ନମିତା ଅଗ୍ରୱାଲଙ୍କ ନିଜ ବୋହୂ ତଥା ଓଲିଉଡର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ତମ୍ମନା ଏବଂ ମନ୍ଦିରରେ ଯାଇ ପହଁଚିବା ପରେ କଣ ଘଟିଲା କାହିଁକି ଅଚାନକ ନିଜ ବୋହୂଙ୍କ ସହିତ ମନ୍ଦିର ଗଲେ ଅଭିନେତ୍ରୀ ତମ୍ମନା ଯାହାକି ସୋସିଆଲ ମେଡିଆରେ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନମିତା ଅଗ୍ରୱାଲଙ୍କ ବଡ଼ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଅଭିନେତ୍ରୀ ତମ୍ମନାଙ୍କୁ ବିବାହ କରିଛନ୍ତି ଏବଂ ସେ ଘରର ବଡ଼ ବୋହୂ ସାଜିଛନ୍ତି । ତେବେ ବାହାଘର ପରେ ପ୍ରଥମ ଥର ନିଜ ଶାଶୂଙ୍କ ସହିତ ମନ୍ଦିର ବୁଲିବାକୁ ଯାଇଛନ୍ତି ତମ୍ମନା ସୋସିଆଲ ମେ ଡିଆରେ ଏହି ବିଷୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଖବରଟି ସୋସିଆଲ ମିଡିଆରେ ନମିତା ଅଗ୍ରୱାଲ ଏବଂ ତମ୍ମନା ସୋସିଆଲ ମେଡିଆରେ ସେୟାର କରିଛନ୍ତି । ଶାଶୁ ବୋହୂ ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି ହାତରେ ରହିଛି ଫୁଲ ମାଳ ଏବଂ ବାହାରକୁ ଆସିବା ପରେ ଗଣ ମାଧ୍ୟମ ତଥା ମେଡିଆ ଆଗରେ ସେ ନିଜର ମନ କଥା ଖୋଲି କହିଛନ୍ତି ।
ପ୍ରଭୁଙ୍କୁ ଦର୍ଶନ କରି କେତେ ଖୁସି ଲାଗିଲା ବୋଲି ସୋସିଆଲ ମେଡିଆରେ ନିଜର ମତ ପ୍ରକାଶ କରିଛନ୍ତି ଏବଂ ଶାଶୁ ବୋହୁ ମିଶି ବହୁତ ସାରା ଖୁସି ଥିବାର ମଧ୍ୟ କହିଛନ୍ତି ଏବଂ ନିଜ ପୁଅ ବୋହୁଙ୍କ ଦୀର୍ଘାୟୁ କମାନା ପ୍ରଭୁଙ୍କ ପାଖରେ କରିଛନ୍ତି ବୋଲି କହିଛନ୍ତି |