ଏପରି କିଛି ଭୁଲ୍ ପାଇଁ ଜନ୍ମ ହୋଇଥାଏ କିନ୍ନର ଆପଣ ଏହି ଭୁଲ୍ କରୁଛନ୍ତି କି ନଚେତ ଆଗ ଜନ୍ମରେ ପାଇବେ କିନ୍ନର

ନମସ୍କାର ବନ୍ଧୁଗଣ, ପୁରୁଷ ଏବଂ ମହିଳା ଭଳି କିନ୍ନର ମଧ୍ୟ ଏକ ଜାତି କିନ୍ତୁ ଆମ ସମାଜରେ ତାଙ୍କ ପାଇଁ ସବୁବେଳେ ସ୍ଥାନ ନିଚ୍ଚ ଥାଏ । ସମାଜ ତାଙ୍କୁ ସହଜରେ ଗ୍ରହଣ କରେ ନାହିଁ । ଏଥିରେ ତାଙ୍କର ବା କି ଦୋଷ । କିନ୍ତୁ ସମାଜ ତାଙ୍କୁ ଏତେ କଳୁଷିତ କରିଦେଇଥାଏ କି ସେମାନେ ନିଜ ଜନ୍ମକୁ ଧିକ୍କାର ମଧ୍ୟ କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଭୁଲ ପାଇଁ କିନ୍ନର ଜନ୍ମ ନେଇଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ।

କିନ୍ନରଙ୍କ ଠାରେ ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କ ଗୁଣ ଦେଖିବାକୁ ମିଳିଥାଏ । ଏହି କାରଣ ପାଇଁ ଆଜି ଯାଏ ଆମ ଭାରତରେ ତାଙ୍କୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଡାକ୍ତରୀ ବିଜ୍ଞାନ ଅନୁଯାୟୀ ମହିଳା ମାନେ ଗର୍ଭବତୀ ହେବାର ତିନି ମାନ ପରେ ଶିଶୁର ବିକାଶ ଆରମ୍ଭ ହୋଇଥାଏ । ଏହି ବିକାଶ ସମୟରେ ଯଦି ମାଆକୁ କିଛି ରୋଗ କିମ୍ବା ସମସ୍ୟା ହୋଇଥାଏ ତେବେ ଗର୍ଭରେ ଉଭୟ ପୁରୁଷ ଏବଂ ମହିଳାର ଗମ ସୃଷ୍ଟି ହୋଇଥାଏ ।

ଗର୍ଭବତୀ ସମୟରେ ଅନ୍ୟ କୌଣସି ରୋଗ ପାଇଁ ଔଷଧ ନେବା ମଧ୍ୟ କ୍ଷତିକାରକ ହୋଇଥାଏ । ଏହି କାରଣ ପାଇଁ ମଧ୍ୟ ଗର୍ଭରେ ଥିବା ଶିଶୁ ହୋଇପାରେ କିନ୍ନର । ଗର୍ଭବତୀ ଥିବା ସମୟରେ ଯଦି ମାଆକୁ ବହୁତ ଜର ହୋଇଥାଏ କିମ୍ବା ସ୍ୱାସ୍ଥ୍ୟ ଅବସ୍ତା ବହୁତ ଖରାପ ହୋଇଯାଏ ଏହାର ପ୍ରଭାବ ମଧ୍ୟ ଆପଣଙ୍କ ଗର୍ଭରେ ଥିବା ଶିଶୁର ଲିଙ୍ଗ ଉପରେ ପଡିଥାଏ ।

ଗର୍ଭବସ୍ତା ସମୟରେ ମା ଯଦି ଆକସ୍ମିକ କୌଣସି ଦୁର୍ଘଟଣାର ସାମ୍ନା କରେ ତେବେ ମଧ୍ୟ ଗର୍ଭରେ ଥିବା ଶିଶୁ କିନ୍ନର ହୋଇ ଜନ୍ମ ନେବାର ସମ୍ଭାବନା ରହିଥାଏ । ଡକ୍ଟରଙ୍କ ବିନା ଅନୁମତିରେ ଯଦି ଆପଣ ଗର୍ଭ ନିରୋଧକ ବଟିକା ନେଉଥିବେ ତେବେ ଭବିଷ୍ୟତରେ ଯେତେବେଳେ ଆପଣ ଗର୍ଭବତୀ ହେବେ ଆପଣଙ୍କ କୋଳରୁ କିନ୍ନର ସନ୍ତାନ ଜନ୍ମ ନେବାର ବହୁତ ଅଧିକ ସମ୍ଭବନା ରହିଥାଏ ।

Leave a Reply

Your email address will not be published. Required fields are marked *