Jio ଗ୍ରାହକ ମାନଙ୍କ ପାଇଁ ନେଇ ଆସିଲା ଧମାକାଦାର ଅଫର ,ଏତିକି ଟଙ୍କା ରିଚାର୍ଜ କରି ପାଇପାରିବେ ମାଗଣା ଡାଟା ଏବଂ କଲିଙ୍ଗ

ନମସ୍କାର ବନ୍ଧୁଗଣ ରିଲିଆନ୍ସ ଜିଓ ପାଇଁ ଆସିଲା ବଡ଼ ଖୁସି ଖବର ଆପଣ ଯଦି ଜିଓ ସିମ ବ୍ୟବହାର କରୁଛନ୍ତି ତେବେ ଜିଓ ଲଞ୍ଚ କଲା ଏକ ଶସ୍ତା ପ୍ଲାନ ଯେଉଁଥିରେ ଆପଣଙ୍କୁ କମ ପଇସାରେ ମିଳିବ ଅଧିକ ଲାଭ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା । ଯଦି ଆପଣ ଜିଓର ଲଙ୍ଗ ଭେଲିଡିଟି ସହ କମ ଦାମ ର ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି

ତେବେ କମ ଅଧିକ ଭେଲି ଡିଟି ଏବଂ ଅଧିକ ସୁବିଧା ପାଇଁ ଜିଓ ର ଏହି ପ୍ଲାନର ମୂଲ୍ୟ ହେଉଛି 395 ଟଙ୍କା ଏହି ପ୍ଲାନ ରେ ଆପଣଙ୍କୁ ଅଧିକ ଭେଲି ଡିଟି ମିଳିଥାଏ ଯଦି ଆପଣ 395 ଟଙ୍କା ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ 84 ଦିନର ଭେଲି ଡିଟି ସହ ଅନଲିମିଟେଡ ଡାଟା ଏବଂ ମାଗଣା SMS କଲିଙ୍ଗ ମଧ୍ୟ ଫ୍ରି ମିଳିଥାଏ ।

ତେବେ ଏହି ପ୍ଲାନରେ କେବଳ 6 ଜିବି ଡାଟା ମଧ୍ୟ ମିଳିଥାଏ ଏହାର ଅର୍ଥ ହେଉଛି 84 ଦିନର ଭେଲି ଡିଟି ସହିତ ୟୁଜର ମାନେ କେବଳ 6 ଜିବି ଡାଟା ପାଇପାରିବେ । ଆଉ ଏହି ପ୍ଲାନରେ 6 ଜିବି ଡାଟା ମଧ୍ୟ ମିଳିଥାଏ

ଏହି ପ୍ଲାନ୍ ଆପଣ 1000 ଏସମେସ ଫ୍ରି ରେ ପାଇପାରିବେ ତେବେ ଆପଣଙ୍କର ଯଦି ପ୍ରତିଦିନ ଅଧିକ ଡାଟା ଦରକାର ନାହିଁ ଅର୍ଥାତ୍ ଆପଣ କମ ଡାଟା ରେ ଚଳି ଯାଉଛନ୍ତି ସେଥିରେ ଆପଣ 84 ଦିନର ଭେଲିଡିଟି ସହିତ 6 ଜିବି ଡାଟା ମିଳିବ 395 ଟଙ୍କାରେ

Leave a Reply

Your email address will not be published. Required fields are marked *