ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ଠାକୁର{ଗଣେଶ}ଏବଂ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଜାଣିବା ଭଗବାନ ଗଣେଶଙ୍କୁ ନେଇ ଏପରି କିଛି ବିଷୟ ରହିଅଛି ଯାହା ଆପଣଙ୍କ ଜୀବନରେ ନିଶ୍ଚିତ କାମରେ ଆସିବ ତେବେ ଆଜିର ବିଷୟରେ ଆମେ ଭଗବାନ ଗଣେଶ ଜିଙ୍କ ନାମର ମହିମା ବିଷୟରେ କିଛି କଥା ହେବା ଶାସ୍ତ୍ରରେ ଏପରି କିଛି ରହିଅଛି ଭଗବାନଙ୍କ ନାମରୁ ଚୟନ କରି ସେଥିରୁ ଆପଣ ନିଜ ଭବିଷ୍ୟତ ଜାଣିପାରିବେ ଭଗବାନ ଗଣେଶଙ୍କର ଅନେକ ନାମ ରହିଅଛି ଗଜାନନ ,ବୁଦ୍ଧି ନାଥ ,ଧୃବ ବନ ,ଏକାକ୍ଷର ,ଏକଦନ୍ତ ,ଗଜ କର୍ଣ୍ଣ ,ଗଜାନନ ଆହୁରି ଏପରି ଅନେକ ନାମ ରହିଅଛି ତେବେ ଆମେ ବର୍ତ୍ତମାନ ମାତ୍ର ତିନୋଟି ନାମ ବିଷୟରେ ଚର୍ଚ୍ଚା କରିବା ଏଥିରୁ ଆପଣ ଗୋଟିଏ ନାମକୁ ବାଛନ୍ତୁ ଏହି ତିନୋଟି ନାମ ଭଗବାନ ଗଣେଶଙ୍କର ଅତି ପ୍ରସିଦ୍ଧ ନାମ ଅଟେ ଏହି ନାମର ଆଧାରରେ ଆମେ ଆପଣଙ୍କ ଭବିଷ୍ୟତକୁ ନେଇ ସଙ୍କେତ ପ୍ରଦାନ କରୁଅଛି ବାଛନ୍ତୁ ଗୋଟିଏ ରଙ୍ଗର ଗଣେଶ ଏବଂ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ କିପରି ରହିବ |

ଆପଣ ଯଦି ଭଗବାନ ଗଣେଶଙ୍କର ପ୍ରଥମ ଫୋଟଟିକୁ ବାଛିଛନ୍ତି ଏକଦନ୍ତକୁ ବାଛିଛନ୍ତି ଭଗବାନ ଏକଦନ୍ତଙ୍କ ପ୍ରସିଦ୍ଧ ନାମ ରହିଅଛି ଏହି ନାମରେ ଅନେକ ଭକ୍ତ ରହିଛନ୍ତି ଯିଏ କି ଭଗବାନଙ୍କୁ ଅତି ସହଜରେ ଦର୍ଶନ କରିଛନ୍ତି | ଯଦି ଆପଣ ଏହି ନାମଟିକୁ ବାଛିଛନ୍ତି ତ ଆପଣଙ୍କ ଭବିଷ୍ୟତ ଆଗକୁ କିପରି ରହିବାର ଅଛି ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ | ଆପଣଙ୍କର ଏକ କୁଫଳ ଦାୟକ ଦଶା ଭୋଗ ହେଉଅଛି ଗତ ଅଢେଇ ବର୍ଷ ହେଲା ଗ୍ରହ ଆପଣଙ୍କ ଅନିଷ୍ଟ କରିଅଛି | ଯଦି ଆପଣଙ୍କୁ ଏହି କଥାରେ କିଛି ବିଶ୍ୱାସ ହେଉଅଛି ତ ଆପଣ ଶ୍ରଦ୍ଧାର ସହିତ କୌଣସି ଜଣେ ବିଦ୍ୱାନ ପଣ୍ଡିତଙ୍କ ସହିତ ଯୋଗା ଯୋଗ କରି ଆପଣ ନିଜର ଜାତକ ବିଚାର କରାଇ ନିଅନ୍ତୁ |ମନ୍ଦ ଦଶା ହେତୁ ମାଣିକ୍ୟ ରତ୍ନ ଧାରଣା କରିବା ଆପଣଙ୍କ ପାଇଁ ନିତାନ୍ତ ପ୍ରୟୋଜନ ଆପଣଙ୍କ ପାଇଁ ଭଲ ହେବ ଅତୀତର ଶୁଭ ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହୁଅଛି |

ଆପଣ ଯଦି ଦ୍ୱିତୀୟ ଫୋଟ ଅର୍ଥାତ ଗଜାନନ ଫୋଟଟିକୁ ବାଛିଛନ୍ତି ଆପଣ କର୍ମ କରି ଚାଲିଲେ ଧନର ପ୍ରାପ୍ତି ହେବ । ଶରୀରରେ କୌଣସି ପୀଡା ରହିଥିଲେ ଆରୋଗ୍ଯ ହେବ । ସନ୍ତାନ ମାନେ ଭାଗ୍ଯର ଦିଗରେ ଆଗକୁ ବଢିବେ । ଆପଣ ଛୋଟ ଛୋଟ ପିଲାଙ୍କୁ ଉପହାର ସ୍ୱରୂପ କିଛି ଖେଳଣା ବା ମିଠା ଖାଦ୍ୟ ଖାଇବାକୁ ଦେଲେ ଜୀବନରେ ଅନେକ ସୁଫଳ ମିଳିବ । କୃଷ୍ଣଙ୍କ ଲୀଳା ଅନୁଷ୍ଠାନ ଘରେ କରିପାରିବେ । ଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଅଛି । ଭବିଷ୍ୟତ ପାଇଁ ଯାହା ଚିନ୍ତା କରିଛନ୍ତି ଆପଣଙ୍କୁ ନିଶ୍ଚିତ ଭଲ ଚାକିରୀ ପ୍ରାପ୍ତ ହେବ । ଆଗାକୁ ଆପଣ ଉତ୍ତମ ଜ୍ଞାନର ଅଧିକାରୀ ହେବେ ।

ଯଦି ଆପଣ ତୃତୀୟ ଫୋଟ ଅର୍ଥାତ ଗଣପତିକୁ ବାଛିଛନ୍ତି ତେବେ ଆପଣ ଗମ୍ଭୀର ସ୍ଵଭାବ ବ୍ୟକ୍ତି ହୋଇଥିବାରୁ ସହଜରେ କୌଣସି କଥା ବିଶ୍ଵାସ କରନ୍ତି ନାହି । କୌଣସି କ୍ଷେତ୍ରରେ ଆଗକୁ ଯିବାକୁ ବିଚାର କରିଥାନ୍ତି ଯାହା ପାଇଁ ଜୀବନରେ ପଛରେ ରହିଥାନ୍ତି । ଏହାର ସୁଫଳ ମଧ୍ୟ ମିଳିଥାଏ । ସବୁବେଳେ ସୁରକ୍ଷିତ ଭାବେ ରହିବାକୁ ପସନ୍ଦ କରିଥାନ୍ତି । ଅତ୍ୟଧିକ ଭୟଭୀତ କାମ ହାତକୁ ନେବାକୁ ଭୟ କରିଥାନ୍ତି ।କିନ୍ତୁ ଆପଣ ଯେଉଁ କାମରେ ହାତ ଦେଇଥାନ୍ତି ତାହା ପୁରା କରିଥାନ୍ତି । ମନରେ ଥିବା ଖରାପ ଚିନ୍ତାକୁ ଭୁଲି ଯାଅନ୍ତୁ ଧନ ସମ୍ପତି ଯାହା ବୁଡ଼ି ଯାଇଥିଲା ସବୁ ଫେରି ପାଇବେ

Leave a Reply

Your email address will not be published. Required fields are marked *