ବୁଦ୍ଧଆଦିତ୍ୟ ଙ୍କୁ କେବେ ବି ବିବାହ କରିବି ନାହିଁ | ଏଭଳି କହିଛନ୍ତି ଓଡ଼ିଆ ଅଭିନେତ୍ରୀ ଲିପି | ଆପଣ ମାନେ ଜାଣିଥିବେ ଲିପି ଏବଂ ବୁଦ୍ଧଆଦିତ୍ୟ ଭହୁତ ସାରା ବିଡ଼ିଓ ଭାଇରଲ ହୋଇଥିଲା ଗତ ଦିନ ମାନଙ୍କରେ | ଭବିଷ୍ୟତରେ ବିବାହ କରିବେ ସେ ଦୁଇ ଜଣ | ବିବାହ କରିସାରିଲେଣି ଲିପି ଏବଂ ବୁଦ୍ଧଆଦିତ୍ୟ ୟିଏଭଳି ଭଳି କଥା କୁହାଯାଇଛି | କିନ୍ତୁ ଏ ସମସ୍ତ କଥା କୁ ସୋସିଆଲ ମିଡିଆରେ ବନ୍ଦ କରିଛନ୍ତି ଲିପି |
ଲିପି 40 ବୟସ ପାଖାପାଖି ହୋଇଗଲେଣି ହେଲେ ଏଯାଏ ବିବାହ କରିନାହାନ୍ତି | ବୁଦ୍ଧଆଦିତ୍ୟ ଙ୍କୁ 45 ବର୍ଷ ବୟସ ହୋଇଗଲାଣି ସେ ବିବାହ କରିନାହାନ୍ତି |ଏହି ଦୁଇ ଜଣ ଙ୍କୁ ସୋସିଆଲ ମିଡିଆରେ ବିବାହ କରିବେ ବୋଲି କୁହାଯାଇଛି | ସୋସିଆଲ ମିଡିଆରେ ଏବଂ ନୁଜ ଚାଲେନ ୟିଏ କଥା ପ୍ରଶ୍ନ ଉଠୁଥିଲା | ଲିପି ଗୋଟିଏ ଆୱାର୍ଡ ସ୍ଵ କୁ ଯାଇଥିଲେ | ଲିପି ଙ୍କୁ ବୁଦ୍ଧଆଦିତ୍ୟ ଆୱାର୍ଡ ଦେଇଥିଲେ |
ଲିପି କହିଥିଲେ ସେ ବୁଦ୍ଧଆଦିତ୍ୟ ଙ୍କୁ କେବେ ବିବାହ କରିନାହାନ୍ତି ତାଙ୍କୁ ସେ ଭଲ ପାଆନ୍ତି ନାହିଁ | ସେ ତାଙ୍କ ସହ ପ୍ରଥମ ଫିଲିମ କରିଛନ୍ତି |ସେ ତାଙ୍କର ଭଲ ବନ୍ଧୁ ଅଟନ୍ତି | ସେ ବୁଦ୍ଧଆଦିତ୍ୟ ଙ୍କୁ ଭହୁତ ବନ୍ଧୁହିସାବରେ ଭଲ ପାଆନ୍ତି | ସେ ଭବିଷ୍ୟତରେ ତାଙ୍କୁ କେବେ ହେଲେ ବି ବିବାହ କରିବେ ନାହଁ ବୋଲି କହିଛନ୍ତି ଲିପି |