ଜି ସାର୍ଥକରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ମା ମାନଙ୍କୁ ଆଗରୁ କେବେ ଦେଖିଛନ୍ତି କି ,ସବୁଠୁ ବେଶୀ ସୁନ୍ଦର ଏହି Heroine ଙ୍କ ମା

ବନ୍ଧୁଗଣ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଏମାନଙ୍କ ପ୍ରକୃତ ମା ମାନଙ୍କୁ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ଧାରା ଯିଏ କି ତୁ ମୋର ସାଥିର ସିରିଏଲରେ ଲିଡ ହିରୋଇନ ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ଧାରାଙ୍କ ମା ଯାହାଙ୍କୁ ଆପଣମାନେ ଏହି ଫୋଟ ମାଧ୍ୟମରେ ନିଶ୍ଚୟ ଦେଖି ପାରୁଥିବେ |

ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ଶକ୍ତି ସିରିଏଲର ହିରୋଇନ ଶକ୍ତି ତେବେ ଆପଣମାନେ ତ ଶକ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଇଏ ହେଉଛନ୍ତି ଶକ୍ତିଙ୍କ ମା |

ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ପ୍ରିୟା ଯିଏ କି ଲୋକପ୍ରିୟ ସିରିଏଲ ସୁନା ଝିଅରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦମଦାର ଆକ୍ଟିଙ୍ଗ କରୁଛନ୍ତି ତେବେ ଇଏ ହେଉଛନ୍ତି ପ୍ରିୟାଙ୍କ ମା |

ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ହିରୋଇନ ସନ୍ଧ୍ୟା ତେବେ ଇଏ ହେଉଛନ୍ତି ସନ୍ଧ୍ୟାଙ୍କ ମା ଯାହାଙ୍କୁ ଆପଣମାନେ ଏହି ଫୋଟ ରେ ନିଶ୍ଚୟ ଭାବରେ ଦେଖିବାକୁ ପାଈଥିବେ |

ଏହି ଲିଷ୍ଟର ପଂଚମରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ହିରୋଇନ ରାଗିଣୀ ତେବେ ଇଏ ହେଉଛନ୍ତି ରାଗିଣୀଙ୍କ ମା ଏବଂ ରାଗିଣୀଙ୍କ ମା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି |

Leave a Reply

Your email address will not be published. Required fields are marked *