ସରକାର କଲେ ବଡ଼ ଘୋଷଣା ଆସିଗଲା ଶୁଭଦ୍ରା ଯୋଜନାର ଫାଇନାଲ ତାରିକ ,ଏହି ଡେଟରୁ ସବୁ ମହିଳା ମାନେ କରିପାରିବେ ଆବେଦନ

ଶୁଭଦ୍ରା ଯୋଜନାକୁ ନେଇ ସମସ୍ତେ ଅପେକ୍ଷା କରିଥିଲେ କେବେ ଠାରୁ ଲାଗୁ ହେବାକୁ ଯାଉଛି ଶୁଭଦ୍ରା ଯୋଜନା ସବୁ ଅପେକ୍ଷାର ଅନ୍ତ ଘଟିଛି ଏବେ ଏକ ଅଫିସିଆଲ ଡେଟ ଘୋଷଣା ହୋଇଯାଇଛି କେବେ ଠାରୁ ଲାଗୁ ହେବାକୁ ଯାଉଛି ଶୁଭଦ୍ରା ଯୋଜନା ବୋଲି କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ | ଶୁଭଦ୍ରା ଯୋଜନା ବିଷୟରେ ଯାହାବି କିଛି ଅପଡେଟ ଆସିଛି ସବୁ କିଛି ଆଜିର ବିଷୟରେ ଆପଣ ଜାଣିପାରିବେ |

ଏବେ ଏବେ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବଡ଼ ବଡ଼ ଘୋଷଣା ଆସିଛି ଶୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଆମ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର 17 ରେ ରାଜ୍ୟରେ ଶୁଭାରମ୍ଭ ହେବ ଶୁଭଦ୍ରା ଯୋଜନା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭଦ୍ରା ଟଙ୍କା ରିଲିଜ ହେବାକୁ ଯାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଶୁଭଦ୍ରା ଯୋଜନା ଲଞ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି |

ଯାହାକି ଆପଣ ଅପଡେଟ ପାଇ ଗଲେ ସେପ୍ଟେମ୍ବର 17 ରେ ରାଜ୍ୟରେ ଶୁଭଦ୍ରା ଯୋଜନା ଲାଗୁ ହେବାକୁ ଯାଉଛି ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭଦ୍ରା ଯୋଜନା ଟଙ୍କା ରିଲିଜ କରାଯିବ | କିଛି ଦିନ ତଳେ ଶୁଭଦ୍ରା ଯୋଜନାକୁ ନେଇ ବୟାନ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଷ୍ପତି ଅନୁଯାଇ ରାଜ୍ୟର ସବୁ ମହିଳା ମାନଙ୍କୁ ମିଳିବ

ଶୁଭଦ୍ରା ଯୋଜନା ଟଙ୍କା ଏନେଇ ସୂଚନା କରିଥିଲେ ସେ କହିଥିଲେ ଯେ ଶୁଭଦ୍ରା ଯୋଜନାରେ କ୍ୟାବିନେଟ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି | ଆସନ୍ତା ଶହେ ଦିନ ଭିତରେ ନିଶ୍ଚିତ ଲଞ୍ଚ ହେବ ବୋଲି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା |

ଶୁଭଦ୍ରା ଯୋଜନାକୁ ନେଇ ଯେମିତି ଅଫିସିଆଲ ଡେଟ ଆସିଲା ସେମିତି କୌଣସି ଅଫିସିଆଲ ୱେବସାଇଟ ଆସି ନାହିଁ ଏବଂ କଣ ସବୁ ଅଫିସିଆଲ ଡାକାମେଣ୍ଟ ଲାଗିବ ତାହା ସମ୍ପୂର୍ଣ୍ଣ ସୂଚନା ମିଳି ନାହିଁ ଯାହା ନୂଆ ଅପଡେଟ ଆସିବ ଆମେ ଆପଣଙ୍କୁ ନିଶ୍ଚୟ ଜଣାଇବୁ |

Leave a Reply

Your email address will not be published. Required fields are marked *