Health: ନିଜ ଓଜନ କ୍ଷମତା କମାଇବାକୁ ଚାହୁଁଥିଲେ କରନ୍ତୁ ଏହି ସହଜ ଏବଂ ସରଳ ଉପାୟ ,ଗୋଟିଏ ମାସରେ କେହିବି ଚିହ୍ନି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ବା ଆପଣଙ୍କ ପିଲାମାନଙ୍କୁ ମୋଟା ହେବାରେ ସାହାଯ୍ୟ କରିବା ଓ ଏହା ଏକ ଘରୋଇ ଖାଦ୍ୟ ହୋଇଥିବାରୁ ଏହାର କୌଣସି ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ । ଏଥି ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକତା ପଡ଼ିବ ତାହା ହେଉଛି ସୁଜି ଆପଣଙ୍କୁ ଏହି ଖାଦ୍ୟଟି ପ୍ରସ୍ତୁତ କରିବା ପାଇଁ ଗହମ ସୁଜିକୁ ବ୍ୟବହାର କରନ୍ତୁ ଯଦି ଆପଣଙ୍କ ପିଲା ୬ରୁ୭ମାସର ଅଟେ ତାହେଲେ ଆପଣଙ୍କୁ କେବଳ ଏକ ଚମକ ସୁଜିର ଆବଶ୍ୟକତା ପଡ଼ିବ

ଘରେ ଯଦି ଆଉ କେହି ଖାଇବାକୁ ଚାହାନ୍ତି ତାହେଲେ ଆପଣ ଏହାକୁ ଅଧିକ ମଧ୍ୟ ପର୍ସ୍ତିତ କରିପାରିବେ । ବର୍ଷକ ଉପରେ ଯଦି ଆପଣଙ୍କ ପିଲାର ବୟସ ତାହେଲେ ଆପଣ ୩ରୁ ୪ ଚାମଚ୍ ପ୍ରସ୍ତୁତ କରି ଆପଣଙ୍କ ପିଲାକୁ ଦେଇ ପାରିବେ ଦିନକୁ ମାତ୍ର ଥରେ ଆପଣ ଏହାକୁ ପ୍ରସ୍ତୁତ କରି ଆପଣଙ୍କ ପିଲାଙ୍କୁ ଖୁଆଇ ପାରିବେ ପ୍ରତିଦିନ ଖୋଇବାର ଆବଶ୍ୟକତା ନାହିଁ ଗହମ ସୁଜି ପରେ ଆପଣଙ୍କୁ ଆବଶ୍ୟକ ଅଳ୍ପ ଡ୍ରାଏ ଫ୍ରୁଟ ଆଉ ମାନେ ରଖନ୍ତୁ

ଯଦି ଆପଣ ଏହି ଗ୍ରୀଷ୍ମ ଋତୁରେ ଆପଣଙ୍କ ପିଲାଙ୍କୁ ଏହି ଖାଦ୍ୟ ପ୍ରସ୍ତୁତ କରି ଦେଉଛନ୍ତି । ତାହେଲେ ଆପଣ ଏହି ଡ୍ରାଏ ଫ୍ରୁଟ୍ କୁ ଏକ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭେଦାଇ ରଖନ୍ତୁ ତାପରେ ଆପଣ ଏହି ଡ୍ରାଏ ଫ୍ରୁଟ୍ଭଲ ଭାବେ ବାଟି ତାର ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ ପ୍ରଥମ ଆପଣ ଏକ ପ୍ୟାନରେ ଏକ ଛୋଟ ଚାମଚ୍ ଘିଅ ପକାଇ ଯେତେବେଳେ ଆପଣଙ୍କ ଘିଅ ଗରମ୍ ହୋଇ ଯିବା ଆପଣ ସେଥିରେ ଆପଣଙ୍କ ସୁଜି ପକାଇ ଭାଜି ଦିଅନ୍ତୁ

ଏହା ରଙ୍ଗ ଅଳପ ଲାଲ ହେବା ଆପଣ ଏହି ଭଜା ସୂଜିରେ ଏକ କପ୍ କ୍ଷୀର ଢ଼ାଳି ବାପରେ ଆପଣ ଯେଉଁ ଡ୍ରାଏ ଫ୍ରୁଟ୍ ବାଟି ରାକ୍ଷୀ ଥିଲେ ଆପଣଙ୍କ ଏହି ସୁଜିରେ ପକାଇ ଦିଅନ୍ତୁ ଶେଷରେ ଆପଣ ଏହି ହଲୁଆରେ ଦୁଇ ଚାମଚ୍ ଚିନି ପକାଇ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ଏହା ତ୍ନଦ ହେଲେ ପରେ ଆପଣ ବା ଆପଣଙ୍କ ପିଲା ଏହାକୁ ସେବନ କରି ପାରି ବେ ।

Leave a Reply

Your email address will not be published. Required fields are marked *