ମୃ-ତ ଲୋକକୁ ପୁନର୍ଜନ୍ମ ଦେଲେ ମହାପ୍ରଭୁ Jagannath, ଡାକ୍ତରବି ଦେଖି ଆଶ୍ଚର୍ଯ୍ୟ |

ମରଣ ମୁଁହରୁ ଫେରେଇ ଦେଲା ଜଗନାଥଙ୍କ ମୁଦି | 11KB ବିଜୁଳିରେ ଜଳିଗଲେ କିନ୍ତୁ ଫୁଣି ଥରେ ମିଳିଲା ନୂଆ ଜୀବନ | କଟକର ଚିତରଞ୍ଜନ ସେ ଜଣେ ଓଡିଶୀନୃତ୍ୟ ଶିଳ୍ପୀ | ସେ ମୁଦି ପିନ୍ଧି ଜଗନାଥଙ୍କର ଭହୁତ ସେବା କରଛନ୍ତି | ସେ ମହାପ୍ରଭୁ ଙ୍କୁ ଆଲିଂଗନ କରିଥାନ୍ତି ସେଥିପାଇଁ ସମସ୍ତ ତାଙ୍କୁ ସୁନା ମୁଦି ଫିଂଧି ବାକୁ ଦେଇଥାନ୍ତି |ସେ ସୁନା ପିନ୍ଧି ସେବା କରିସାରିଲା ପରେ ଫୁଣି ସେହି ସୁନା ଅଳଙ୍କାର କୁ ଫେରାଇ ଦିଅନ୍ତି |ସମସ୍ତ କହିଥାନ୍ତି ଏହି ମୁଦି କୁ କେବେ ବି ହାତରୁ ବାହାର ନକରିବାକୁ | କିନ୍ତୁ ତାଙ୍କ ସହ ସେଦିନ ଏମିତି ଘଟିଯିବ କେହି କେବେ ବି ଭାବିନଥିଲେ |

ଚିତରଞ୍ଜନ ବାବୁ ଗୁଣ୍ଡିଚା ବାହୁଡା ଶେଷ କରି ନିଜ ଘରକୁ ଗଲେ | ତାଙ୍କ ମାଉସୀ ପୁଅ କହିଲେ ତୁ ସେବା କରିସାରିଆସିଛୁ ଏବେ ଏ ମୁଦି ତା ମତେ କିଛି ଦିନ ପାଇଁ ପିନ୍ଧି ବାକୁ ଦେ ମୁ ତତେ କିଛି ଦିନ ପରେ ଫେରାଇଦେବି | ସମସ୍ତ ସେବାୟତ ମାନେ ତାଙ୍କୁ ହାତରୁ ମୁଦି ଟିକୁ କାଢ଼ିବାକୁ ମନାକରିଥିଲେ | ଏହି ମୁଦି ଟି ହାତରୁ କଡ଼ିଲା ପରେ ଏମିତି କିଛି ଘଟିଗଲା | ଅଗଷ୍ଟ 15 ଦିନ ପତାକା ଉତ୍ତଳନ ପାଇଁ ଗୋଟିଏ ରଡ଼ ପାଇପ ଉପରେ ପୋତୁଥିଲେ ଆଉ ଏହି ସମୟରେ ପାଇପ ଟି 11 କେବି ଉପରେ ପଡିଗଲା | ଚିତରଞ୍ଜନ ବାବୁ ଜଳିଗଲେ ତାପରେ ତାଙ୍କର ସେନ୍ସ ଚାଲିଗଲା |

ତାପରେ ମେଡିକାଲ ନେଇଗଲା ପରେ କହିଲେ ତାଙ୍କ ବ୍ରେନ ଆଉ କାମ କରୁନାହିଁ | ବ୍ରେନ ଫାଟି ଯାଇଛି ଭିତରେ ସମସ୍ତ ରକ୍ତ ଜମାଟ ବାନ୍ଧି ଯାଇଛି | ଡେଡ଼ବଡି କୌଆଡେ ଯିବା ଆପଣ ପ୍ରସ୍ତୁତ କରନ୍ତୁ | ତାପରେ ତାଙ୍କୁ ନେବା ପାଇଁ ଗାଡି ଅସିଜାଇଥାଏ | ସେହି ମୁଦି ନେହି ଥିବା ଭାଇ ଓ ଭାଉଜ ଅଶୀ ସେହି ମେଡିକାଲ ରେ ପହଁଚିଲେ | ଏହି କଥା ଶୁଣି ତାଙ୍କ ଭାଇ ସମସ୍ତ ଙ୍କୁ ଠେଲି ଦେଇ ତାଙ୍କ ଭାଇ ସେହି ମୁଦି ପିନ୍ଧାଇ ବାକୁ କହିଲେ ଏବଂ ଚିତରଞ୍ଜନ ବାବୁ ଙ୍କୁ ଦେଖୁଥିବା ଡାକ୍ତର ଥିଲେ ସନାତନ ରଥ | ସେ ବି ଚିତରଞ୍ଜନ ଙ୍କର ବଞ୍ଚିବାର ଆଶା ଛାଡିଦେଇଥିଲେ |

ଡାକ୍ତର ତାଙ୍କ ଭାଇ ଙ୍କୁ ଆଇସିୟୁ କୁ ଯିବା ପାଇଁ ମନା କଲେ | ଅନେକ ଅନୁରଧ ପରେ ତାଙ୍କ ଭାଇ ଯାଇ ସେ ମୁଦି କୁ ଯାଇ ତାଙ୍କ ହାତ ରେ ପିନ୍ଧାଇଦେଲେ | ତାପରେ ସବୁ କିଛି ବନ୍ଦ ହୋଇଗଲା ସମସ୍ତ ଭାବିଲେ ସେ ଚାଲିଗଲେ | ତାପରେ ଡକ୍ତର ରେବତୀ ଆଶୀଦେଖିବାରୁ ସମସ୍ତ ଭେଣ୍ଟିଳେଟିର ଠିକ ଚାଲୁଥିଲା ତାପରେ ସେ ପୁରା ଠିକ ହୋଇଗଲେ | ତାଙ୍କର ପାଟି ଜଳିଯାଇଥିଲା | ସେ ଆଉ ନାଚିପାରିବେ ନାହିଁ ବୋଲି କହିଲେ | କିନ୍ତୁ ତାପରେ ମହାପ୍ରଭୁ ଙ୍କ ବର ଦାନ ସେ ନାଚି ପାରିଲେ |

Leave a Reply

Your email address will not be published. Required fields are marked *