ବାହାଘର ତିନି ମାସ ପରେ ସ୍ୱାମୀଙ୍କ ପାଇଁ ବ୍ରତ ରଖିଲେ ଅଭିନେତ୍ରୀ ତମନ୍ନା ,ପ୍ରକୃତ କାରଣ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ

ବାହାଘରର ତିନି ମାସ ପରେ ହଟାତ ଏମିତି ଏକ ଖୁସି ଖବର ଦେଲେ ଓଡ଼ିଆ ଭଜନ ସମ୍ରାଟ ନମିତା ଅଗ୍ରୱାଲଙ୍କ ବଡ଼ ବୋହୂ ତମ୍ମନା ବାହାଘର ତିନି ମାସ ପରେ ସ୍ୱାମୀଙ୍କ ପାଇଁ ଏମିତି କିଛି ବ୍ରତ ରଖି ସ୍ୱାମୀଙ୍କ ପାଇଁ ଏମିତି ପୂଜା ଅର୍ଚ୍ଚନା କରିଛନ୍ତି ଆପଣମାନେ ସମସ୍ତେ ଜାଣିଥିବେ ଓଲିଉଡ଼ର ଜଣେ ଜବରଦସ୍ତ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ତମ୍ମନା |

ଯିଏ କି ବର୍ତ୍ତମାନ ଅଗ୍ରୱାଲ ପରିବାରର ବୋହୁ ସାଜିଛନ୍ତି ତେବେ ଆସନ୍ତୁ ଜାଣିବା କଣ ପାଇଁ ଏମିତି ହଟାତ ପୂଜା ଅର୍ଚ୍ଚନା କଲେ ଅଭିନେତ୍ରୀ ତମ୍ମନା |ବାହାଘର ପରେ ତମ୍ମନା ନିଜ ସ୍ୱାମୀଙ୍କ ପାଇଁ ଏକ ବ୍ରତ ରଖିଛନ୍ତି କାରଣ ଅଭିନେତ୍ରୀ ତମ୍ମନା ହେଉଛନ୍ତି ଜଣେ ମାଡ଼ୁଆଳି ସେ ମାଡୁଆଳି ସାଜି ନିଜ ପରିବାର ପାଇଁ ଏକ ବ୍ରତ ରଖିଛନ୍ତି |

ବ୍ରତ ରଖି ନିଜ ଶାଶୁ ଘରେ ବହୁ ପୂଜା ଅର୍ଚ୍ଚନା କରିବା ସହିତ ତାଙ୍କ ବାପ ଘରେ ଏମିତି ଏକ ବ୍ରତ ପାଳନ କରନ୍ତି ବୋଲି ବୋଲି ସେ କହିଛନ୍ତି ଆଉ ଏହା ସହିତ ସେ ଏହି ପୂଜା ଟିକୁ ବହୁତ ଧୂମଧାମର ସହ ପାଳନ କରିଛନ୍ତି |ଆପଣମାନେ ଫୋଟରେ ଦେଖି ପାରୁଥିବେ |

ତମ୍ମନା କିପରି ମୁଣ୍ଡରେ କଳସ ଧରି କେମିତି ପୂଜା ଅର୍ଚ୍ଚନା କରୁଛନ୍ତି ଆଉ ଏଥିରେ ସାରା ପରିବାର ଲୋକମାନେ ଲୋକ ମାନେ କେମିତି ଖୁସି ଅଛନ୍ତି ଆଉ ସମସ୍ତେ ବହୁତ ସାରା ସମୟ ବିତାଉ ଥିବାର ନଜର ଆସିଛନ୍ତି

Leave a Reply

Your email address will not be published. Required fields are marked *