହାର ଅର୍ଥ ଆପଣଙ୍କ ଜୀବନର ସଠିକ୍ ମାର୍ଗ ପାଇବାକୁ ଯାଉଛନ୍ତି ଏହା ଆପଣଙ୍କ ଜୀବନରେ କିଛି ଭଲ ଘଟଣା ଘଟାଇବାକୁ ଯାଉଛି।

ତେବେ ସେହିଭଳି ଆପଣ ଭଲଭାବରେ ଜାଣିଥିବେ ଯେ ଆପଣ ସେହି ସମୟରେ ଖୁସି ହେବଭଳୀ ଜାଣିପାରନ୍ତି । ଏହାର କିଛି ଭଲ ସଂକେତ ଯେ ଠାକୁର ଆପଣଙ୍କୁ କିଛି ଭଲ ସଂକେତ ଦେଉଛନ୍ତି । ଏହି ଉପାୟରେ ଆପଣ ଖୁସିହେବ ଭଳି ଅନୁଭବ କରନ୍ତି ଏହା ଫଳରେ ଭଗବାନ ଆପଣଙ୍କ ଜୀବନରେ କିଛି ଭଲ ଖବର ଆଣିବାକୁ ଯାଉଛନ୍ତି।ସେହିପରି ଯଦି ଗୋ ମାତା ଆପଣଙ୍କ ଘରକୁ ଆସୁଛନ୍ତି କିମ୍ବା ଆପଣଙ୍କ ଘର ଖାଦ୍ୟ ଖାଉଛନ୍ତି ତା ହେଲେ ଏହା ଏକ ଭଲ ବା ଶୁଭ ଖବର ଅଟେ।

ଯଦି ପକ୍ଷୀ ମାନେ ଆପଣଙ୍କ ଘରେ ବସା ତିଆରି କରୁଛନ୍ତି ତା ହେଲେ ଏହା ବି ଏକ ଭଲ ଖବର ଅଟେ। ଏହା ମଧ୍ୟରେ ଯଦି ଆପଣଙ୍କ ଘର ଚତୃପଶ୍ୱରେ ପକ୍ଷୀ ମାନଙ୍କର ଚିତ୍କାର ଦିନ କୁ ଦିନ ବଢୁଛି ତା ହେଲେ ବି ଏହା ଏକ ଭା ଖବର ଅଟ। ଆଉ ଗୋଟେ କଥା ଦେଖିବେ ଯେ ଆପଣଙ୍କ ଘରେ ଥିବା ଶିଶୁ ଯଦି ଆପଣଙ୍କ ମୁଁହ କୁ ଦେଖିକି ହସନ୍ତି କିମ୍ବା ଆପଣଙ୍କୁ କିଛି କଥା କହିବାକୁ ଚେଷ୍ଟା କରନ୍ତି ତାହେଲେ ଆପଣଙ୍କ ଘରକୁ ଏକ ବହୁତ୍ ବଡ଼ ଖୁସି ଖବର ଆସିବାକୁ ଯାଉଅଛି।

ତେବେ ଏହି ଭଳି ସଂକେତ ଆସିଲେ ଆପଣ ଜନିବେଜେ ଏହା ଆପଣଙ୍କ ଜୀବନକୁ ଏକା ବହୁତ୍ ବଡ଼ ମୋଡ଼ ନେଇ ଆସୁଛି। ଏହା ର କିଛି କର୍ତ୍ତବ୍ୟ ଯେ – ଷୋମବାର ଦିନ ସକାଳୁ ଉଠି ଦିନ ନଅଟା ଭିତରେ ଯାଇ ଶିବ ଲିଙ୍ଗ ଉପରେ ଦୁଗ୍ଧ ଅର୍ପଣ କରନ୍ତୁ ଆପଣଙ୍କର ମଙ୍ଗଳ ହେବ । ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *