ମାଟ୍ରିକ ଫଳାଫଳକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ବାହାରିବ ଛାତ୍ର ଛାତ୍ରୀ ମାନଙ୍କ ରେଜଲ୍ଟ ,Student ମାନେ ଜାଣିରଖନ୍ତୁ

ଏବେ ଏବେ ସରକାରଙ୍କ ତରଫରୁ ଆସିଲା ଆଉ ମୋ କ ବଡ଼ ଖବର ଯାହାକୁ ମେଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ଓ ତାଙ୍କ ପରିବାରର ଲୋକେ ଦେଖିବା ନିହାତି ଭାବରେ ଆବଶ୍ୟକ ! ଆସନ୍ତୁ ଜାଣିବା ସେହି ଜରୁରୀ ଖବର କୁ ସମ୍ପୂର୍ଣ୍ଣ ଭାବରେ । କଟକ ୩୦ ଏପ୍ରିଲ୍ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆକଳନ କରାଯାଇଥିଲା ।

ତେବେ ପୂର୍ବ ନିର୍ଦ୍ଧାରିତ ଏହି ସମୟସୀମା ମଧ୍ୟରେ ଏବେ ଫଳ ପ୍ରକାଶ ପାଇବାର ସମ୍ଭାବନା କ୍ଷୀଣ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ତବୁଲେସନ ପ୍ରକ୍ରିୟା ଶେଷ ହୋଇଥିଲେ ହିଁ ଛାତ୍ର ଛାତ୍ରୀମାନେ ଡିଜିଟାଲ୍ ସାର୍ଟିଫିକେଟ ପାଇଁ ଅନଲାଇନରେ ଆବେଦନ କରିପାରିବେ ଏହି କାର୍ଯ୍ୟ ଶେଷ ହେବା ପାଇଁ ପାଖା ପାଖି ଆଉ ଏକ ସପ୍ତାହ ସମୟ ଲଗିବ ବୋଲି ସୂଚନା ବୋର୍ଡ ତରଫରୁ ଦେଖିବାକୁ ମିଳୁଛି ।

ଏହି ଡିଜିଟାଲ ସାର୍ଟିଫିକେଟ କୁ ନେଇ ଭବିଷ୍ୟତରେ ଯେମିତି କିଛି ତ୍ରୁଟି ନହୁଏ ସେଥି ପାଇଁ ବୋର୍ଡ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରା ଯାଇଥିଲା । ସହି ଗେଇପରୁନଥିବ ଗରମ୍ ପାଇଁ ତବୁଲେଟସନ ପ୍ରକ୍ରିୟା ଶେଷ ହେବାକୁ ଆଉକିଛି ଦିନ ଲାଗିବ ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *