ଅଭିନୟ ଛାଡ଼ି ଏବେ ହୋଟେଲ ଖୋଲିଲେ ଓଡ଼ିଆ ଅଭିନେତ୍ରୀ Sradha Panigrahi, ଦେଖିଲେ ବିଶ୍ୱାସ ହେବ ନାହିଁ |

କର୍କଟ ରାଶି ଙ୍କର ଭାଗ୍ୟ ବଦଳି ବାକୁ ଯାଉଛି ଏହି 6 ଟି ବଡ ଘଟଣା ନିହାତି ଘଟିବ |ନଭେମ୍ବର ମାସ ଆରମ୍ଭରେ ଆପଣ ଙ୍କର ପ୍ରଥମ ରେ ଅଛନ୍ତି ମଙ୍ଗଳ ତୃତୀୟ ରେ ବିରାଜ କେତୁ |ଅଷ୍ଟମ ରେ ଶନି | କୁଣ୍ଡଳୀ ର ପ୍ରଥମ ଭାଗଟି ହୋଇଥାଏ ଆପଣ ଙ୍କର ସ୍ଵାସ୍ଥ ର ଭାଗ | ଗୁରୁ ଆପଣ ଙ୍କର ଏକାଦଶ ଭାଗରେ ଥାଏ | ଆପଣ ଏହି ମାସ ରେ ମୁଣ୍ଡ ବିନ୍ଦା ଭଳି ସମସ୍ୟା ଦେଖାଦେଇପାରେ ଏହା ବେତିତ ଆଉ କିଛି ସମସ୍ୟା ଦେଖାଦେଇନପାରେ |

ଆପଣ ସବୁ ବେଳେ ଗୋଟିଏ କାମରେ ଲାଗିରହିଥାନ୍ତି ଏଥି ପାଇଁ ମୁଣ୍ଡା ବିନ୍ଦା ସମସ୍ୟା ଦେଖାଦେଇପାରେ | ଏହା ଛଡ଼ା ଅନ୍ୟ କିଛି ସ୍ଵାସ୍ଥ ସମସ୍ୟା ଦେଖାଯାଉନାହିଁ | ଦେବା ଗୁରୁ ଲାଭ ସ୍ଥାନ ରେ ଅଛନ୍ତି | ଏହି ସମୟ ରେ ଅଣ୍ଟା କୁ ନେଇ କିଛି ସମସ୍ୟା ଦେଖାଦେଇପାରେ | ପାଦ ରେ କିଛି ସମସ୍ୟା ଦେଖାଦେଇପାରେ | କୁଣ୍ଡଳୀ ର ପଞ୍ଚମ ଭାଗଟି ହୋଇଥାଏ ପାଠ ପଢା ର ଭାଗ ବୁଦ୍ଧ ଏବଂ ଶୁକ୍ଳ ହେଉଛନ୍ତି ଶୁଭ ଗ୍ରହ ସେ ଦୁଇ ଜଣ ପଞ୍ଚମ ସ୍ଥାନ ରେ ବିରାଜ ମାନ ଅଛନ୍ତି |

ଏହି ମାସରେ ରେ ଆପଣ ଙ୍କର ମନ ଲାଗିବ ଏହି ମାସ ରେ ଆପଣ ଙ୍କର ଯଦି କିଛି ପରୀକ୍ଷା ରହିଛି ତାହାହେଲେ ଶୁଭ ଫଳ ମିଳିବ | କୁଣ୍ଡଳି ର ପଞ୍ଚମ ଭାଗଟି ହୋଇଥାଏ ପ୍ରେମ ର ଭାଗ ହୋଇଥାଏ ଏବଂ ସନ୍ତାନ ର ଭାଗ ହୋଇଥାଏ | ଆପଣ ଙ୍କର ପ୍ରେମ ଜୀବନ ଭହୁତ ଭଲ ରହିଛି | ନିଜ ରାଗ ନିୟନ୍ତ୍ରଣ କରନ୍ତୁ | ଛୋଟ ଛୋଟ କଥା କୁ ନେଇ ଆପଣ ଝଗଡା କରନ୍ତୁ |

ଆପଣ ଙ୍କର କାମ ହୋଇଯିବ | ଏହି ମାସ ରେ ଆପଣ ଙ୍କର ସ୍ବପ୍ନ ରହିବ | ଆପଣ କରିଅର ଭଲ ଅଛି | ଆପଣ ଙ୍କୁ 16 ନେଭେମ୍ବର ପରେ ଆପଣ ଙ୍କୁ ଚାକିରୀ ମିଳିବ |ଆପଣ ଙ୍କର ବିଜେନେସ ଭଲ ରହି | ଆପଣ ସବୁ ଦିନ ସୂର୍ଯ୍ୟ ଙ୍କୁ ଜଳ ଦିଅନ୍ତି | ହନୁମାନ ଚାଳିଶା ପାଠ କରନ୍ତୁ |

Leave a Reply

Your email address will not be published. Required fields are marked *