Maa kali ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ମା ଆପଣ ଙ୍କୁ ଏହି ନବରାତ୍ରୀ ରେ କେଉଁ ସନ୍ଦେଶ ଦେଉଛନ୍ତି |

ମା କାଳୀ ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର | ଜଣାନ୍ତୁ ଏହି ନବରାତ୍ରି ରେ ଆପଣ ଙ୍କ ପାଇଁ କଣ ରହିଛି |ଆପଣ ଙ୍କର ଭହୁତ ଭଲ ହେବାକୁ ଯାଉଛ ଆପଣ 2 ଟି ନମ୍ବର ଭିତରୁ ଗୋଟିଏ ବାଛନ୍ତୁ |

1 କିମ୍ବା 2 ବାଛନ୍ତୁ | ଆପଣ ଯଦି 1 ବାଛିଛନ୍ତି ତାହାହେଲେ ଆପଣ ଜଣେ ସରଳ ଲୋକ ଅଟନ୍ତି |ଆପଣ କେବେ କାହାର ଖରାପ ଚିନ୍ତା କରନ୍ତି ନାହିଁ | ଆପଣ ଙ୍କର ମନ ରେ କାହା ପାଇଁ କିଛି ନାହିଁ | ଆପଣ ଙ୍କ ମନ କୁ ଯାହାବି ଆସିଲା କହିଦିଅନ୍ତି | ନିଜ ରାଗ କୁ ଆୟତ କରିପାରନ୍ତି ନାହିଁ | ଆପଣ ଭହୁତ ଭଲ ମଣିଷ | ଆପଣ ନିଜ ବିଷୟରେ ଚିନ୍ତା କରନ୍ତୁ ଆପଣ ନିଜ କଥା ଜମା ବି ଭାବନ୍ତି ନାହିଁ | ଆପଣ କିଛି ନୂଆ କରିବାକୁ ଚାହୁଁଛନ୍ତି ତାହା କରନ୍ତୁ | ଯଦି କୋଉଠିକି ଯିବାକୁ ଚାହୁଁଛନ୍ତି ଯାଆନ୍ତୁ | ପ୍ରେମ ସମ୍ପର୍କ ଗଢିବାକୁ ଚାହୁଁଛନ୍ତି ତାହାଲେ କରନ୍ତୁ |

ଆପଣଙ୍କୁ ଆପଣଙ୍କ ପରିବାର ର ସହାୟକ ଦରକାର କିନ୍ତୁ ମିଳୁନାହିଁ | ଆପଣ ଭହୁତ କୌଣସି ଜିନିଷ କୁ ନେଇଁ ଭହୁତ ହଇରାଣ ହୋଇଗଲେଣି | ଆପଣ ଥକି ଗଲେଣି ଆପଣ ଏବେ ଭୋଗବାନ ଙ୍କ ଉପରେ ସବୁ କିଛି ଚଡି ଦେଇଛନ୍ତି | ଆପଣ ଭଲ କାମ କରନ୍ତୁ | ସବୁ କିଛି ସମସ୍ୟା ଦୂର ହୋଇଯିବେ | କାହା ପାଇଁ ସମୟ ନଷ୍ଟ କରନ୍ତୁ ନାହିଁ | ନିଜ କଥା ନିଜେ ଭାବୁଛନ୍ତି |ଆଗକୁ ଆପଣ ଙ୍କର ଭଲ ହେବ | ମା ଉପରେ ବିଶ୍ୱାସ ରଖନ୍ତୁ | ନିଜ ର ଖବର ରଖନ୍ତୁ |

ଆପଣ ଯଦି ନମ୍ବର 2 ବାଛିଛନ୍ତି | ଏହି ସମୟ ଆପଣ ଙ୍କର ଭଲ ନାହିଁ |ଆପଣ ଭହୁତ କିଛି ଭାବିଛନ୍ତି |ଏବେ ଜୀବନ ଏମିତି କିଛି ଚାଲିଛି ଯେ ଆପଣ ନିଜେ ବି ଜାଣିପାରୁନାହାନ୍ତି | ଆପଣ ଅନ୍ୟ ପାଇଁ ଭହୁତ କିଛି କରିଛନ୍ତି | ଆପଣ ପାଇଁ କେହି ଭାବୁଛନ୍ତି | ଆପଣ କେବେ ବି ମିଛ କୁହନ୍ତି ନାହିଁ | ଆପଣ ଅନ୍ୟ କଥାରେ ନିଜକୁ କଷ୍ଟ ଦିଅନ୍ତି | ନିଜର ଇମୋସନ କୁ ନିୟନ୍ତ୍ରଣ କରନ୍ତୁ | ଯଦି ଆପଣ ଙ୍କର ଭୁଲ ନାହିଁ ସଫେଇ ଦିଅନ୍ତୁ ନାହିଁ |ଠିକ ସବୁ ବେଳେ ଠିକ |ଆପଣ ଙ୍କୁ ଜିଏ ଯାହାଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ | ମନ କୁ ଶାନ୍ତ ରଖନ୍ତୁ |

ଆପଣ ଙ୍କ ବିତରେ ଟାଲେଣ୍ଟା ଭହୁତ ଅଛି ନିଜର କଥାରେ ଚାଲନ୍ତୁ ନାହିଁ | ମନ କହିବା ଏବେ ଶୋଇପଡିବା କିନ୍ତୁ ଆଗେ କାମ କରନ୍ତୁ ତାପରେ ଶୋଇବେ | ଆପଣ ଙ୍କୁ ସଫଳତା ମିଳିବ | ଆପଣ ଙ୍କର ଆଗକୁ ଭହୁତ ଭଲ ହେବ କୁ ଯାଉଛି | ଆପଣ ନିଜ ଜାଗା ରେ ଠିକ ଅଛନ୍ତି | ଆପଣ କିଛି ଅଲଗା କରିବାକୁ ଆସିଛନ୍ତି | ଆପଣ ଯଦି କାହାକୁ ପ୍ରେମ କରୁଛନ୍ତି ତାହାଲେ ସେ ଆପଣ ଙ୍କୁ ଭହୁତ ଜଲ୍ଦି ମିବାକୁ ଯାଉଛନ୍ତି |

Leave a Reply

Your email address will not be published. Required fields are marked *