ଲୁଚି ଲୁଚି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଭୂମିକା ଏବଂ ସ୍ୱରାଜ ,ନିଜ ବାହାଘରକୁ ନେଇ ଏମିତି କହିଲେ ସ୍ୱରାଜ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ ଏବଂ ସ୍ୱରାଜ ବାରିକ ଓଲିଉଡ଼ର ଏହି ଜବରଦସ୍ତ ଯୋଡିଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ | ଦୀର୍ଘଦିନ ଧରି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଅଭିନୟ ଆପଣମାନେ ନିଶ୍ଚୟ ଦେଖିଥିବେ ସ୍ୱରାଜ ଏବଂ ଭୂମିକା ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଫୋଟ ଏବେ ସୋସିଆଲ ମେଡିଆରେ ବେଶ ଭାଇରଲ ହେବାରେ ଲାଗିଛି | ଆଗାମୀ ଦିନରେ ଭୂମିକାଙ୍କର ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଅଛି

ଯାହାର ନାଁ ଟିକେ ଟିକେ ଅଚିନ୍ହା ତୁ ଏହି ସିନେମାରେ ସ୍ୱରାଜଙ୍କୁ ବିବାହ କରିଛନ୍ତି ଭୂମିକା | ଭୂମିକାଙ୍କୁ ଏବେ ପ୍ରାୟ 20 ବର୍ଷ ବୟସ ହୋଇଛି ସେ ପାଠ ପଢ଼ିବା ସହିତ ଜଣେ ଓଡ଼ିଆ ଅଭିନେତ୍ରୀ ମଧ୍ୟ ଅଟନ୍ତି ଭୂମିକା ଏବେ ପାଠ ପଢ଼ିବା ସହିତ ଜଣେ ଅଭିନେତ୍ରୀ ଅଟନ୍ତି ସେ ଏବେ ଡାକ୍ତରୀ ପାଠ ପଢୁଛନ୍ତି ତେବେ ସେ ରିଏଲ ଲାଇଫରେ ବିବାହ କରି ନାହାଁନ୍ତି କିନ୍ତୁ ରିଲ ଲାଇଫରେ ସେ ବିବାହ କରି ସାରିଛନ୍ତି |

ଟିକେ ଟିକେ ଅଚିନ୍ହା ତୁ ରେ ତାଙ୍କ ହଳଦୀ ରସମ ଦେଖିବାକୁ ମିଳିଛି ଏହି ସିନେମାଟି ଏବେ ହଲରେ ରିଲିଜ ହୋଇଛି | ଏହି ସିନେମାଟିକୁ ଦେଖିବା ପାଇଁ ଲୋକମାନେ ବେଶ ଅଧିକ ପସନ୍ଦ କରୁଛନ୍ତି ଏହି ସିନେମାରେ ସମସ୍ତଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳୁଛି | ଭୂମିକା ଦାସ ଜଣେ ଓଡ଼ିଆ ଅଭିନେତ୍ରୀ ଭାବରେ ଓଡ଼ିଶାରେ ବେଶ ଲୋକପ୍ରିୟତା ହାସଲ କରିଥିଲେ

ସେ ପାଞ୍ଚ ବର୍ଷ ବୟସରୁ ଓଡ଼ିଆ ସିନେମାରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି ସେ ଶିଶୁ କଳାକାର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି ଲିଡ ନାୟିକା ଭାବରେ ସେ ଓଡ଼ିଆ ସିନେମାରେ ଅଭିନୟ କରୁଥିବାର ନଜର ଆସୁଛନ୍ତି |

Leave a Reply

Your email address will not be published. Required fields are marked *